ଅନୁଗୋଳ

ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସୁରକ୍ଷା: ଭାରତୀୟ ମଜଦୁର ସଂଘ ପକ୍ଷରୁ ବିକ୍ଷୋଭ

ବଅଁରପାଳ,୧୦।୬(ଡି.ଏନ୍‌.ଏ.): ଲାଭଦାୟକ ସଂସ୍ଥା ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କମ୍ପାନୀଗୁଡ଼ିକୁ କେନ୍ଦ୍ର ସରକାର ଘରୋଇକରଣ କରିବା ପାଇଁ ମସୁଧା କରୁଛନ୍ତି। ଏହାର ବିରୋଧରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ବୁଧବାର ବିକ୍ଷୋଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଗୋଳ ଜିଲା ନାଲ୍‌କୋ ଆଲୁମିନିୟମ ମଜଦୁର…

ନାମ ଲେଖା ନେଇ ବଢ଼ୁଛି ଚିନ୍ତା

ଅନୁଗୋଳ ଅଫିସ, ୧୦।୬ – ଜୁନ୍‌ ୮ରୁ ଜୁଲାଇ ୧୫ ମଧ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ନାମ ଲେଖାଯିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ପରେ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନୁଗୋଳ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ…

ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ

ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍‌କଲ୍‌ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ ନଜରକୁ ଏହା ଆସିବା ପରେ ଯୁବକ ଜଣକ ବନ୍ଧାହେବା ସହ ସମ୍ପୃକ୍ତା ମହିଳାଙ୍କୁ ବିବାହ…

ଅଧା ଶଟର ଖୋଲି ପରସା ଯାଉଛି ଖାଦ୍ୟ  

ଅନୁଗୋଳ ଅଫିସ, ୮।୬- ଅନୁଗୋଳରେ କୋଭିଡ୍‌ କଟକଣା ମାନୁନାହାନ୍ତି କେତେଜଣ ବ୍ୟବସାୟୀ। ଏହାର ମାଳ ମାଳ ଉଦାହରଣ ଥିଲେ ବି ସୋମବାର ରାତିରେ ପୌରପାଳିକାର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ଅମଲାପଡ଼ାର ଏକ ସାଉଥ୍‌ଇଣ୍ଡିଆନ ହୋଟେଲ ବ୍ୟବସାୟୀଙ୍କୁ ଧରିଛନ୍ତି। ଚଢ଼ାଉ…

ପୁରୁଣା ଟଙ୍କା ଧରି ଜିଲା କାର୍ଯ୍ୟାଳୟରେ ଭିନ୍ନକ୍ଷମ  

ଅନୁଗୋଳ ଅଫିସ, ୮।୬- ସୋସିଆଲ ମିଡିଆରେ ବୁଲୁଥିବା ଏକ ଗୁଜବକୁ ଜାଣି ନ ପାରି ଅଧିକ ଅର୍ଥ ପାଇବା ଆଶାରେ ଅନୁଗୋଳ ଜିଲା ମୁଖ୍ୟ କାର୍ଯ୍ୟାଳୟକୁ ସୋମବାର ଧାଇଁ ଆସିଥିବା ବଅଁରପାଳ ବ୍ଲକ କୁଶପଙ୍ଗି ଗାଁର ଭିନ୍ନକ୍ଷମ ଅରବିନ୍ଦ ନାଏକ(୪୮)ଙ୍କୁ ଶେଷରେ…

ଅନୁଗୋଳ ଷ୍ଟେଶନରେ ଗଡିଲା ଟ୍ରେନ୍‌  

ଅନୁଗୋଳ ଅଫିସ, ୮।୬- ଦୀର୍ଘ ଦୁଇ ମାସ ପରେ ସୋମବାରଠାରୁ ଚଳଚଞ୍ଚଳ ହୋଇଛି ଅନୁଗୋଳ ରେଳ ଷ୍ଟେଶନ। କେନ୍ଦ୍ର ସରକାର କେତେକ ଟ୍ରେନ୍‌ ଚଳାଚଳକୁ ଅନୁମତି ଦେବା ପରେ ଆଜି ଗୋଟିଏ ଦିନରେ ମୋଟ୍‌ ୧୩୬ ଯାତ୍ରୀ ଏହି ଷ୍ଟେଶନ ଦେଇ…

ମିକ୍ସଚର ମେସିନ ବୋଝେଇ ଟ୍ରକକୁ ଧକ୍କା ଦେଲା କାର : ୨ ମୃତ, ୨ ଗୁରୁତର

ଛେଣ୍ଡିପଦା,୮।୬(ସ୍ବ.ପ୍ର)-ଅନୁଗୋଳ ଜିଲା ଜରପଡା ଥାନା ଦେଇ ଯାଇଥିବା ୫୫ ନଂ. ଜାତୀୟ ରାଜପଥର କତଡା ନିକଟରେ ସୋମବାର ଏକ ମିକ୍ସଚର ମେସିନ ବୋଝେଇ ଟ୍ରକ ସହ କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାର ବସିଥିବା ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ୨ ମହିଳାଙ୍କ ଜୀବନ

ଭାପୁର/ବନ୍ତଳା,୮।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ସଦର ଥାନା ବାଲିଅମ୍ବା ପଞ୍ଚାୟତ ରାଇଡିହି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ନିର୍ମଳା ସାହୁଙ୍କ ମୃତ୍ୟୁ ହୋଇଛି। ନିର୍ମଳା ଘର ନିକଟ ପଡିଆକୁ ଗାଇ ଫିଟାଇବାକୁ ଯାଇଥିବାବେଳେ ବଜ୍ରପାତ ଘଟିଥିଲା। ଭାପୁର ପୋଲିସ ମୃତଦେହ ଜବତ କରି…

ରଙ୍କାସିଂହା ଗ୍ରାମରେ ଅଗ୍ନିକାଣ୍ଡ: ୧୦ ପରିବାର ସର୍ବସ୍ବାନ୍ତ

ବଅଁରପାଳ,୮।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଫୁଲୁପଡ଼ା ପଞ୍ଚାୟତ ରଙ୍କାସିଂହା ଗ୍ରାମରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଶଶିକାନ୍ତ ବେହେରା, କାର୍ତ୍ତିକ ବେହେରା, ସୁବ୍ରତ ବେହେରା, କୁମୁଦ ବେହେରା, କ୍ଷୀରୋଦ ବେହେରା, ସୁବାସ ବେହେରା, ଶଲୀଳ ବେହେରା, ସୁରେଶ ବେହେରା,…

ଅଧାପନ୍ତରିଆ ଆଶ୍ରୟସ୍ଥଳ

ଅନୁଗୋଳ ଅଫିସ୍‌, ୮ା୬:  କେହି ରହିବେନି ଖୋଲା ଆକାଶ ତଳେ। ବର୍ଷା, ଶୀତ କାକର ଭିଜା ରାତିରୁ ବାସହରାଙ୍କୁ ତ୍ରାହି ମିଳିବ। ଏପରି ମହତ୍‌ ଉଦ୍ଦେଶ୍ୟ ନେଇ ସରକାର ଆରମ୍ଭ କରିଥିଲେ ସେଲ୍ଟର ଫର ଅର୍ବାନ ହୋମଲେସ୍‌ (ଏସ୍‌ୟୁଏଚ୍‌) ଯୋଜନା। ଏଥିପାଇଁ ଟଙ୍କା…

ଗଡୁନି ଗାଡ଼ି, ଚିନ୍ତାରେ ଚାଳକ

ବଇଣ୍ଡା, ୮ା୬(ଡି.ଏନ.ଏ.)  ବଞ୍ଚିବା ପାଇଁ ବାଛିଥିବା ବାଟରୁ ରୋଜଗାର ମିଳୁନି। କରୋନା କଟକଣା ଯୋଗୁ ବୃତ୍ତିରେ ତାଲା ପଡିଛି। ଏବେ ସଂକ୍ରମଣ ଭୟଠାରୁ ବଳିଯାଇଛି ପେଟପାଟଣା ଚିନ୍ତା। ଅନ୍ୟ ପନ୍ଥାରେ ଜୀବିକା ନିର୍ବାହ ପାଇଁ ରାସ୍ତା ଦେଖାଯାଉ ନ ଥିବାରୁ ଦୁର୍ଦ୍ଦଶାରେ ଦିନ…

ଗ୍ୟାସରୁ ନିଆଁ ଲାଗି ଜଳିଗଲା ଆଇରନ ବୋଝେଇ ଟ୍ରକ

ବଇଣ୍ଡା,୭।୬(ଡି.ଏନ.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଶୁଶବଠାରେ ରବିବାର ସକାଳେ ଏକ ଆଇରନ ବୋଝେଇ ଟ୍ରକରେ ନିଆଁ ଲାଗି ଜଳିଯାଇଛି। ଏଥିରେ ଟ୍ରକରେ ବସିଥିବା ଚାଳକ ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାରୁ ଜଣାପଡ଼ିଛି, ପାରାଦୀପରୁ ସମ୍ବଲପୁର ଅଭିମୁଖେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri