ଦଶମନ୍ତପୁର,୧୮ା୫ (ଡି.ଏନ୍.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତ ଅଧୀନ ବାଟିସିଲଗୁଡ଼ା ଗ୍ରାମରେ ବର୍ତ୍ତମାନ ସୋଲାର ପ୍ରକଳ୍ପ ମରାମତି ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ…
ନୟାଗଡ଼ ଅଫିସ,୧୮ା୫:ସ୍ବାମୀ ସ୍ତ୍ରୀ ମଧ୍ୟରେ ହୋଇଥିବା ଝଗଡ଼ାକୁ ସମାଧାନ ପାଇଁ ଥାନାକୁ ଡକାଇ ଭାପୁରର ସୁନିଲ କୁମାର ମହାନ୍ତିଙ୍କୁ ମାଡ଼ମରା ଘଟଣାକୁ ସପ୍ତାହେ ବିତିଛି । ହେଲେ…
ପୁରୀ ଅଫିସ,୧୮ା୫: ରଥଖଳାରେ ତିନିରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବୁଧବାର ସନ୍ଧ୍ୟା ସୁଦ୍ଧା ତିନି ରଥର ମୋଟ ୪୨ ଚକ ମଧ୍ୟରୁ ୩୮ଟି ଚକର ନିର୍ମାଣ…
ପୁରୀ ଅଫିସ,୧୮ା୫: ମହାପ୍ରଭୁଙ୍କ ନୀତିରେ ଅନେକ ସମୟରେ ବିଳମ୍ବ ଘଟୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଉଥିଲେ ମଧ୍ୟ ସେହି ଅନୁସାରେ ନୀତି…
ନିରାକାରପୁର,୧୮ା୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ପ୍ରତିବର୍ଷ ଅଶୋକାଷ୍ଟମୀରେ ବିଜୟା ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା…
ଆର.ଉଦୟଗିର,୧୮ା୫(ଡି.ଏନ.ଏ.): ଜିଲା ଓ ବ୍ଲକ ପ୍ରଶାସନକୁ ଗୁହାରି କରି ନିରାଶ ହେଲେ, ଶେଷରେ ଗ୍ରାମର ହିତ ପାଇଁ ଗ୍ରାମ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ରାସ୍ତା ନିର୍ମାଣ…
ବ୍ରହ୍ମପୁର ଅଫିସ,୧୮ା୫: ବଡବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ଡୁଡୁମା କଲୋନୀ ନିକଟ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଗତ ୬ ତାରିଖ ରାତିରେ ବସ୍ ହକର ସନାତନ ଚୌଧୁରୀଙ୍କୁ…
ଛେଣ୍ଡିପଦା,୧୮ା୫(ସ୍ବ.ପ୍ର.):ମଧ୍ୟପ୍ରଦେଶର ଏକ ଢାବାରେ ସାଧାରଣ କାମ କରୁଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଥିଲା ଉଚ୍ଚଶିକ୍ଷିତଙ୍କ ପରି। ଏହାକୁ ଠଉରାଇ ନେଇଥିଲେ ଜଣେ ଟ୍ରକ୍ ଚାଳକ।…
ରାସୋଳ,୧୮ା୫(ଡି.ଏନ୍.ଏ.):ସୁରକ୍ଷା ପାଚେରି ହେବା କଥା କଂକ୍ରିଟ୍ରେ। ହେଲେ ନିୟମକୁ ଫୁ’ କରି ମାଙ୍କଡ଼ା ପଥରରେ ଉଠାଇଦେଲେ ଓ୍ବାଲ୍। ଫଳରେ ମାତ୍ର ୪ ମାସ ନ ବିତୁଣୁ ପାଚେରି…
ପାରାଦୀପ,୧୮ା୫(ସ୍ବ.ପ୍ର.): ପାରାଦୀପ ତଥା ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଜଳ,ବାୟୁ,ମୃତ୍ତିକା ଆଦି ପ୍ରଦୂଷିତ ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଦୂଷଣ…