ଅପରାଧ

ଗୁଳିମାଡ଼ କରି ଦୋକାନରୁ ଲୁଟ୍‌

ଭଦ୍ରକ ଅଫିସ,୧୧ା୧୧: ଗୁଳିମାଡ଼ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ପଞ୍ଚାୟତ ଆରଡ଼ି ଛକ ନିକଟରେ ଥିବା ଏକ ଔଷଧ ଦୋକାନରୁ ଲୁଟ୍‌ ହୋଇଛି। ବୁଧବାର ରାତି ପ୍ରାୟ ୧୦ଟାରେ ୬ ଜଣ ଦୁର୍ବୃତ୍ତ ୨ଟି ବାଇକ୍‌ରେ ଆସିଥିଲେ। ସେମାନଙ୍କ…

ଆଇଆଇସି କହୁଛି କହି ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଲୁଟିଲେ ଦୁର୍ବୃତ୍ତ

ଗଞ୍ଜାମ,୧୦ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଆଇଆଇସି କହୁଛି କହି ଜଣେ ଟ୍ରେଡର୍ସମାଲିକଙ୍କଠାରୁ ଲକ୍ଷାଧିକ ଟଙ୍କାର ଲୁହାରଡ୍‌ ଠକେଇ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି l ଟ୍ରେଡର୍ସ ମାଲିକ ଆଇଆଇସିଙ୍କୁ ଟଙ୍କା ମାଗିବା ପରେ ଖୋଲିଛି ଠକେଇର ଗୁମର। ଆଇଆଇସି ଶୁଭେନ୍ଦୁ କୁମାର ସାହୁ…

ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍‌ କରି ଫସିଲେ

ସୁନ୍ଦରଗଡ଼,୯।୧୧(ଡି.ଏନ୍‌.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍‌ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍‌ ଥାନା ଆକ୍ସିସ ବ୍ୟାଙ୍କରୁ ମଙ୍ଗଳବାର ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍‌ କରି ଚମ୍ପଟ…

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ଅଫିସ,୫ା୧୧: ଗଞ୍ଜାମ ଜିଲା କୁକୁ ବ୍ଲକ ଅନନ୍ତେଇ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ଶୁକ୍ରବାର ସକାଳେ ଦୁର୍ବୃତ୍ତମାନେ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଖବର ପାଇ ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ…

ରାଜଧାନୀରୁ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୪ା୧୧(ବ୍ୟୁରେ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହାଇଟେକ୍‌ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଓ ଏକ ବାଇକ୍‌ ମଧ୍ୟ ଜବତ କରାଯାଇଛି।…

ପୁତୁରାଙ୍କୁ ହତ୍ୟା କରିଥିଲେ ଦାଦା

ଗଁଦିଆ, ୧।୧୧: ପାରିବାରିକ କଳହକୁ କେନ୍ଦ୍ରକରି ନାବାଳକ ପୁତୁରାଙ୍କୁ ଅତି ଜଘନ୍ୟ ଭାବେ ତଣ୍ଟିଚିପି ହତ୍ୟା କରିଥିଲେ ସମ୍ପର୍କୀୟ ଦାଦା। ମାମଲା ରଫାଦଫା କରିବାକୁ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ ହାଇଦ୍ରାବାଦ। ହେଲେ ସନ୍ଦେହଜନକ ପରିସ୍ଥିତିରେ ଅଭିଯୁକ୍ତ ପୋଲିସ ସ୍କାନରକୁ ଆସିବା…

ଗୁଳି କରିବା ପରେ ବୁଝିଲାନି ମନ, ପୁଣି ଯୁବକଙ୍କ ମୁଣ୍ଡକୁ କଟୁରିରେ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର ଅଫିସ,୩୧ା୧୦: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡ଼ା ଛକରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କ ମୁଣ୍ଡକୁ ଗୁଳି କରିବା ପରେ ଦୁର୍ବୃତ୍ତଙ୍କ ମନ ବୁଝିଲାନି ଯେ, ପୁଣି ଥରେ କଟୁରିରେ ହାଣିଛନ୍ତି। ଫଳରେ ଯୁବକଙ୍କ…

ଯୁବକଙ୍କୁ ଛୁରିରେ ଆକ୍ରମଣ କରି ଅଭିଯୁକ୍ତ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ନୂଆଗଡ଼ ଗ୍ରାମରେ ଗତ ୧୬ ତାରିଖରେ ମୋହନ ପଟ୍ଟନାୟକଙ୍କୁ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗୁରୁତର ମୋହନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା…

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନସୁଗାର ଜବତ

ଭୁବନେଶ୍ୱର,୨୫ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ୨୫ଲକ୍ଷର ବ୍ରାଉନସୁଗାର ଜବତ ହୋଇଛି। ସୁନ୍ଦରପଦା ହାଇଟେକ୍‌ ଛକରୁ ଏହି ଧଳା ଜହର ଜବତ କରିଛି ଏୟାରଫିଲ୍ଡ ଥାନା ପୋଲିସ । ବ୍ରାଉନସୁଗାର କାରବାରରେ ୟୁପିର ଡ୍ରଗ୍ସ ମାଫିଆ ଆନନ୍ଦ କୁମାରକୁ ଗିରଫ କରିଛି ପୋଲିସ। ଆନନ୍ଦଠାରୁ…

ଆଜି ଭୋର୍‌ ୪ଟାରୁ ଗୋବିନ୍ଦ ସାହୁଙ୍କୁ ନେଇଗଲେ, ସକାଳ ୮ରେ କୋର୍ଟରେ କଲେ ହାଜର

ବଲାଙ୍ଗୀର ଅଫିସ,୨୫ା୧୦: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ସୋମବାର ଭୋର୍‌ ୪ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏସ୍‌ପି ଅଫିସରୁ ବଙ୍ଗୋମୁଣ୍ଡା ନେଇଯାଇ ସକାଳ ୮ଟାରେ ଜେଏମ୍‌ଏଫସି କୋର୍ଟ ଜଜ୍‌ଙ୍କ ଆବାସରେ ହାଜର…

ୟୁଟ୍ୟୁବ୍‌ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…

ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ ପିଲା ପାଇଁ ସଂଘର୍ଷ କରିବାକୁ ପ୍ରସ୍ତୁତ ଥାଏ। ମାତ୍ର ଜଣେ ଜନ୍ମକଲା ମା’ ଯେ,…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ବନ୍ଧା ହେଲେ ହୋଟେଲ ମ୍ୟାନେଜର

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ହୋଟେଲ ସାଉଥ୍‌ ସିଟିର ମ୍ୟାନେଜର ସୌଭିକ ଜେନାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ ମନୀଷ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କ ନାଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri