ଅନୁଗୋଳ

ଗାଁ ବୁଲିଲେ, ଚାପ ଖେଳିଲେ

ଛେଣ୍ଡିପଦା,୨୫।୫(ସ୍ବ.ପ୍ର.) ପୋଖରୀରେ ଠାକୁରଙ୍କ ଚାପଖେଳ ବେଳେ ସୋମବାର ରାତିରେ କାଳବୈଶାଖୀ ବର୍ଷା ଛେଣ୍ଡିପଦା ଚନ୍ଦନଯାତ୍ରାରେ ବାଧା ସୃଷ୍ଟି କରିଛି। ପ୍ରକାଶ ଯେ, ସା ସମୟରେ ପାଗ ଅନୁକୂଳ ଥିବାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ହେଲେ ରାତି ୮ଟା ବେଳେ…

୩ ବିଶ୍ରାମାଗାରର ଉନ୍ନତୀକରଣ ହେଉନି

ବଅଁରପାଳ,୨୫।୫(ଡି.ଏନ.ଏ) ବଅଁରପାଳ ବଜାରରେ ଥିବା ୩ଟି ବିଶ୍ରାମାଗାର ଭଗ୍ନ ଅବସ୍ଥାରେ ରହିଛି। ଏହାକୁ ମରାମତି କରାଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୫୫ ନଂ. ଜାତୀୟ ପଥରେ ରହିଥିବା ବଅଁରପାଳ ବସ୍‌ଷ୍ଟାଣ୍ଡ ଉପରେ ଦୈନିକ ଶତାଧିକ ଯାତ୍ରୀ ନିର୍ଭର…

କାର୍ଯ୍ୟକ୍ଷମ ପୂର୍ବରୁ ପରିତ୍ୟକ୍ତ

ମାଧପୁର,୨୫।୫ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ନିମନ୍ତେ ସରକାରୀ ଅର୍ଥ ଖର୍ଚ୍ଚ ହେଲା। ନିର୍ମାଣ ହେଲା ଗୋଷ୍ଠୀ ଶୌଚାଳୟ। ହେଲେ ବର୍ଷେ ତଳୁ ନିର୍ମାଣ ସରିଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏପରି କି ଶୌଚାଳୟକୁ ଜଳ…

ଆଜିଠାରୁ ଦୋକାନ ଉଚ୍ଛେଦ

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଛାତରୁ ପଲସ୍ତରା ଖସିବା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଫାଟକକୁ ମେଡିକାଲ କର୍ତ୍ତୃପକ୍ଷ ତାଲା ପକାଇ ବନ୍ଦ କରିଦେଇଥିଲେ। ହେଲେ ରୋଗୀଙ୍କ ଅବଗତ ପାଇଁ ସେପରି କିଛି…

ବେଗରେ ଲଗାଯାଉନି ବ୍ରେକ୍‌

ଅନୁଗୋଳ ଅଫିସ, ୨୪।୫ ଅନୁଗୋଳ ସହରକୁ ଦୁଇଭାଗ କରୁଥିବା ୫୫ନଂ. ଜାତୀୟ ରାଜପଥକୁ ନେଇ ପୂର୍ବରୁ ଡର ଥିଲା। ଦୈନିକ ସହସ୍ରାଧିକ ଭାରିଯାନ ଚଳାଚଳ କରୁଥିବାରୁ ଦୁର୍ଘଟଣା ଆଶଙ୍କା ନେଇ ସର୍ବଦା ଭୟରେ ରହୁଥିଲେ ସହରବାସୀ। ହେଲେ ଏବେ ସହରର ବିଭିନ୍ନ…

ଭାଇଚାରା ବଞ୍ଚାଇ ରଖିଛି ଚନ୍ଦନ ଯାତ୍ରା

ବଇଣ୍ଡା,୨୪।୫(ଡି.ଏନ.ଏ) ଦୀର୍ଘ ୪୫ ବର୍ଷ ଧରି ଚାଲିଥିବା ବଇଣ୍ଡା ଚନ୍ଦନ ଯାତ୍ରା ଭାଇଚାରା ବଞ୍ଚାଇ ରଖିଛି। ଯେଉଁମାନେ ଏହି ଯାତ୍ରା ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ପରଲୋକ ହୋଇଯାଇଛି। ତଥାପି ଯୁବପିଢ଼ି ଏହି ଯାତ୍ରାକୁ ବଞ୍ଚାଇ ରଖିଛନ୍ତି ବୋଲି…

୩ ଦିନର କାମ ୩୦ ଦିନରେ ହେଲାନି

ଅନୁଗୋଳ ଅଫିସ, ୨୩।୫: ଅନୁଗୋଳ ପୌର ପରିଷଦର ପ୍ରଥମ ବୈଠକ ଏପ୍ରିଲ ୨୨ରେ ଅନୁଷ୍ଠିତ ହୋଇଥିଲା। ଇତିମଧ୍ୟରେ ବୈଠକକୁ ମାସେ ପୂରିଗଲାଣି। ହେଲେ ନିୟମ ଅନୁଯାୟୀ ୩ ଦିନ ପରେ ବାହାରିବାକୁ ଥିବା ରିଜୋଲ୍ୟୁଶନ ଏଯାଏ ହୋଇପାରି ନାହିଁ। ଫଳରେ ସହରର…

ପ୍ରଥମ ଦିନରେ ୪୦ ହଜାର ଜନସମାଗମ

ବଇଣ୍ଡା,୨୩।୫ (ଡି.ଏନ.ଏ.): ଆଠମଲ୍ଲିକ ଉପଖଣ୍ଡ ବଇଣ୍ଡାଠାରେ ଗତ ୨୧ ତାରିଖଠାରୁ ଆରମ୍ଭ ହୋଇଛି ଚନ୍ଦନ ଯାତ୍ରା। ଏହି ୪ ଦିନିଆ ଯାତ୍ରାର ପ୍ରଥମ ରାତିରେ ୪୦ ହଜାର ଜନସମାଗମ ହୋଇଥିଲା। ଚନ୍ଦନ ପୋଖରୀରେ ଠାକୁରଙ୍କ ଚାପ ଖେଳ ଦେଖିବା ସହ ସମସ୍ତେ…

ଅଂଶୁଘାତରେ ଜଣେ ମୃତ, ଜଣେ ଅସୁସ୍ଥ

ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ଜିଲାରେ ତାପମାତ୍ରା ପୁଣି ଉପରମୁହଁା ହୋଇଛି। ଗତ ଦୁଇ ଦିନ ହେବ ଜିଲାରେ ୪୦ ଡିଗ୍ରୀ ଉପରେ ପାରଦ ରହୁଛି। ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଶନିବାର ଜିଲାର ତାପମାତ୍ର ୪୨.୧…

୧୫୭ ବର୍ଷର ସ୍କୁଲକୁ ଅବହେଳା

ବଅଁରପାଳ,୨୨ା୫ (ଡି.ଏନ.ଏ.): ସ୍କୁଲ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ଚାଲିଛି। ଶିକ୍ଷାନୁଷ୍ଠାନ ଭିତ୍ତିଭୂମିକୁ ସ୍ମାର୍ଟ କରାଯାଉଛି। ହେଲେ ଏମିତି ବି ବିଦ୍ୟାଳୟ ଅଛି, ଯେଉଁଠି ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ କୁନି କୁନି ପିଲାଙ୍କୁ ବାରଣ୍ଡାରେ ବସି ପାଠ ପଢ଼ିବାକୁ ପଡ଼ୁଛି। ଅନୁଗୋଳ…

ନାଚ, ଗୀତରେ କମ୍ପିଲା ପାପସରା

ବଇଣ୍ଡା,୨୨ା୫(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ପାପସରା ଗ୍ରାମରେ ଶୁକ୍ରବାର ଚନ୍ଦନ ଯାତ୍ରା ଉଦ୍‌ଘାଟିତ ହୋଇଛି। ପ୍ରଥମେ ପ୍ରଭୁ ରାଧାକୃଷ୍ଣଙ୍କୁ ଏକ ପଟୁଆରେ ପୂଜାମଣ୍ଡପକୁ ଅଣାଯାଇଥିଲା। ସେଠାରେ ରୀତିନୀତି ଅନୁସାରେ ପୂଜା କରାଯିବା ପରେ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ପରିକ୍ରମା କରାଯାଇଥିଲା।…

ରୋଗୀ ମୃତ୍ୟୁ ନେଇ ନର୍ସିଂହୋମ୍‌ରେ ଉତ୍ତେଜନା

ଅନୁଗୋଳ ଅଫିସ, ୨୨ା୫: ଅନୁଗୋଳ ସହର ଶିମିଳିପଡ଼ା ନିକଟରେ ଥିବା ଏକ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଶନିବାର ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା। ମୃତକଙ୍କ ସ୍ତ୍ରୀ ଚିକିତ୍ସାରେ ଅବହେଳା ଅଭିଯୋଗ କରିବା ପରେ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri