ପୁଣି ଚର୍ଚ୍ଚାରେ ପାଟଣାଗଡ଼ ଏନଏସି: ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡ ମୁହାଁମୁହିଁ
ପାଟଣାଗଡ଼,୩।୮: ବଲାଙ୍ଗୀର ଜିଲା ପାଟଣାଗଡ଼ ଏନଏସିର ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ସିନିୟର ଆସିଷ୍ଟାଣ୍ଡଙ୍କ ମଧ୍ୟରେ ରବିବାର ମୁହାଁମୁହିଁ ହେବା ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଥାନାରେ କୌଣସି ପକ୍ଷରୁ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।…
ମଧ୍ୟାହ୍ନଭୋଜନରେ ଝିଟିପିଟି, ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ
ବଲାଙ୍ଗୀର/ଟିଟିଲାଗଡ଼,୨ା୮(ସୁନୀଲ ମହାନ୍ତି/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମର ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡ଼ିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଅଭିଭାବକମାନେ ଜାଣିବା…
ମିଳୁନାହିଁ ଜଏନିଂ ଅର୍ଡର, ଡିଇଓଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା ଧମକ ଦେଲେ ବିଇଓ
ବଲାଙ୍ଗୀର, ୩୧।୭ (ସୁନୀଲ ମହାନ୍ତି): ଜଏନିଂ ଅର୍ଡର ମିଳିଲାନି ବୋଲି ବଲାଙ୍ଗୀର ଡିଇଓ ଅଫିସକୁ ଆସି ଜଣେ ବିଇଓ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଇଓ ରଞ୍ଜିତ ଭୋଇ ତିନି ମାସ ହେଲା ବଦଳି ହୋଇ ଆସିଥିଲେ ମଧ୍ୟ କାର୍ଯ୍ୟରେ ଯୋଗଦେବାକୁ ବଲାଙ୍ଗୀର…
ଗଛ ନ ଲଗାଇବା ଯୋଗୁ ୧୧ ଜଣ BEOଙ୍କ ଦରମା ବନ୍ଦ କଲେ ଜିଲା ଶିକ୍ଷାଧିକାରୀ
ବଲାଙ୍ଗୀର, ୩୦।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ୧୧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ଜିଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲାରେ ଥିବା ବିଭିନ୍ନ…
ସରକାରୀ ସୁବିଧାରୁ ବଞ୍ଚିତ ୫୦ ବୁଣାକାର ପରିବାର : ଘରୋଇ କାମ କରି ଶୋଷଣର ଶିକାର
ଲୋଇସିଂହା,୩୦।୭(ସୁଶାନ୍ତ ବାରିକ):ଦୀର୍ଘ ୨ ଦଶନ୍ଧି ପରେ ପୁଣି ମଙ୍ଗାଶାଳକୁ ଫେରିଥିଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଯୋଗୀସର୍ଡା ଗ୍ରାମର ଦଳିତ ବସ୍ତିର ବୁଣାକାର ପରିବାର। ବସ୍ତିର ୫୦ ପରିବାର ବିଭିନ୍ନ ପ୍ରକାର ଶାଢ଼ି, କପଡ଼ା ବୁଣାବୁଣି କରି ଗୁଜୁରାଣ ମେଣ୍ଟାଉଛନ୍ତି।…
ବିକ୍ରି ହୋଇଥିବା ଶିଶୁ କନ୍ୟା ଉଦ୍ଧାର: ହସ୍ପିଟାଲ୍ରେ ଭର୍ତ୍ତି, ମାତ୍ର ୨୦ ହଜାରେ ଟଙ୍କାରେ…
ଟିଟିଲାଗଡ,୨୮।୭(ଶରତ ମିଶ୍ର): ଟିଟିଲାଗଡ଼ ବ୍ଲକରେ ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଉଦ୍ଧାର କରିଛି ଚାଇଲ୍ଡ ହେଲ୍ପ ଲାଇନ। ପାଇକମାଳରେ ପହଞ୍ଚି ଉଦ୍ଧାର କରିଛି l ଶିଶୁ କନ୍ୟାକୁ ବଲାଙ୍ଗୀର ଭୀମଭୋଇ ମେଡିକାଲ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ,…
