ଆମ ଜିଲା ଖବର

ଏସ୍‌ସିଏସ୍‌ କଲେଜ ବିଶ୍ୱବିଦ୍ୟାଳୟ ହେଉ

ପୁରୀ ଅଫିସ,୨୨।୨: ପୁରୀର ବହୁ ପୁରାତନ କଲେଜ ସାମନ୍ତ ଚନ୍ଦ୍ରଶେଖର(ଏସ୍‌ସିଏସ୍‌) ସ୍ବୟଂଶାସିତ ମହାବିଦ୍ୟାଳୟକୁ ସରକାର ବିଶ୍ୱବିଦ୍ୟାଳୟ ଘୋଷଣା କରିବାକୁ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଦାବି କରିଛନ୍ତି।…

4 years ago

ଜଣେ ଯୁବତୀଙ୍କ ସହ ୫ ଗିରଫ

କୋରାପୁଟ, ୨୨।୨(ସ୍ବ.ପ୍ର.): ଉତ୍ତରପ୍ରଦେଶର ଆମେଢ଼ା ଗ୍ରାମର ଜଣେ ଡ୍ରାଇଭରଙ୍କୁ କୋରାପୁଟରେ ଅପହରଣ କରି ତାଙ୍କୁ ଖଲାସ ପାଇଁ ୨୫ ଲକ୍ଷ ଟଙ୍କା ମାଗିବା ଘଟଣାର ପର୍ଦ୍ଦାଫାଶ କରିଛି…

4 years ago

ଜଳୁଛି ସଂରକ୍ଷିତ ଜଙ୍ଗଲ

ବାରିପଦା ଅଫିସ/ସାରସକଣା, ୨୨ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଅଁା ଲାଗିବା ଆରମ୍ଭ ହୋଇଛି। ଗ୍ରୀଷ୍ମ ପ୍ରବାହ ଓ ପବନର ବେଗ ବୃଦ୍ଧି…

4 years ago

୭ ଜିଲାର ୪୨ ବ୍ଲକ ଅଞ୍ଚଳ ଲବଣାକ୍ତ

ଯାଜପୁର ଅଫିସ,୨୨ା୨: ରାଜ୍ୟର ୭ଟି ଉପକୂଳ ଜିଲାରେ ଲବଣତା ଅନ୍ତଃପ୍ରବେଶ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଭୂତଳ ଜଳ ବିଭାଗ ବା ଗ୍ରାଉଣ୍ଡ ୱାଟର ଡିପାର୍ଟମେଣ୍ଟ(ଜିଡବ୍ଲ୍ୟୁଡି)…

4 years ago

ରଫାଦଫା ପାଇଁ ସୋମାଲିକାଙ୍କୁ ଧମକ

ଜଗତ୍‌ସିଂହପୁର ଅଫିସ, ୨୨ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି। ହାଇକୋର୍ଟଙ୍କ…

4 years ago

ଚିହ୍ନଟକାରୀଙ୍କ ତଣ୍ଟି କାଟିଲେ ଅଭିଯୁକ୍ତ

ଗୋପାଳପୁର, ୨୨ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗ୍ରାମରେ ଗତ ୧୭ ତାରିଖ ରାତିରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଷ୍ଟେଜ ଶୋ’ ଉପରକୁ…

4 years ago

ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ

ରାଜଗାଙ୍ଗପୁର, ୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ ବୋଲି…

4 years ago

ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି

ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ ହୋଇ…

4 years ago

ଶିକ୍ଷାବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ: ଗଡ଼ପଦା ସ୍କୁଲରେ ଝୁଲିଲା ତାଲା

ରୂପସା,୨୧।୨(ଡି.ଏନ୍‌ଏ): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଗଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ତାଲାବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଶିକ୍ଷାବିଭାଗର ମନମୁଖି କାର୍ଯ୍ୟକୁ…

4 years ago

ଦୂରଗାମୀ ଆଇଟିସିଏମ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ: ୧୦୦୦ କିମି ରହିଛି ଲକ୍ଷ୍ୟଭେଦ ଦୂରତା

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍‌ର ସଫଳ…

4 years ago