କଟକଣା ମାନିଲେନି, ୮ ଵାଇକ ଜଵତ
ମାଧପୁର, ୪।୪ : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ବଜାରରେ ଲକଡାଉନ କଟକଣା ନ ମାନି ବାହାରେ ବୁଲିବା ଅଭିଯୋଗରେ ଶନିବାର ସନ୍ଧ୍ୟାରେ ପୋଲିସ ୮ ଟି ବାଇକ ଜବତ କରିଛି। ଆଠମଲ୍ଲିକ ଆଇଆଇସି ପ୍ରିୟବ୍ରତ ଦାସଙ୍କ ନେତୃତ୍ୱରେ ଏସଆଇ ଦେବଯାନୀ…
୩୩ ରିପୋର୍ଟ ନେଗେଟିଭ
ଅନୁଗୋଳ ଅଫିସ, ୪।୪- ଅନୁଗୋଳ ଜିଲାରେ ଥିବା କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଓ ସ୍ବାବ ଭୁବନେଶ୍ବର ପଠାଯାଇଥିଲା। ମୋଟ ୧୩୩ ନମୁନା ମଧ୍ୟରୁ ୫୮ଟି ନେଗେଟିଭ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ବାକି ୭୫ଟି ରକ୍ତ ନମୁନା ଓ…
ହିଙ୍ଗୁଳା ଯାତ୍ରାରେ ଯୋଗ ନ ଦେବାକୁ ପରାମର୍ଶ: ସାମାଜିକ ଦୂରତା ରକ୍ଷା କରିବେ ପୂଜକ, ସେବାୟତ
ତାଳଚେର, ୪ା୪(ନି.ପ୍ର.)- ଆସନ୍ତା ୭ ତାରିଖରୁ ଆରମ୍ଭ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ…
ବମିଖାଲରୁ କାଦପଡା ଯାଇଛନ୍ତି ଯୁବକ
ଆଠମଲ୍ଲିକ, ୪ା୪(ଡି.ଏନ.ଏ.)- ଭୁବନେଶ୍ୱର ସ୍ଥିତ ବମିଖାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ହେଲେ ବମିଖାଲର ଜନୈକ ବ୍ୟକ୍ତିଙ୍କ ଘରେ କାମ କରୁଥିବା ଜଣେ ଯୁବକ ଗୁରୁବାର ଅନୁଗୋଳ ଜିଲା…
ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ
ଅନୁଗୋଳ ଅଫିସ୍, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ ପୌରପାଳିକା ଓ ଜିଲା କାର୍ଯ୍ୟାଳୟରେ ସାନିଟାଇଜର ସିଞ୍ଚନ…
ନିଜାମୁଦ୍ଦିନ ଯାଇଥିଲେ ମାଧପୁର ଦମ୍ପତି
ଆଠମଲ୍ଲିକ, ୪ା୪- ଦିଲ୍ଲୀର ନିଜାମୁଦ୍ଦିନ ସଭାରେ ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଅଞ୍ଚଳର ଏକ ଦମ୍ପତି ଯୋଗ ଦେଇଥିବା ନେଇ ଶନିବାର ଅଞ୍ଚଳବାସୀ ପୋଲିସକୁ ସୂଚନା ଦେଇଛନ୍ତି । ସେମାନେ ଉକ୍ତ ଧର୍ମସଭାରୁ ଓଡ଼ିଶା ଫେରିଥିଲେ ହେଁ ମାଧପୁର ଆସିନାହାନ୍ତି…
ଉପଜିଲାପାଳଙ୍କ ଚଢ଼ାଉ, ମଦ ଜବତ
ଅନୁଗୋଳ ଅଫିସ୍, ୪ା୪- ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଶୁକ୍ରବାର ରାତିରେ ମହୀଧରପୁର, ବନ୍ତଳା ଓ ସୀମାନ୍ତ କଂସରା ଅଞ୍ଚଳରେ ଚଢ଼ାଉ କରିଛନ୍ତି । ଏହି ସମୟରେ ବଜାରର ସ୍ଥିତି ପରଖିବା ସହ ଲକଡାଉନବେଳେ କିଛି ଢାବା ବେଆଇନ ଭାବେ ଖୋଲାଥିବା…
ଡାକ୍ତରଙ୍କୁ ମାଡ ମାରି ଯୁବକ ଗିରଫ
ତାଳଚେର, ୪ା୪(ନି.ପ୍ର.)- ତାଳଚେର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ତାଳଚେର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ବାସୁଦେବ ସିଂହ । ତାଳଚେର ୪ ନମ୍ବର ୱାର୍ଡର ପତିତପାବନ ସିଂଙ୍କ ସ୍ତ୍ରୀ…
ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ
ଛେଣ୍ଡିପଦା, ୪।୪(ସ୍ବ.ପ୍ର.)- ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ ମଜୁରିଆ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଏଥିରୁ ବାଦ ପଡିନାହାନ୍ତି ଜୀବଜନ୍ତୁ।ଏପରି…
କରୋନା ଅଟକାଇ ପାରିନି ଶିକ୍ଷାର ପଥ ଭିଡ଼ିଓ କନଫରେନ୍ସରେ ଚାଲିଛି ପାଠପଢା
ତାଳଚେର, ୪/୪(ନି.ପ୍ର.)-କୋଭିଡ଼-୧୯ ବରୋଧରେ ଲଢ଼ୁଛି ସାରା ବିଶ୍ୱ। ହେଲେ ଏହି ମହାମାରୀ ରୋକିପାରିନି ଶିକ୍ଷାର ବାଟ। ଅବିରତ ଭାବେ ଚାଲିଛି ଶିକ୍ଷାଦାନ ପିଲାମାନେ ପାଠ୍ୟକ୍ରମ ଅନୁଯାୟୀ ପଢୁଛନ୍ତି ପାଠ। ଲକଡ଼ାଉନ ସମୟରେ ସବୁ କିଛି ଠପ ହୋଇଯାଇଥିବା ବେଳେ ଅନୁଗୋଳ ଜିଲା…
ଅନୁଗୋଳ ଆସିଥିଲେ ନିଜାମୁଦ୍ଦିନ ଧର୍ମଗୁରୁ
ଅନୁଗୋଳ ଅଫିସ୍/ତାଳଚେର, ୩ା୪ – ଦିଲ୍ଲୀର ନିଜାମୁଦ୍ଦିନ ମରକଜ୍ଠାରେ ଯୋଗ ଦେଇଥିବା ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁଙ୍କ ମଧ୍ୟରୁ ୫ଜଣ ମହିଳା ଓ ପୁରୁଷ ନିକଟରେ ଅନୁଗୋଳ ଆସିଥିବା ଜଣାପଡିଛି। ସେମାନେ ଜିଲାର ବିଭିନ୍ନ ଅଞ୍ଚଳକୁ ଯାଇ କେତେଜଣଙ୍କ ଘରେ ରହିବା ସହ…
ନଜର ରଖିବାକୁ ୨୪ ଘଣ୍ଟିଆ କଲ୍ ସେଣ୍ଟର, ହ୍ବାଟ୍ସଆପ୍ ଗ୍ରୁପ
ଅନୁଗୋଳ ଅଫିସ, ୩।୪ – କରୋନା ମୁକାବିଲା ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଲ୍ ସେଣ୍ଟର ଖୋଲାଯାଇଥିବା ବେଳେ ଅଭିଯୋଗ ଶୁଣିବାକୁ ହ୍ବାଟ୍ସଆପ୍ ଗ୍ରୁପ୍ କରାଯାଇଛି। ଏହି ୨୪ ଘଣ୍ଟିଆ କଲ୍ ସେଣ୍ଟରରୁ ପର୍ଯ୍ୟାୟ କ୍ରମେ ହୋମ୍ କ୍ବାରାଣ୍ଟାଇନ୍ରେ…

