ଅପରାଧ

ଅନ୍‌ଲାଇନ୍‌ରେ ମଦ ମଗାଇ ଠକାମିର ଶିକାର ହେଲେ ଡାକ୍ତର: ଦୁଇ ଆକାଉଣ୍ଟରୁ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ଅନ୍‌ଲାଇନରେ ମଦ ମଗାଇ ଜଣେ ପ୍ରତିଷ୍ଠିତ ଡାକ୍ତର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଦୁଇଟି ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଡାକ୍ତର ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା…

ଚୋରି କରିବାକୁ ଆସି ଏସି ରୁମ୍‌ରେ ମାଲିକ ପାଖରେ ଶୋଇ ପଡ଼ିଲା ଚୋର

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରୁ ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଗୋଟିଏ ଚୋରର କାରନାମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏବଂ ଏହା ସହିତ ହସ ମଧ୍ୟ ଲାଗିବ। ଗୋଦାବରୀ ଜିଲାର ଗୋକବାରମ ଜିଲାର ୨୧ ବର୍ଷୀୟ ସୁରୀ…

କରୋନା ଆକ୍ରାନ୍ତ ସମ୍ପର୍କୀୟଙ୍କୁ ଦେଖା କରିବାକୁ ମନା କରିବାରୁ ସ୍ତ୍ରୀକୁ ଗୁଳି ମାରିଲେ ସ୍ବାମୀ

ନୋଏଡା, ୧୯।୯: ନୋଏଡାରୁ ଚକିତ୍‌ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସେକ୍ଟର ୧୧୬ରେ ରହୁଥିବା ଶ୍ୱେତା ଯାଦବ ନାମକ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ନାମରେ ଜୀବନରୁ ମାରିଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ପୋଲିସ ନିକଟରେ ଶ୍ୱେତା ଅଭିଯୋଗ…

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା ଅଭିଯୋଗ

ନୟାଗଡ଼ ଅଫିସ,୧୯ା୯: ନୟାଗଡ଼ ସଦର ଥାନା ବାଲୁଗାଁ ସଅର ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ କାଳିଆ ନାୟକ(୪୫)ଙ୍କ ଭାଇ ଏପରି ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ…

ସ୍ତ୍ରୀଙ୍କୁ ଫୋନ୍‌ କରି ସ୍ବାମୀ କହିଲେ ମୁଁ କରୋନା ପଜିଟିଭ୍‌, ଆଉ ବଞ୍ଚିବିନି; ତା’ ପରେ…

ମହାରାଷ୍ଟ୍ର,୧୯ା୯: ନାଭି ମୁମ୍ବାଇ ବଶୀର ଜଣେ ୨୮ ବର୍ଷୀୟ ବିବାହିତ ଯୁବକ ଗତ ଜୁଲାଇ ୨୪ ରାତିରେ ସ୍ତ୍ରୀଙ୍କୁ ଫୋନ୍‌ କରି କହିଲେ ‘ମୋର ରିପୋର୍ଟ କରୋନା ପଜିଟିଭ୍‌ ଆସିଛି, ମୁଁ ଆଉ ବଞ୍ଚିବିନି’। ସ୍ତ୍ରୀ କିଛି ବୁଝିବା ଆଗରୁ ସ୍ବାମୀଙ୍କ…

ବାଇକ୍‌ ଚୋର ର଼୍ୟାକେଟ ପଡ଼ିଲା ଧରା, ୧୬ ବାଇକ୍‌ ଜବତ; ୫ ଗିରଫ

ଜୟପୁର,୧୮ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଟାଉନ ଥାନା ପକ୍ଷରୁ ଏକ ବଡ଼ ବାଇକ ଚୋରି ର଼୍ୟାକେଟ ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୧୬ଟି ବାଇକ୍‌ ଜବତ କରାଯାଇଛି। ଏହି ବାଇକ୍‌ଗୁଡ଼ିକ ନବରଙ୍ଗପୁର ଜିଲା…

କଟକରେ ବ୍ରାଉନସୁଗାର ବିକୁଛନ୍ତି ୨ ଭାଇ

କଟକ ଅଫିସ,୧୮। ୯: ଦିନ ଦ୍ୱିପ୍ରହରରେ ଖୋଲା ବଜାରରେ ବେଧଡକ ଭାବେ ବିକ୍ରି ହେଉଛି ବ୍ରାଉନ୍‌ସୁଗାର। ଦୁଇ ଭାଇ ହିଁ ଏହି ବେଆଇନ ବେପାରର କର୍ଣ୍ଣଧାର। ଜଣେ ଭାଇ ବାଲେଶ୍ୱରର ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣନ୍ତି। ପରେ ଦୁଇଜଣ ମିଶି କଟକରେ ଏହାକୁ…

ରାଜଧାନୀରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଶୁକ୍ରବାର ଭୋର୍‌ରୁ ୯୩ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ପୋଲିସ କହିଛି। ପୋଲିସ ସୂଚନାନୁଯାୟୀ, ଆଜି ଭୋର୍‌ରୁ ଭରତପୁର ନିକଟରେ ଏକ ବୋଲେରୋରେ…

ବିବାହିତା ମହିଳାଙ୍କୁ ଧରି ଫେରାର୍‌ ହୋଇ ଯାଇଥିଲେ ଶିକ୍ଷକ; ତାପରେ…

ବାରମେରା, ୧୭।୯: ରାଜସ୍ଥାନର ବାରମେରା ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନୁର୍‌ ଅହମ୍ମଦ ନାମକ ଜଣେ ସ୍କୁଲ ଶିକ୍ଷକ ଜଣେ ବିବାହିତା ମହିଳାଙ୍କୁ ଧରି ଫେରାର୍‌ ହୋଇଯାଇଥିଲେ। ଏହାପରେ ମହିଳାଙ୍କ ପରିବାର ଲୋକଙ୍କ ମରଣାନ୍ତକ ଆକ୍ରମଣରେ ଅହମ୍ମଦ ଗୁରୁତର…

ଅନ୍ତଃବସ୍ତ୍ରରେ ଲୁଚାଇ ଆଣୁଥିଲେ ୨ କୋଟିର ସୁନା ବିସ୍କୁଟ୍‌

ଲକ୍ଷ୍ନୌ, ୧୭।୯: ଲକ୍ଷ୍ନୌ କଷ୍ଟମ ବିଭାଗ ଟିମ୍‌ ସ୍ଥାନୀୟ ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସାଉଦୀ ଆରବରୁ ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୩.୮ କିଲୋଗ୍ରାମର ସୁନା ବିସ୍କୁଟ ଜବତ କରିଛି। ଜବତ ସୁନା ବିସ୍କୁଟର ମୂଲ୍ୟ ୨ କୋଟିରୁ…

ବରଗଡ଼ ପୋଲିସକୁ ବଡ଼ ସଫଳତା: ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ

ବରଗଡ଼ ଅଫିସ,୧୭ା୯: ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ଗତ କିଛିଦିନ ହେଲା ଚୋରି, ଲୁଟ୍‌ କରି ଆତଙ୍କ ସୃଷ୍ଟି କରିଥିବା ଏକ ଗ୍ୟାଙ୍ଗକୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଗ୍ୟାଙ୍ଗର ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ,…

ରାଜଧାନୀରେ ଚାଞ୍ଚଲ୍ୟ: ମା’ଙ୍କୁ ଶାବଳରେ ପିଟି ପିଟି ହତ୍ୟା କଲେ ଦୁଇ ନାବାଳକ ପୁଅ

ଭୁବନେଶ୍ୱର,୧୭।୯(ବ୍ୟୁରୋ)- ରାଜଧାନୀ ଏୟାରଫିଲ୍ଡ ଥାନା ବେହେରାସାହି ଅର୍କିଡ ଆପାଟମେଣ୍ଟରେ ଗୁରୁବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ହେଲେ ବିନୋଦିନୀ ମିଶ୍ର । ଘରୋଇ କଳିରୁ ଦୁଇ ନାବାଳକ ପୁଅ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଖବର ପାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri