ଦିଗପହଣ୍ଡି,୨।୪(ଡି.ଏନ୍.ଏ.): ମାନସିକ ପୂରଣ ନେଇ ଦଣ୍ଡନାଚରେ ସାମିଲ ହେବାକୁ ଯାଉଥିବା ଜଣେ ଯୁବକ ରବିବାର ଦୁର୍ଘଟଣାର ଶିକାର ହୋଇ ଗୁରୁତର ହୋଇଛନ୍ତି। ସେ ହେଲେ କେ.ନୂଆଗଁା ଥାନା…
ଦିଗପହଣ୍ଡି,୨।୪(ଡି.ଏନ୍.ଏ.): ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ପାଟପୁର ଥାନା ଅଧୀନ ଗୁମ୍ମା ଗ୍ରାମର ଲିସା ଗୌଡ଼(୭)। ସ୍ଥାନୀୟ…
କୋରାପୁଟ,୨।୪(ସ୍ବ.ପ୍ର.): କୋରାପୁଟ ସହରର ସୁନାରି ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ପଡ଼ୋଶୀ ସ୍ବାମୀ-ସ୍ତ୍ରୀଙ୍କ କଳହ ମଧ୍ୟରେ ମଧ୍ୟସ୍ଥ ହୋଇ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧ। ଅଭିଯୁକ୍ତଙ୍କ…
ବାରିପଦା ଅଫିସ,୨।୪: ଶିମିଳିପାଳ ଅଭୟାରଣ୍ୟରୁ ବାଟବଣା ହୋଇଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ବନ ବିଭାଗ…
ପାଟଣା,୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ତଣ୍ଡ ବିଟ୍ ଅନ୍ତର୍ଗତ ତଣ୍ଡରୁ ଚିନାମାଳି ପଶି ଆସୁଥିବା ଏକ ଚୋରା ଶାଳ ଚୌକାଠ ବୋଝେଇ ଗାଡ଼ିକୁ…
ଫୁଲବାଣୀ ଅଫିସ,୨ା୪: ଫୁଲବାଣୀ ସଦର ଥାନା ଅଞ୍ଚଳରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ପାଣି କୁଣ୍ଡରେ ବୁଡ଼ିଯାଇ ଏକ ଦେଢ଼ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଛି।…
କେନ୍ଦ୍ରାପଡ଼ା ଅଫିସ,୨ା୪: କେନ୍ଦ୍ରାପଡ଼ା ଜିଲା ରାଜନଗର ପେଣ୍ଠ ବେଳାଭୂମିରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗଙ୍କ ଯୌନାଙ୍ଗ କାଟି ସାଙ୍ଗ ଫେରାର ହୋଇଯାଇଥିବା ବେଳେ ରକ୍ତାକ୍ତ…
ଚୌଦ୍ୱାର,୨ା୪(ଡି.ଏନ୍.ଏ.): ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଖେଳରୁ ଛୁରାମାଡ଼ ଓ ବ୍ୟାଟ୍ରେ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି…
ମହାକାଳପଡ଼ା,୨ା୪(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତ କଳାଗଡ଼ ଗ୍ରାମର ମହନୀ ଦାସ ଜଣେ ଗରିବ ମେଷ ପାଳକ ମେଷ ପାଳନ କରି ନିଜ…
ଢେଙ୍କାନାଳ ଅଫିସ,୨ା୪: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ପାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମର ଅଗ୍ନି ପ୍ରସାଦ ଲାଲାଙ୍କ ପୁଅ ଆମ୍ବାକା ପ୍ରସାଦ (୩) ଖେଳୁଥିବା ବେଳେ ନିକଟସ୍ଥ…