ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଥାନାରେ ଏତଲା ଦେଲେ ଭାଇ
ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଟିଟୁ ଏବେ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସାଧୀନ ଥିବାବେଳେ ଏପଟେ ଟିଟୁଙ୍କ ପରିବାରରେ କେହି…
ପୂର୍ବତନ ସରପଞ୍ଚଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ: ଜଣାପଡ଼ିଲା ଅସଲ କାରଣ…
ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜୀବନରୁ ମାରି ଦେବାକୁ ବସିଥିଲେ। ତେବେ ଏବେ ପର୍ଯ୍ୟନ୍ତ କେହି ଥାନାରେ ଲିଖିତ ଅଭିଯୋଗ…
ଗୁରୁ ନାଁରେ କଳଙ୍କ: ଯୌନ ନିର୍ଯାତନା ଦେବାରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ, କୋର୍ଟ ଚାଲାଣ ହେଲେ ଶିକ୍ଷକ
ଗୋଲାମୁଣ୍ଡା,୮ା୯(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନ ବନ୍ଧଗାଁରେ ଗତ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ସ୍ଥାନୀୟ ଜଣେ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ।…
ଦାରିଙ୍ଗବାଡ଼ିରେ ବଢ଼ିଚାଲିଛି ଅପରାଧ କାର୍ଯ୍ୟକଳାପ, ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ ଘଟାଉଛନ୍ତି ଅମାନୁଷିକ କାଣ୍ଡ
ଦାରିଙ୍ଗବାଡ଼ି,୮ା୯(ଅରୁଣ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଦିନକୁ ଦିନ ଅପରାଧ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଗତ ୩ ଦିନ ମଧ୍ୟରେ ଉକ୍ତ ଥାନା ଅଞ୍ଚଳରେ ଏକାଧିକ ଆପରାଧିକ ଘଟଣା ଘଟିବାରେ ଲାଗିଛି। ପ୍ରକାଶ ଯେ, ରବିବାର ବିଳମ୍ବିତ ରାତିରେ କିରିକୁଟି…
ଆଗକୁ ପାର୍ବଣ: ଏବେଠୁ ବଢ଼ିଲାଣି କ୍ରାଇମ୍, ଦୁଇ ଦିନରେ ୨ ବାଇକ୍ ନେଇଗଲେ ଦୁର୍ବୃତ୍ତ
ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨ ଦିନ ବ୍ୟବଧାନରେ ୨ଟି ବାଇକ୍ ଚୋରି ହୋଇଛି। ପ୍ରକାଶ ଯେ, ଶୁକ୍ରବାର ଉକ୍ତ ଥାନା ସିମନବାଡ଼ି ଅଞ୍ଚଳର ତେଜରାତି ବ୍ୟବସାୟୀ ଏ. ବାଲାଜୀ ପାତ୍ର ନିଜ ବାଇକ୍ଟିକୁ ଘର ସମ୍ମୁଖରେ…
ଗଣେଶ ଭସାଣି ଦେଖିବାକୁ ଭଉଣୀ ଘରକୁ ଆସିଥିଲେ ନାବାଳିକା, ଉଠାଇ ନେଇ କାର୍ ଭିତରେ ବଳାତ୍କାର କଲେ ଯୁବକ, ଚିତ୍କାର କରିବାରୁ…
ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି…
ପ୍ରେମ ଜାଲରେ ଫସାଇ କଲେ ଗର୍ଭବତୀ, ବିବାହ କରିବା ଜିଦ୍ ଧରିବାରୁ ହତ୍ୟା ଧମକ; ଅଭିଯୁକ୍ତଙ୍କୁ ବାନ୍ଧିଲା…
ଦିଗପହଣ୍ଡି/ପାଟପୁର,୬ା୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ପୋଲିସ ସିଙ୍ଗପୁର ଗ୍ରାମର ବି.ଅଶ୍ୱିନୀ କୁମାର ଦୋରାଙ୍କୁ ଶୁକ୍ରବାର ଗିରଫ କରିଛନ୍ତି। ଅଶ୍ୱିନୀ ବାଲେଶ୍ୱର ଜିଲା ବାଲେଶ୍ୱର ସଦର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହର ପ୍ରତିଶ୍ରୁତି ଦେଇ…
ଭଞ୍ଜନଗର ଉପଖଣ୍ଡ ଅଞ୍ଚଳରେ ବଢୁଛି ଚୋରା ମଦ-ଗଞ୍ଜେଇ କାରବାର
ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର କିଛି ଥାନା ଅଞ୍ଚଳରେ ଚୋରା ଦେଶୀ, ବିଦେଶୀ ମଦ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ କନ୍ଧମାଳ ଜିଲାରୁ ଅଧିକାଂଶ ଦିନ ବେନିୟମ ଭାବେ ଗଞ୍ଜେଇ ଚାଲାଣ ହେଉଛି। ଭଞ୍ଜନଗର ପୋଲିସ…
ପ୍ରେମିକାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ ପ୍ରେମିକ, ପଥର ଖଣିରୁ ମୃତଦେହ ମିଳିବା ପରେ…
ଭୁବନେଶ୍ୱର,୬ା୯: ୭ ମାସ ତଳେ ରାଜଧାନୀରୁ ନିଖୋଜ ହୋଇଯାଇଥିବା ଘରୋଇ ସହାୟିକା ନିରୁପମା ପରିଡ଼ା ଓରଫ ମିତା (୨୨)ଙ୍କ କଙ୍କାଳ ଖୋର୍ଦ୍ଧା ତାପଙ୍ଗସ୍ଥିତ ପଥର ଖଣି ଭିତରୁ କମିଶନରେଟ୍ ପୋଲିସ ଶୁକ୍ରବାର ଜବତ କରିଛି। ପୁରୁଷ ବନ୍ଧୁ ତାଙ୍କୁ ତଣ୍ଟିଚିପି ହତ୍ୟା…
ଦବଙ୍ଗଗିରିକୁ ନେଇ ଏସ୍ପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ବଦଳିଲେ ଦୁଇ ଆଇଆଇସି
ବଲାଙ୍ଗୀର,୪ା୯(ସୁନୀଲ କୁମାର ମହାନ୍ତି): ଦବଙ୍ଗଗିରିକୁ ନେଇ ବଲାଙ୍ଗୀର ଏସ୍ପି ଅଭିଳାଷ ଜୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଥାନାକୁ ମାଡ଼ି ବସିଥିବା ରଶ୍ମିତା ବେହେରାଙ୍କୁ ସଇଁତଳା ଥାନା ଏବଂ ସଇଁତଳା ଥାନା ଅଧିକାରୀ ରମେଶ ଚନ୍ଦ୍ର ବଢ଼େଇଙ୍କୁ ବଲାଙ୍ଗୀର ହେଡ୍କ୍ୱାର୍ଟରକୁ…
ଭୁବନେଶ୍ୱରରେ ରେଡ୍ କରୁଛି ଆସାମ ପୋଲିସ, ଆତ୍ମଗୋପନ କରିଥିବା…
ଭୁବନେଶ୍ୱର,୪ା୯: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍ କରୁଛି। ଇନ୍ଫୋସିଟି ପୋଲିସ ସହାୟତାରେ…
ଗୋମାଂସ ବିକ୍ରି ନେଇ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ଯୁବକଙ୍କ ଜୀବନ
ଦେବଗଡ଼,୩।୯(ଶଶାଙ୍କ ଶେଖର ଝାଙ୍କର): ସଙ୍ଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ। ରିଆମାଳ ଥାନା କେନ୍ଦେଇଜୁରୀ ଗ୍ରାମରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ତେରେଣ୍ଡାକଟା ଗ୍ରାମର କିଶୋର ମେହେର। ଗୋମାଂସ ବିକ୍ରି ଅଭିଯୋଗରେ ତାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଥିଲା।…
Archives


