ଅନୁଗୋଳ

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା, ଟ୍ୟୁଶନ ସାର୍ ଗିରଫ

ପାଲଲହଡ଼ା,୨୧।୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ସଦରମହକୁମାଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଉକ୍ତ କୋଚିଂ ସେଣ୍ଟର ମାଲିକ ତଥା ଶିକ୍ଷକ ମୁକେଶ କୁମାର ବେହେରାଙ୍କୁ ପାଲଲହଡ଼ା…

ଖୁଡ଼ୀ-ଝିଆରୀଙ୍କ ପାଟିରେ ସେଲୋଟେପ୍‌ ଲଗାଇ ଲୁଟେରା ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଅନୁଗୋଳ,୧୨ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବଅଁରପାଳ ଥାନା ଗଡ଼ସନ୍ଧି ପଞ୍ଚାୟତର ଭାଗବତପୁର ଗ୍ରାମରେ ମଙ୍ଗଳବାର ରାତିରେ ଖୁଡୀ ଓ ଝିଆରୀଙ୍କ ପାଟିରେ ସେଲଟେପ୍‌ ଲଗାଇ ତଣ୍ଟିରେ ଛୁରି ଲଗାଇ ଟଙ୍କା, ସୁନା ଲୁଟ୍‌ କରୁଥିବାର ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର…

ଘର ଆଗରେ ବୁଲୁଥିଲେ ନାବାଳକ, ହଠାତ ବାଜିଲା ଗୁଳି, ପରେ…

ଅନୁଗୋଳ,୨।୧୨(ମାନସ ବିଶ୍ୱାଳ): ଘର ଆଗରେ ବୁଲୁଥିବାବେଳେ ନାବାଳକଙ୍କୁ ଗୁଳିମାଡ଼। ଏଭଳି ଅଭାବନୀୟ କାଣ୍ଡ ଘଟଛି ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା ସାନ କେରଜଙ୍ଗ ଗାଁରେ।ନାବାଳକଙ୍କ ଜଂଘରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ପରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।…

୨ ଦିନ ହେବ ଥିଲେ ନିଖୋଜ: ଆଜି ପୋଖରୀରୁ ମିଳିଲା ମୃତଦେହ

ଅନୁଗୋଳ ଅଫିସ,୧୧।୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ଗାଁର ଅଭୟ ପଟ୍ଟନାୟକଙ୍କ ପୁଅ ପ୍ରଶାନ୍ତ ପଟ୍ଟନାୟକଙ୍କର ମୃତଦେହ ବନ୍ତଳା ଗାଁ ମୁଣ୍ତ ହାଟ ପଡ଼ିଆରେ ଥିବା ପଖୋରୀରୁ ମଙ୍ଗଳବାର ଉଦ୍ଧାର ହୋଇଛି। ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ ରବିବାର…

କୋଇଲା ଖଣି ସାଇଲୋରେ ଲାଗିଲା ନିଆଁ: ବିଭିନ୍ନ ଯନ୍ତ୍ରାଂଶ ପୋଡ଼ି ଛାରଖାର୍‌

ତାଳଚେର, ୬।୨(ମନୋଜ ନନ୍ଦ): ଅନୁଗୋଳ ଜିଲାର ତାଳଚେରସ୍ଥିତ ଏମସିଲ ଅଧିନସ୍ଥ ଭରତପୁର କୋଇଲା ଖଣି ସାଇଲୋରେ ସର୍ଟସର୍କିଟ ଯୋଗୁ ସାଇଲୋ ବେଲ୍ଟରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏଥିରେ କାହାର କୌଣସି ଅଘଟଣ ଘଟି ନ ଥିବାବେଳେ ବେଲ୍ଟ ଓ ବିଭିନ୍ନ…

ଫସଲ ଦେଖିବାକୁ ଫାର୍ମହାଉସ୍‌ ଯାଇଥିଲେ ଦମ୍ପତି, ଚାଲିଗଲା ଜୀବନ

ଅନୁଗୋଳ,୨୭ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ରଗତି ତଇଳା ଗ୍ରାମର ଏକ ଫାର୍ମ୍‌ହାଉସରେ ଦମ୍ପତିଙ୍କ ଜୀବନ ଯାଇଛି। ଉକ୍ତ ଫାର୍ମହାଉସ୍‌କୁ ପ୍ରତିଦିନ ଜଙ୍ଗଲି ହାତୀପଲ ଏବଂ ବାର୍‌ହା ଆସି ଫସଲ ନଷ୍ଟ କରିଥାନ୍ତି। ଉଭୟ ସ୍ବାମୀ ଏବଂ ସ୍ତ୍ରୀ…

ଓଲଟିଲା ଓଏସ୍‌ଆର୍‌ଟିସି ଯାତ୍ରୀବାହୀ ବସ୍‌: ୨ ମୃତ ୪୫ ଆହତ

ଅନୁଗୋଳ,୨୬।୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ତାଳଚେର ଗହମଗ୍ରାମ ଆମ୍ଭତୋଟା ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ ଅନୁଗୋଳ ଆସୁଥିବା ଏକ ଓଏସ୍‌ଆର୍‌ଟିସି ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୨ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ…

ରେଡିଓ ଏଫଏମ ସର୍ବୋଦୟ ଲୋକାର୍ପଣ

ଅନୁଗୋଳ ଅଫିସ,୨୪।୧(ମାନସ ବିଶ୍ୱାଳ): ଅନୁଗୋଳ ସହର ସ୍ଥିତ ବାଜି ରାଉତ ଛାତ୍ରାବାସ ପରିସରରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ରେଡିଓ ସର୍ବୋଦୟ (୮୯.୬ ଏମ) ନାମରେ ଏକ ଗୋଷ୍ଠୀ ବେତାର କେନ୍ଦ୍ର ଶୁକ୍ରବାର ଲୋକାର୍ପିତ ହୋଇଛି। ଏହି ରେଡିଓ ଷ୍ଟେଶନକୁ…

ବେକାରୀ ହ୍ରାସ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୨୩ା୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ବନ ବିଭାଗ ଦ୍ୱାରା ଏକ ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଛେଣ୍ଡିପଦା ରେଞ୍ଜରେ ଆୟୋଜନ କରାଯାଇଥିଲା। ଏଥିରେ ଆମ ଜଙ୍ଗଲ ଯୋଜନା, ଅଧୀନରେ ଜିଲା ନିଯୁକ୍ତି ବିନିମୟ, ଜନ…

ଡିଜିଟାଲ ସ୍କିଲିଂ ଉପରେ ସଚେତନତା କାର୍ଯ୍ୟକ୍ରମ: ଯୋଗଦେଲେ ୪୫୦ ଛାତ୍ରୀଛାତ୍ର

ଅନୁଗୋଳ,୨୨।୧(ମାନସ ବିଶ୍ୱାଳ): ଅନୁଗୋଳର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଡିଜିଟାଲ ସ୍କିଲିଂ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ୪୫୦ରୁ ଅଧିକ ୟୁଜି ଓ ପିଜି ଛାତ୍ରୀଛାତ୍ରୀ ଯୋଗଦେଇଥିଲେ। ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ…

ବିଦ୍ୟୁତ୍‌ ଖୁଣ୍ଟରେ ପିଟିହୋଇ ଓଲଟିଲା ଟ୍ରକ

ଅନୁଗୋଳ୨୧।୧(ମାନସବିଶ୍ୱାଳ)୨୧।୧: ଅନୁଗୋଳ ସହର ୫୫ ନମ୍ବର ଜାତୀୟ ରାଜପଥ ନାଲକୋ ନଗରସ୍ଥିତ ସିପିପି ଛକ ନିକଟରେ ଏକ ମାଲ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା କଡରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ପିଟି ହୋଇ ଓଲଟି ପଡିଛି। ଦୁର୍ଘଟଣାରେ ଡ୍ରାଇଭର ଏବଂ…

ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଅନୁଗୋଳ,୬ା୧: ସୋମବାରଠାରୁ ୩ ଦିନ ପର୍ଯ୍ୟନ୍ତ ସାତକୋଶିଆରେ କୁମ୍ଭୀର ଗଣନା କରାଯିବ। କୁମ୍ଭୀର ଗଣନା ପାଇଁ ଆଜିଠୁ ଆସନ୍ତା ୯ ତାରିଖ ସକାଳ ପର୍ଯ୍ୟନ୍ତ ମହାନଦୀରେ ବୋଟିଂ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?