ମାତ୍ର ଏତିକି ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରିଦେଲେ ମା’ ବାପା, ଘଟଣାକୁ ନେଇ…
ଟିଟିଲାଗଡ୨୭।୭(ଶରତ ମିଶ୍ର): ବୁଝିଲେନି ସମ୍ପର୍କ। ୨୦ ହଜାରରେ ଶିଶୁ କନ୍ୟାଙ୍କୁ ବିକ୍ରି କରିଦେଲେ ମା’ବାପା। ଏଭଳି ଘଟଣା ଟିଟିଲାଗଡ ବ୍ଲକର ବାଗଡେର ଗାଁରେ ଦେଖିବାକୁ ମିଳିଛି। ଏକ ଦମ୍ପତ୍ତି ନିଜ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କା ରେ ବିକ୍ରି କରିଥିବା…
ଧାର୍ଯ୍ୟ ହେଲା ନୂଆଖାଇ ଲଗ୍ନ, ଏହିଦିନ ହେବ ପାଳନ…
ବଲାଙ୍ଗୀର,୨୭ା୭(ସୁନୀଲ ମହାନ୍ତି): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇର ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଅଗଷ୍ଟ ୨୮ ତାରିଖ ଗୁରୁବାର ଚଳିତ ବର୍ଷର ନୂଆଖାଇ ପର୍ବ ପାଳନ କରାଯିବ। ବଲାଙ୍ଗୀର ଜିଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ସିନ୍ଧାନ୍ତକ୍ରମେ…
ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରୁ ଗଛ କାଟି କରୁଥିଲେ ଚୋରି, ସିକ୍ୟୁରିଟି ହାତରେ ଧରାପଡିଲେ…
ସଇଁତଳା,୨୪ା୭(ରାଖାଲ ପ୍ରସାଦ ଶତପଥି) – ବଲାଙ୍ଗିର ଜିଲା ସଇଁତଳା ବ୍ଲକ ଅନ୍ତର୍ଗତ ଗୋଳାବାରୁଦ କାରଖାନା ପରିସରରେ ଥିବା ଜଙ୍ଗଲରୁ ଗଛ କାଟି ଚୋରି କରୁଥିବାବେଳେ ସ୍ଥାନୀୟ ସିକ୍ୟୁରିଟି ହାତରେ ଜଣେ ଯୁବକ ସହ ଛତିଶଗଡ ଅଞ୍ଚଳର ଏକ ବୋଲେରୋ ପିକଅପ ଧରା…
ଦେଶୀ ମଦଭାଟି କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ମେଡିକାଲରେ ଚିିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
ବଲାଙ୍ଗୀର,୨୩ା୭(ବୀରେନ୍ଦ୍ର ଝାଙ୍କର): ମରଣାନ୍ତକ ଆକ୍ରମଣର ଶିକାର ହେଉଥିବା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ସିନଖମନ ଗାଁର ଦେଶୀ ମଦଭାଟିର ଜଣେ କର୍ମଚାରୀଙ୍କ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ କର୍ମଚାରୀ ଜଣକ ବିହାରର ଶାରଦା ଯାଦବ ବୋଲି…
ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର
ବଲାଙ୍ଗୀର,୧୯।୭(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଚୁଲୁଦା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀର ଗୁଳି ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ୩୫ ବର୍ଷୀୟ ପ୍ରହଲ୍ଲାଦ ମଲ୍ଲିକ ସ୍ତ୍ରୀ ନୀର ମଲ୍ଲିକଙ୍କୁ ଚଢେଇ ମରା ବନ୍ଧୁକରେ ଫାୟାରିଂ…
ବ୍ରିଜ୍ ଉପରେ ୩ ଟ୍ରକ୍ ପିଟାପିଟି, ଜାତୀୟ ରାଜପଥ ବନ୍ଦ
ବଲାଙ୍ଗୀର/ଲୋଇସିଂହା,୧୯ା୭(ସୁନୀଲ ମହାନ୍ତି/ସୁଶାନ୍ତ ବାରିକ): ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ ନଂ ୨୬ର ଫାସଡ଼ ସୁକତେଲ ବ୍ରିଜ୍ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଟ୍ୟାଙ୍କର ଓ ଗୋଟିଏ ଟ୍ରକ୍ ପରସ୍ପର ଭିତରେ ପିଟି ହୋଇଛନ୍ତି। ବ୍ରିଜ୍ ଉପରେ…
Archives


