ଅପରାଧ

ଜେଲ ଗଲେ ସହକାରୀ କୃଷି ନିର୍ଦ୍ଦେଶକ

ଭୁବନେଶ୍ୱର, ୧୪।୮(ବ୍ୟୁରୋ): ନିଜ ଅଫିସ୍‌ର ଜଣେ ଡ୍ରାଇଭରଙ୍କଠାରୁ ଲାଞ୍ଚ ନେବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ କୃଷି ବିପଣନ ନିର୍ଦ୍ଦେଶାଳୟର ଭାରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଦାଶ। ପଚରାଉଚରା ପରେ ଗୁରୁବାର କେସ୍‌ ନଂ.୪/୨୦ ରୁଜୁ କରାଯାଇ ତାଙ୍କୁ ଭୁବନେଶ୍ୱରସ୍ଥିତ…

ବଡ଼ଭାଇ ପରିବାରକୁ ମୂଳପୋଛ ଉଦ୍ୟମ

ବାମରା,୧୨।୮(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ୍‌ ବାଉଁଶଲଗା ପଞ୍ଚାୟତ ତାଳଡ଼ିହି ଗଁାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ନିଜ ବଡ଼ଭାଇ, ଭାଉଜ ଓ ପୁତୁରାକୁ ଆକ୍ରମଣ କରିବା ପରେ ଘରପାଖ ଅଙ୍ଗନଓ୍ବାଡି କେନ୍ଦ୍ର ପାଇଖାନା ଟାଙ୍କିରେ ଭର୍ତ୍ତି…

ପୋଲିସକୁ ହତ୍ୟା କଲା ପୋଲିସ

ଜାମସେଦପୁର, ୧୧।୮: ଜଣେ ପୋଲିସ କର୍ମଚାରୀ ଆଉ ଜଣେ ପୋଲିସଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ ଘଟଣା ଝାଡ଼ଖଣ୍ଡର ପୂର୍ବ ସିଂହଭୂମ ଜିଲା ଘାଟଶୀଳା ସହରରେ ଘଟିଯାଇଛି। ଘାଟଶୀଳା ଜେଲ୍‌ କମ୍ପ୍ଲେକ୍ସ ବାରାକରେ ରହୁଥିବା କନ୍‌ଷ୍ଟେବଳ ମନୀଷ କୁମାର ସୋମବାର ରାତିରେ…

ମହଙ୍ଗା ପଡ଼ିଲା ଆପ୍‌ ଡାଉନ୍‌ଲୋଡ୍‌: ବ୍ୟାଙ୍କ ଖାତାରୁ କଟିଗଲା ୨୪ ଲକ୍ଷ ଟଙ୍କା

ଉମରିୟା, ୯।୮: ମଧ୍ୟପ୍ରଦେଶ ଉମରିୟା ଜିଲାରେ ଜଣେ ଯୁବତୀଙ୍କୁ ଆପ୍‌ ଡାଉନ୍‌ ଲୋଡ୍‌ କରିବା ମହଙ୍ଗା ପଡ଼ିଛି। ଆପ୍‌ ଡାଉନ୍‌ ଲୋଡ୍‌ କରିବା ସମୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଗାୟବ ହୋଇଯାଇଛି। ଏହି ଘଟଣାଟି କୋତାବଳୀ…

ଗିରଫ ହେଲା ନୃଶଂସ ବାପା; ଝରକାରେ ପୁଅକୁ ଓଲଟା ଝୁଲାଇ ପିଟୁଥିଲା

ଆଗ୍ରା, ୮।୮: ଉତ୍ତର ପ୍ରଦେଶର ଆଗ୍ରାରୁ ଏକ ନୃଶଂସ ବାପାର ଚିତ୍ର ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷର ପୁଅ ଉପରେ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ଶେଷରେ କ୍ରୋଧରେ ଅନ୍ଧ ପାଲଟି ଯାଇଥିଲେ। ପୁଅକୁ ଝରକାରେ ଓଲାଟା…

ଡାକ୍ତରଙ୍କୁ ଭଣ୍ଡେଇଲେ ସୁନ୍ଦରୀ ଯୁବତୀ, ଆକାଉଣ୍ଟରୁ ନେଇଗଲେ ଏତିକି ଟଙ୍କା, ଆଉ ତା’ ପରେ…

ତାଳଚେର,୭ା୮(ନି.ପ୍ର.): ଜଣେ ଯୁବତୀ ନିଜକୁ ଏକ ବଡ଼ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଶେଷରେ ତାଳଚେର ଟାଉନ ଥାନା ପୋଲିସ ହାତରେ ଗିରଫ ହେବା…

୫ ହଜାର କୋଟିର ସ୍ବପ୍ନ ଦେଖାଇ ଠକି ନେଲେ ଦେଢ଼କୋଟି ଟଙ୍କା

ଡେରାଡୁନ, ୬।୮: ଅନେକ ପ୍ରକାର ଠକେଇ ଘଟଣା ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ଯେଉଁଥିରେ ଲୋକମାନେ ପ୍ରତାରଣାର ସମ୍ମୁଖୀନ ହୋଇ ଶେଷରେ ବହୁ ପରିମାଣ ହରାଇଥାନ୍ତି। ଏବେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରୁ ଠକେଇର ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ…

୯୦୦ କଲ୍‌ ରେକର୍ଡିଂ ପୋଲିସକୁ ଦେଲେ ସ୍ବାମୀ: ଏଥିରୁ ଫିଟିଲା ସ୍ତ୍ରୀଙ୍କ ଗୁମର, ଆଉ ତା’ ପରେ…

ଜଣେ ମହିଳା କନଷ୍ଟେବଳ ବିବାହର ୨ ମାସ ମଧ୍ୟରେ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଯେଉଁଥିରେ କି ତାଙ୍କ ଭଉଣୀ ଏବଂ ପ୍ରେମିକ ସହାୟତା କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀଙ୍କର ସନ୍ଦେହ ହେଲା ସେତେବେଳେ ସେ କଲ ରେକର୍ଡିଂ ଆପ୍‌…

ଯୌତୁକରେ ଏସ୍‌ୟୁଭି କାର୍‌ ନ ମିଳିବାରୁ ସ୍ତ୍ରୀକୁ ଘରୁ ତଡ଼ିଦେଲେ ଲୋକ ପାଇଲଟ୍‌ ସ୍ବାମୀ

ଭୋଜପୁର, ୫।୮: ଯୌତୁକରେ ମିଳିଲାନି ବିଳାସମୟ ଏସ୍‌ୟୁଭି କାର। ଶେଷରେ ଘରୁ ନବବିବାହିତ ସ୍ତ୍ରୀକୁ ତଡ଼ିଦେଲେ ଇଣ୍ଡିଆନ୍‌ ରେଲ୍‌ଓ୍ବେରେ ଲୋକ ପାଇଲଟ୍‌ ଥିବା ସ୍ବାମୀ। ଏଭଳି ଏକ ଲଜ୍ଜାଜନକ ଘଟଣା ବିହାରର ଭୋଜପୁରୀ ଜିଲାର ଆରା ସହରରୁ ସାମ୍ନାକୁ ଆସିଛି। ଘଟଣାରୁ…

ଯକ୍ଷ୍ମା ବୋଲି ଘରେ ପୁରାଇଲେନି ସ୍ତ୍ରୀ; ଦେହରେ ନିଆଁ ଲଗାଇଦେଲେ ସ୍ବାମୀ

ଲୁଧିଆନା, ୪।୮: ଯକ୍ଷ୍ମା ହୋଇଥିବାରୁ ସ୍ତ୍ରୀ ଘରେ ପୁରାଉ ନ ଥିଲେ। ଏଥିରେ ଭାଙ୍ଗିପଡ଼ି ଜଣେ ବ୍ୟକ୍ତି ଶେଷରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଲୁଧିଆନାର ସିମଲାପୁରୀ ଅଞ୍ଚଳରେ ଘଟିଛି। ଗୁରୁତର…

୪ ଦିନ ହେବ ନିଖୋଜ ଥିଲେ ନାବାଳକ; କୁମ୍ଭୀର ପେଟରୁ ମିଳିଲା ମୃତଦେହ

୧୪ ବର୍ଷର ଜଣେ ନାବାଳକ ନଦୀ କୂଳରୁ ଗେଣ୍ଡା ଗୋଟାଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୪ ଦିନ ପରେ କୁମ୍ଭୀର ପେଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ମାଲେସିଆରେ। ମୃତ ନାବାଳକ ହେଲେ ରିକି…

ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ସୁନ୍ଦରପଦାସ୍ଥିତ ପିପୁଲ ଫର୍‌ ସେବାଶ୍ରମକୁ ଯାଇ ଛାନଭିନ୍‌ କରିଛି। ସେବାଶ୍ରମରେ ଥିବା ଆଦିତ୍ୟଙ୍କ ଚାମ୍ବରରେ ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପରେ ସେ ବ୍ୟବହାର କରିଥିବା କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri