କରୋନା ଭାଇରସ୍‌

କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି।…

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏବେ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଗତ ୨୪…

କରୋନା ଭୟରେ ଡାଏନୋସର ପୋଷାକ

ନୂଆଦିଲ୍ଲୀ, ୨୭।୩- କରୋନାକୁ ନେଇ ବିଶ୍ୱବାସୀ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ଅଦ୍ୟାବଧି ଏହା ବିଶ୍ୱର ୧୯୯ ଦେଶକୁ ବ୍ୟାପି ସାରିଥିବା ବେଳେ ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶରେ…

କେରଳ କ୍ୱାରାଣ୍ଟାଇନ୍‌ରୁ ଫେରାର ଆଇଏଏସ୍‌ ଅଧିକାରୀ ଉତ୍ତରପ୍ରଦେଶରୁ ଠାବ

ତିରୁଭାନନ୍ତମପୁରମ,୨୭।୩: କରୋନା ଭାଇରସ୍‌ ବ୍ୟାପିବାକୁ ଥିବା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ ଡାଉନ୍‌ ଜାରି କରିଛନ୍ତି। କିନ୍ତୁ ଏହାରି ଭିତରେ ଜଣେ ଜୁନିୟର ଆଇଏଏସ୍‌ ଅଧିକାରୀ ଏହି ନିୟମର ମଜାକ ଉଡାଇବା ସହ କ୍ୱାରାଣ୍ଟାଇନ୍‌ରୁ ଫେରାର…

କର୍ମଚାରୀଙ୍କୁ ଘରକୁ ବିଦା କଲା ଫୁଟବଲ ଏଫ୍‌ଏଫ୍‌ଏ

ସିଡନୀ,୨୭।୩(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଫୁଟବଲ ଫେଡେରେଶନ ଅଫ୍‌ ଅଷ୍ଟ୍ରେଲିଆ (ଏଫ୍‌ଏଫ୍‌ଏ) ତା’ର କର୍ମଚାରୀଙ୍କୁ ଘରକୁ ବିଦା କରିଛି। ଫେଡେରେଶନର ୭୦ ପ୍ରତିଶତ କର୍ମଚାରୀଙ୍କୁ ଘରକୁ ଯିବାକୁ ପଡିଛି। କରୋନା ଭାଇରସ୍‌ କାରଣରୁ ସାରା ଦେଶରେ ଫୁଟବଲ ଇଭେଣ୍ଟ…

ଲକ୍‌ଡାଉନ୍‌ ସମୟରେ ବରଯାତ୍ରୀ ନେଇ ଯିବାରୁ ପୋଲିସ ଷ୍ଟେଶନରେ ରାତି କାଟିଲେ ବର

ଉଦ୍ଧମ ସିଂ ନଗର,୨୭।୩: କରୋନା ଭାଇରସ ସଂକ୍ରମଣକୁ ଦେଖି ଏବେ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ ଏହି ସମୟରେ ବିନା ଅନୁମତିରେ ଉତ୍ତରାଖଣ୍ଡ ଉଦ୍ଧମ ସିଂ ନଗରର ଜଣେ ବର ବରଯାତ୍ରୀ ସହ ବାହା ହେବାକୁ ଯାଉଥିବା ବେଳେ…

୪୪ଜଣଙ୍କ ଘର ଆଗରେ ଲାଗିଲା କରୋନା ପୋଷ୍ଟର

ତିର୍ତ୍ତୋଲ, ୨୭।୩ (ଡି.ଏନ୍‌.ଏ.)- ତିର୍ତ୍ତୋଲ ବ୍ଲକ ଅଞ୍ଚଳର ୪୪ ଜଣ ବାହାର ରାଜ୍ୟରୁ ନିକଟରେ ଗାଁକୁ ଫେରିଛନ୍ତି। ସେମାନେ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାମ ପଞ୍ଜୀକରଣ କରାଇଥିବା ବେଳେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ବ୍ଲକ ପ୍ରଶାସନ ପକ୍ଷରୁ ଗଠିତ ଟିମ୍‌ ସେମାନଙ୍କ…

କରୋନା ସହ ଲଢିବାକୁ ଭାରତୀୟ ସେନାର ‘ଅପରେଶନ ନମସ୍ତେ’

ନୂଆଦିଲ୍ଲୀ,୨୭।୩: ଦେଶ ଏବେ ପ୍ରସ୍ତୁତ କରୋନା ଭାଇରସ ସହ ଲଢିବାକୁ। ସାରା ଦେଶରେ ଏବେ ୨୧ ଦିନ ଲକ୍‌ ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ସାଧାରଣ ଜନତା ମଧ୍ୟ ଏହାକୁ ନେଇ ବେଶ୍‌ ସଚେତନ ହୋଇ ଯାଇଥିବା ଦେଖାଯାଇଛି। ମାହାମାରୀ କରୋନା…

ଲକ୍‌ଡାଉନ୍‌ ଯୋଗୁ ପ୍ରଭାବିତ ହେଉଛି ଗରିବଙ୍କ ଜୀବନ ଜୀବିକା: ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ହେଲେ ଏହାଦ୍ୱାରା ଗରିବ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୨୨୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଗରିବ, ଖଟିଖିଆ ଓ…

କରୋନା କବଳରେ ୧୦ ମାସର ଭାରତୀୟ ଶିଶୁ

ବେଙ୍ଗାଲୁରୁ,୨୭।୩: ଡରାଉଛି କରୋନା। ଏହି ମାହାମାରୀ ଏବେ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ ବହୁ ଶକ୍ତିଶାଳୀ ଦେଶ ମଧ୍ୟ କରୋନା ପାଖରେ ଏକ ପ୍ରକାର ହାର ମାରିଛନ୍ତି କହିଲେ ଚଳେ। ଭାରତରେ ଏକେ କରୋନା ତା’ର କାୟା ବିସ୍ତାର କରି…

କରୋନା ଭାଇରସ: ସାଇବାବା ସଂସ୍ଥାନ ଟ୍ରଷ୍ଟ ଦାନ କଲା ୫୧ କୋଟି ଟଙ୍କା

ସିରିଡି,୨୭।୩: କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବେଳକୁ ବେଳ ବଢିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଏବେ ସମସ୍ତେ ଏକାଠି ହୋଇଛନ୍ତି। ମହାରାଷ୍ଟ୍ର ଓ କେରଳରେ ସବୁଠାରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଏହି କରୋନା…

କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି ନେବ ବୋଲି କହିଛି। ତେବେ ସ୍ପେନର ଏହି ଜଣାଶୁଣା କ୍ଲବ ସବୁ କର୍ମଚାରୀ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?