ବଲାଙ୍ଗୀର

ଜେଲ ଯିବା ବେଳେ ରାଗରେ ଚିହିଁକି ଉଠିଲେ ପୁଞ୍ଜିଲାଲ, ଆଙ୍ଗୁଠି ଦେଖାଇ…

ବଲାଙ୍ଗୀର, ୨୮।୫(ସୁନିଲ କୁମାର ମହାନ୍ତି)- ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପାଟଣାଗଡ଼ ଏଡିଜେ କୋର୍ଟରେ ପ୍ରକାଶ ପାଇଛି। ଏହି ବହୁଚର୍ଚ୍ଚିତ ମାମଲାର ଏକମାତ୍ର ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ…

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ଆସିଲା ବଡ଼ ରାୟ: ପୁଞ୍ଜିଲାଲଙ୍କୁ ଏହି ଦଣ୍ଡ ଶୁଣାଇଲେ କୋର୍ଟ  

ବଲାଙ୍ଗୀର/ପାଟଣାଗଡ଼,୨୮ା୫(ସୁନିଲ କୁମାର ମହାନ୍ତି/ ସଚ୍ଚିଦାନନ୍ଦ ମହାକୁର): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ…

ଆଜି ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ

ବଲାଙ୍ଗୀର/ପାଟଣାଗଡ଼,୨୮ା୫(ବୀରେନ୍ଦ୍ର କୁମାର ଝାଙ୍କର/ ସଚ୍ଚିଦାନନ୍ଦ ମହାକୁର):ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇବ। ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ଏହି ରାୟ ପ୍ରକାଶ ପାଇବାକୁ ଯାଉଥିବାରୁ ବିଭିନ୍ନ ମହଲରେ…

ରୋଗୀଙ୍କ ସାଲାଇନରେ ଫୋଡ଼ିଦେଲେ ରକ୍ତ ଲଗା ସିରିଞ୍ଜ: ମେଡିକାଲରେ ଉତ୍ତେଜନା

ଟିଟିଲାଗଡ଼,୨୬।୫(ଶରତ ମିଶ୍ର ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତିହୋଇଥିବା ଜଣେ ରୋଗୀଙ୍କୁ ସାଲାଇନ ଦିଆଯାଇଥିବା ବେଳେ ସାଲାଇନରେ ରକ୍ତ ଲଗା ସିରିଞ୍ଜ ଫୋଡାଯିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗରୁ ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦିଗସିରା…

ଗଣମାଧ୍ୟମ ପ୍ରତିନିଧିଙ୍କ ହାତ ବାନ୍ଧି ନିସ୍ତୁକ ମାଡ: ଜଣେ ନାବାଳକ ସହ ୩ ଗିରଫ

ବଲାଙ୍ଗୀର,୨୬।୫:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲଥିପାଲି ଗାଁରେ ଚାଲିଥିବା ଏକ ରାସ୍ତା ଗାଡଓ୍ବାଲ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଖବର ପ୍ରସାରଣ କରିବାରୁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣେ ଠିକାଦାର ଗୁଣ୍ଡା ଲଗାଇ ନିସ୍ତୁକ ମାଡ…

ଦୁର୍ନୀତି ଖବର ପ୍ରସାରଣ କରିବାରୁ ସାମ୍ବାଦିକଙ୍କୁ ମାଡ଼: ୨ ଜଣଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର,୨୬ା୫(ସୁନୀଲ ମହାନ୍ତି): ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଅମାନୁଷିକ ଭାବେ ଗୋଡ଼ହାତ ବାନ୍ଧି ମାଡ଼ ମାରିବା ଘଟଣାରେ ଦୁଇ ଅଭିଯୁକ୍ତ ଅବିନାଶ ଦଳେଇ ଓ ଆଦିତ୍ୟ ଜେନାଙ୍କୁ ଗିରଫ କରିଛି ପୋଲିସ। ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳେଇ ଏବେ ବି ଫେରାର ଥିବା…

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଟିଟିଲାଗଡ଼,୨୪।୫: ବଲାଙ୍ଗୀର ଜିଲା ବଡ଼ମାଳ ଷ୍ଟେଶନ ନିକଟରେ ଶନିବାର ଏକ ଅଘଟଣ ଘଟିଛି। ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନର ୨ଟି ବଗିରେ ନିଆଁ ଲାଗି ଯାଇଥିଲା। ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…

ଆଜିଠାରୁ ବଲାଙ୍ଗିରରେ ରବି ଧାନ କିଣା ଆରମ୍ଭ: ୨,୦୫,୭୮୦ କୁଇଣ୍ଟାଲ ଧାନ କ୍ରୟର ଟାର୍ଗେଟ

ବଲାଙ୍ଗିର, ୨୩।୦୫(ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଜିଲାରେ ରବି ଧାନ କିଣା ଚଳିତ ବର୍ଷ ପାଇଁ ଜିଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଆରମ୍ଭ କରାଯାଇଛି। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଆଜି ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ଭାଲେର ପ୍ରାଥମିକ…

ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି ଓ ଏଆଇୟୁଟିୟୁସି

ବଲାଙ୍ଗୀର,୨୦।୫(ସୁନିଲ ମହାନ୍ତି): ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ବାଧୀନ ଫେଡେରେଶନ ଆହ୍ବାନରେ ଦେଶ ବ୍ୟାପି ବିକ୍ଷୋଭ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଏଆଇଟିୟୁସି ଓ ଏଆଇୟୁଟିୟୁସି ବଲାଙ୍ଗୀର ଜିଲା ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରୁ ଏକ ରାଲି ବାହାରି…

୧୦ ଦିନ ହେଲା ପାନୀୟ ଜଳ ପ୍ରକଳ୍ପ ଅଚଳ: ଗ୍ରାମବାସୀ ହନ୍ତସନ୍ତ

ଲୋଇସିଂହା,୧୭।୫(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ପାନୀୟ ଜଳ ପ୍ରକଳ୍ପ ଗତ ୧୦ ଦିନ ହେଲା ବନ୍ଦ ରହିଛି। ଏହା ମରାମତି ହେଉ ନ ଥିବାରୁ ପିଇବା ପାଣି ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ଫାସଡସ୍ଥିତ…

ଜଙ୍ଗଲରେ କ୍ୟାମ୍ପ ଠାବ: ଛତ୍ରଭଙ୍ଗ ଦେଲେ ମାଓବାଦୀ

ବଲାଙ୍ଗୀର,୧୬।୫(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲାର ଛତରଦାଣ୍ଡି ଓ ଗନ୍ଧମାର୍ଦନ ପାହାଡ଼ରେ ଦୁଇଟି ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ଖପ୍ରାଖୋଲ, ଲାଠୋର ଓ ତୁରେକେଲା ଥାନା ଅଞ୍ଚଳର ଡିଭିଏଫ ଟିମ ପକ୍ଷରୁ ସ୍ବତନ୍ତ୍ର ସର୍ଚ୍ଚ ଅପରେଶନ ବେଳେ ଏହି ଦୁଇ ମାଓବାଦୀ କ୍ୟାମ୍ପ…

ଅବୈଧ ପ୍ରେମସମ୍ପର୍କକୁ ନେଇ ୨ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ବଲାଙ୍ଗୀର,୧୫ା୫(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଅଞ୍ଚଳର ଏକ ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅବୈଧ ପ୍ରେମ ସମ୍ପର୍କକୁ ନେଇ ଦୁଇ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri