ଅପରାଧ

ନାବାଳିକାଙ୍କୁ ଅସଦାଚରଣ କରି ଫସିଲେ ବିବାହିତ ବ୍ୟକ୍ତି

ପାଟଣା,୨୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମଙ୍ଗଳପୁର ଗ୍ରାମର ୩୭ ବର୍ଷୀୟ ବିବାହିତ ବ୍ୟକ୍ତି ଜଣେ ୧୭ ବର୍ଷର ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ସୁଜିତ ରାଉତ। ସୂଚନା…

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ହତ୍ୟା ଅଭିଯୋଗ

ନୟାଗଡ ଅଫିସ,୨୫ା୯: ଧାର ଟଙ୍କା ମାଗିବାରୁ ନୟାଗଡ଼ ଜିଲା ଶରଣକୁଳ ଥାନା ଅଧୀନ ଧୁଷୁମାରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକହେଲେ ମାୟା ଭୂୟାଁ(୬୦)। ଗୁରୁବାର ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର…

ଓଲା ଗାଡ଼ି ଅପହରଣ କରି ୩ ଗିରଫ

କେନ୍ଦ୍ରାପଡା ଅଫିସ/ପଟ୍ଟାମୁଣ୍ଡାଇ (ସ୍ବ.ପ୍ର.),୨୫।୯: ଭୁବନେଶ୍ୱରରୁ ଏକ ଓଲା ଗାଡ଼ିକୁ ଅପହରଣ କରିବା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର ତ୍ରିଲୋଚନ ସାମନ୍ତରାୟ ଓରଫ ଦିପୁ, ପଟ୍ଟାମୁଣ୍ଡାଇ ଥାନା ଡାମରପଙ୍କ ବାଲିପାଟଣା ଗ୍ରାମର ପରେଶ…

ବ୍ରାଉନ୍‌ସୁଗାର ଡିଲରଙ୍କ ଆର୍ଥିକ କାରବାର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରାଜ୍ୟରେ ପୁଣି ବ୍ରାଉନସୁଗାର ଓ ନିଶା କାରବାର ବଢ଼ି ଚାଲିଛି। ଧଳା ଜହରର କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତ ମିଳାଇଛନ୍ତି। ଏସ୍‌ଟିଏଫ୍‌ର ଚିଠି ପରେ ଏବେ ବ୍ରାଉନସୁଗାର ଡିଲରଙ୍କ…

ମନ୍ଦିରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା: ୪ ଅଟକ

ବ୍ରହ୍ମପୁର ଅଫିସ,୨୪ା୯: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର ପରିସରରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିବା ଘଟଣା ପ୍ରଚାର ହେବା ପରେ ବ୍ରହ୍ମପୁର…

ତାଲା ଭାଙ୍ଗି ଜେଲରୁ ଫେରାର୍‌ ହୋଇଗଲେ ୮ କଏଦୀ

ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ନରେନ୍ଦ୍ର ବାଲ୍ମିକୀ ଗ୍ୟାଙ୍ଗର ସଦସ୍ୟ ଥିଲେ। ଫେରାର୍‌ ହୋଇଥିବା ସମସ୍ତ ୮ ଜଣ କଏଦୀ…

୧୫୦ ଟଙ୍କା ପାଇଁ ଭାଇକୁ ପିଟି ମାରିଦେଲା ଭାଇ

ପାଟନା, ୨୧।୯: ବିହାର ବେତିଆ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜିଲାର ଗୌନାହ ଥାନା ଅନ୍ତର୍ଗତ ହରପୁର ପିପରା ଗ୍ରାମରେ ମୁକ୍ତାର ରାୟ (୪୫ ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କୁ ମାତ୍ର ୧୫୦ ଟଙ୍କା ଲାଗି ତାଙ୍କ ସମ୍ପର୍କୀୟ ଭାଇ…

ବଡ଼ଭାଇଙ୍କ ଆକ୍ରମଣରେ ସାନଭାଇଙ୍କ ଜୀବନଗଲା

ବାହାନଗା,୨୧ା୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ନୂଆପୁର ଗ୍ରାମର ଏକ ପରିବାରରେ ପାହାଚ ନିର୍ମାଣକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ବଡ଼ଭାଇ ମାରଣାସ୍ତ୍ରରେ ସାନଭାଇଙ୍କୁ ଆକ୍ରମଣ କରିଥିଲେ। ଫଳରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ତେବେ ଅଭିଯୁକ୍ତ…

ମା’ଙ୍କୁ ଦୁଇ ନାବାଳକ ପୁଅ ହତ୍ୟା କରିବା ମାମଲା: କାରାମଙ୍ଗଳ ଅଧିକାରୀଙ୍କୁ ଦାୟୀ କଲେ ବିଶେଷଜ୍ଞ

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦାରେ ଦୁଇ ନାବାଳକ ପୁଅ ନିଜ ମା’ ବିନୋଦିନୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାକୁ ନେଇ ଏବେ ବି ସମସ୍ତଙ୍କ ମନରେ ଗୋଟିଏ କଥା ଉଙ୍କି ମାରୁଛି। ଯେଉଁ ଦୁଇ ପିଲାଙ୍କ…

ବେଡ୍‌ରୁମ୍‌ରେ ପଶି ମାଡ଼ ମାରିଲା ପୋଲିସ

ପୁରୀ ଅଫିସ,୨୧ା୯:ପୁରୀ ପୋଲିସର ଦବଙ୍ଗଗିରିକୁ ନେଇ ଏବେ ସହରରେ ଚର୍ଚ୍ଚା। ଜଣେ ବ୍ୟକ୍ତିଙ୍କୁ ନେବା ପାଇଁ ପୋଲିସ ତାଙ୍କ ଘରକୁ ଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିଙ୍କ ବେଡ୍‌ରୁମ୍‌ରେ ପଶି ତାଙ୍କୁ ମାଡ଼ ମାରିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ପୋଲିସର ଏଭଳି…

ନିଶାରେ କନ୍‌ଷ୍ଟେବଳକୁ ଗୁଳି ମାରିଲେ ଏଏସ୍‌ଆଇ

ପାଟନା, ୨୦।୯: ବିହାରର ସାରଣ ଜିଲାରେ ଏକ ବଡ଼ ଘଟଣା ଘଟିଯାଇଛି। ଯେଉଁଠାରେ ପେଟ୍ରୋଲିଂ ସମୟରେ ଜଣେ କନ୍‌ଷ୍ଟେବଳ ଓ ନିଶାସକ୍ତ ଅବସ୍ଥାରେ ଥିବା ଏଏସ୍‌ଆଇଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ମାମଲା ଏତେ ବଢ଼ିଗଲା ଯେ ଏଏସ୍‌ଆଇ ହରେନ୍ଦ୍ର କୁମାର…

ମହିଳା ହୋମଗାର୍ଡଙ୍କୁ ଆକ୍ରମଣ ମାମଲା: ସ୍ବାମୀଙ୍କ ସମେତ ୨ ଦେଡ଼ଶୁର ଗଲେ ଜେଲ୍‌

ଦିଗପହଣ୍ଡି,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ କାର୍ଯ୍ୟରତ ମହିଳା ହୋମଗାର୍ଡ ନର୍ମଦା ପଣ୍ଡାଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ରବିବାର ତାଙ୍କ ସ୍ବାମୀ ରାଧାଶ୍ୟାମ ନନ୍ଦ, ଦେଡ଼ଶୁର ଜଗଦୀଶ ନନ୍ଦ, ପୀତବାସ ନନ୍ଦଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। କେସ ନଂ.୨୦୩/୨୦ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri