ସାପ ମିଛ, ଗିରଫ ବି ମିଛ, ମୁଁ ପୋଲିସକୁ ସହଯୋଗ କରିବି: ଏଲ୍ଭିଶ
ନୂଆଦିଲ୍ଲୀ,୩ା୧୧: ୟୁଟ୍ୟୁବର ଏଲ୍ଭିଶ ଯାଦବ ବିଷାକ୍ତ ସାପ ଏବଂ ରେଭ୍ ପାର୍ଟି କରିବା ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ X’ ରେ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ମୁଁ ଏଲ୍ଭିଶ…
ରାଉରକେଲାରୁ ନିଖୋଜ, କୋରାପୁଟରୁ ମିଳିଲା ମୃତଦେହ
ରାଉରକେଲା,୨ା୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକ ମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଉରକେଲାରୁ ନିଖୋଜ ହୋଇଥିବାବେଳେ ୩୦ ତାରିଖରେ କୋରାପୁଟରୁ ମୃତଦେହ ଜବତ କରାଯାଇଛି। ବୁଲିବାକୁ ଡାକି ନେଇ ହତ୍ୟା…
ପଢୁଥିବା ବେଳେ ଘରେ ପଶି ଛାତ୍ରଙ୍କ ଗଳା କାଟି ଛୁ ମାରିଲେ ଯୁବକ
ଖୋର୍ଦ୍ଧା,୧ା୧୧(ପ୍ରଭାତ ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଜଟଣୀ ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପରୀକ୍ଷା ଥିବାରୁ ଜଣେ ଛାତ୍ର ଘରେ ବସି ପାଠ ପଢୁଥିବା ସମୟରେ କେହି ଜଣେ ଯୁବକ ତାଙ୍କ ଘର ଭିତରେ ପଶି…
ଜେଟ୍ ଏୟାରଓ୍ବେଜ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କଲା ଇଡି, ୫୩୮ କୋଟି ଟଙ୍କା ଠକେଇର ମାମଲା…
ନୂଆଦିଲ୍ଲୀ,୧।୧୧: କାନାରା ବ୍ୟାଙ୍କର ୫୩୮ କୋଟି ଟଙ୍କା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାର୍ଜଶିଟ୍ ଦାଖଲ କରିଛି। ଏହି ଚାର୍ଜଶିଟ୍ରେ ଜେଟ୍ ଏୟାରଓ୍ବେଜର ପ୍ରତିଷ୍ଠାତା ନରେଶ ଗୋୟଲ, ତାଙ୍କ ପତ୍ନୀ ଅନୀତା ଗୋୟଲ ଏବଂ ୪ ଅନ୍ୟ କମ୍ପାନୀ ନାମ ସାମିଲ…
ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିବା ନେଇ ଜଣେ ମେଜରଙ୍କୁ ବରଖାସ୍ତ କଲେ ରାଷ୍ଟ୍ରପତି ମୁର୍ମୁ
ନୂଆଦିଲ୍ଲୀ,୧।୧୧: ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟ ସହ ସମ୍ପର୍କ ଥିବା ଅଭିଯୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତୀୟ ସେନାରେ କାର୍ଯ୍ୟରତ ଜଣେ ମେଜରଙ୍କୁ ବରଖାସ୍ତ କରିଛନ୍ତି। ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ତୁରନ୍ତ ପ୍ରଭାବ ସହ ବାହାର କରାଯାଇଛି। ସେ…
ଡାର୍କ ୱେବରେ ବିକ୍ରି ହୋଇଗଲା ୮୧.୫ କୋଟି ଭାରତୀୟଙ୍କ ବ୍ୟକ୍ତିଗତ ତଥ୍ୟ: ରିପୋର୍ଟ
ନୂଆଦିଲ୍ଲୀ,୩୦/୧୦: ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମଆର) ପାଖରେ ଥିବା ୮୧.୫ କୋଟି ଭାରତୀୟଙ୍କର ବ୍ୟକ୍ତିଗତ ତଥ୍ୟ ଡାର୍କ ୱେବରେ ବିକ୍ରି ହୋଇଯାଇଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେପରିକି ଆଧାରକାର୍ଡ଼, ପାସପୋର୍ଟ ତଥ୍ୟ, ଫୋନ୍ ନମ୍ବର ଏବଂ ଠିକଣା ଆଦି ତଥ୍ୟ ବିକ୍ରି…
ଥାନା ଭିତରେ ବ୍ଲେଡ୍ରେ ଆଇଆଇସିଙ୍କ ଗଳା କାଟିଲେ ଚୋରି ଅଭିଯୁକ୍ତ
ବିଶୋଇ,୨୮ା୧୦(ଅମିତ ଦାସ): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଧିକାରିଣୀ (ଆଇଆଇସି) ମିନି ଭୋଇଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚୋରି ଘଟଣାରେ ପଚରାଉଚରା ପାଇଁ ଆସିଥିବା ଜଣେ ଅଭିଯୁକ୍ତ ଥାନା ମଧ୍ୟରେ ଏଭଳି…
ମହିଳାଙ୍କ ଅଶ୍ଳୀଳ ଭିଡିଓ କରି ବନ୍ଧାହେଲେ ଆଇନଜୀବୀ
ସିମୁଳିଆ,୨୮ା୧୦(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ଅଞ୍ଚଳର ଜଣେ ବିଧବା ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଘଟଣାରେ ସିମୁଳିଆ ପୋଲିସ ଭଦ୍ରକ ଅଞ୍ଚଳର ଅନନ୍ତ ନାରାୟଣ ପଣ୍ଡା ନାମକ ଜଣେ ଆଇନଜୀବୀଙ୍କୁ ଗିରଫ କରିଛି। ଏନେଇ…
ସୋସିଆଲ୍ ମିଡିଆରେ ସ୍ବାମୀଙ୍କ ଫଟୋ ଛାଡି ବ୍ଲାକମେଲ କରୁଛନ୍ତି ସ୍ତ୍ରୀ
ବ୍ରହ୍ମପୁର,୨୫ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହେବା ପରେ ସ୍ବାମୀଙ୍କ ପୁରୁଣା ଫଟୋ ସୋସିଆଲ୍ ମିଡିଆରେ ଛାଡି ସ୍ତ୍ରୀ ବ୍ଲାକ୍ମେଲ କରୁଥିବା ନେଇ ନିମଖଣ୍ଡି ଥାନାରେ ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଏତଲାରେ ଦର୍ଶାଇଛନ୍ତି, ତାଙ୍କ ସହ କେତେଜଣ…
୧୦ ମାସରେ ଗଡ଼ିଲାଣି ୮୭ ମୁଣ୍ଡ
ବ୍ରହ୍ମପୁର,୨୩ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଦିନକୁ ଦିନ ହତ୍ୟା ଘଟଣା ବଢ଼ିବାରେ ଲାଗିଛି। କେଉଁଠି ରାଜନୈତିକ ଶତ୍ରୁତା ତ ଆଉ କେଉଁଠି ପୂର୍ବ ଶତ୍ରୁତାରୁ ମୁଣ୍ଡ ଗଡ଼ୁଛି। ନିର୍ବାଚନ ପୂର୍ବରୁ ହିଂସାକାଣ୍ଡ ଘଟି ଲୋକଙ୍କ ଜୀବନ ଯାଇଥାଏ। ୨୦୨୪ ସାଧାରଣ…
ଯବାନଙ୍କ ଖଣ୍ଡାଚୋଟରେ ଏସ୍ଆଇ, କନଷ୍ଟେବଳ ଆହତ
ବାଙ୍କୀ,୨୨ା୧୦ କଟକ ଜିଲା ବାଙ୍କୀର ହରିରାଜପୁରର ଅବସରପ୍ରାପ୍ତ ଯବାନ ସରୋଜ ଦାସ ବାଙ୍କୀ ଥାନା ଏସ୍ଆଇ ସମ୍ବିତ ସ୍ବାଇଁ ଓ କନଷ୍ଟେବଳ ଉତ୍ତମ କରଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଛନ୍ତି। ସରୋଜ ରବିବାର ସକାଳେ ଖଣ୍ଡା ଧରି ଆଦିମାତା ଛକ ନିକଟରେ…
ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର
ପୁରୁଷୋତ୍ତମପୁର,୨୨ା୧୦(ସୀମାଞ୍ଚଳ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଅତି ବୀଭତ୍ସ ଭାବରେ ହାଣି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କୋମଣ୍ଡ ଗ୍ରାମର କେ.ମିଟୁ ରେଡ୍ଡୀ ଓରଫ ପଦ୍ମଚରଣ। ମିଟୁ ଓ…
Archives


