କରୋନା ଭାଇରସ୍‌

କରୋନା ଭାଇରସ: ଓଲ୍ଡ ଏଜ୍‌ ହୋମ ପାଲଟିଛି ହଟ୍‌ସ୍ପଟ୍‌

ମୋନଟ୍ରିଆଲ,୨୫।୪: କରୋନା ଭାଇରସ ସଂକ୍ରମଣରେ ପଛରେ ପଡିନି କାନାଡା। ଏଠାରେ ଏବେ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ପାଖାପାଖି ହେଲାଣି। ଏହାସହ ୨,୩୦୦ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି। ଏଠାରେ ମୃତ୍ୟୁ ଘଟୁଥିବା ଅଧିକାଂଶ ଲୋକଙ୍କ ବୟସ ୫୦ରୁ ଊର୍ଦ୍ଧ୍ୱ…

ହସ୍ପିଟାଲରେ ଭର୍ତ୍ତି ହେବାକୁ ରାସ୍ତାରେ ଲାଇନ୍‌ ଲଗାଇଲେ କରୋନା ପଜିଟିଭ୍‌

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ରୋଗୀଙ୍କ ସହ ବଡ଼ ଅବହେଳା କରାଯାଇଥିବା ଚିତ୍ର ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କରୋନା ରୋଗୀମାନେ ରାସ୍ତାରେ ଲାଇନ୍‌ ଲଗାଇଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଇଟାଓ୍ବା ଜିଲାର…

ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ୫୨ ହଜାର ଟପିଲା

ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ନେଇ ଆମେରିକାରେ ସଙ୍କଟ ଦେଖାଦେଇଛି। ପୃଥିବୀରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଲକ୍ଷେ ୯୭ ହଜାର ୩୫୪ ରହିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ୩୩ ହଜାର ୬୯୭ ଛୁଇଁଛି। ଅପରପକ୍ଷରେ ୮ ଲକ୍ଷ ୭…

କରୋନା ମୁକାବିଲା: ୩.୪୯ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲାଣି ଗଞ୍ଜାମ ଜିଲା ପ୍ରଶାସନ, ୨୨୧ଜଣଙ୍କ କୋଭିଡ୍‌ ଟେଷ୍ଟିଙ୍ଗ ରିପୋର୍ଟକୁ ଅପେକ୍ଷା

ଛତ୍ରପୁର, ୨୫/୪(ଡିଏନଏ )- ଗଞ୍ଜାମ ଜ଼ିଲାରେ ଶୁକ୍ରବାର ସୁଦ୍ଧା ୧୦୭୪ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଛି। ଏଥିରୁ ୮୫୩ ଜଣଙ୍କ ରିପୋର୍ଟ ଆସିଥିବାବେଳେ କେହି ପଜିଟିଭ୍‌ ନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ତେବେ ଆଉ ୨୨୧ ଜଣଙ୍କ…

ଲକ୍‌ଡାଉନ କଟକଣା କୋହଳ ନେଇ ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ : ପୋଲିସ କମିଶନର

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍‌କୁ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲିବ। ପୂର୍ବଭଳି ଇ-କମର୍ସ କମ୍ପାନୀଗୁଡିକ ଜରୁରୀ ସାମଗ୍ରୀ ବିକ୍ରି କରିପାରିବେ। ତେବେ…

କରୋନା ସହିତ ଲଢ଼େଇ: ଟ୍ରମ୍ପ୍‌ଙ୍କ ଭୟଙ୍କର ପରାମର୍ଶକୁ ଗ୍ରହଣ କଲେନି ଡାକ୍ତର

ଓ୍ବାଶିଂଟନ,୨୫।୪: ଆମେରିକାରେ କରୋନା ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ତେବେ ମଧ୍ୟ ଏଠାରେ ମୃତ୍ୟୁ ସଂଖ୍ୟା ଅବା ସଂକ୍ରମିତଙ୍କ ସଂଖ୍ୟା ରୋକିବାରେ ସରକାର ସକ୍ଷମ ହୋଇ ପାରି ନାହାଁନ୍ତି। ଏପରିସ୍ଥଳେ କରୋନା ଲଢ଼େଇ ନେଇ ରାଷ୍ଟ୍ରପତି…

ମହାରାଷ୍ଟ୍ରରେ କରୋନା ନେଲାଣି ୩୦୧ ମୁଣ୍ଡ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏବେ ଏହା ଏକ ପ୍ରକାର ଅଣାୟତ୍ତ ହୋଇ ପଡିଲାଣି ବୋଲି କୁହାଯାଉଛି। ପ୍ରତିଦିନ ଏଠାରେ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶନିବାର ସକାଳ ସୁଦ୍ଧା…

ଦେଢ ବର୍ଷର ଶିଶୁକୁ ଘରେ ଛାଡି କନଷ୍ଟେବଳ ସାଜିଛନ୍ତି କରୋନା ଯୋଦ୍ଧା

ନୂଆଦିଲ୍ଲୀ,୨୫।୪: ନିଜର ବୃତ୍ତିକୁ ନେଇ ଦିନେ ପରିବାରଠାରୁ ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସମାଲୋଚନା ଶିକାର ହେଉଥିବା ମହିଳା କନଷ୍ଟେବଳ ଆଜି ଏକ ଅଦୃଶ୍ୟ ଯୁଦ୍ଧରେ ଅଗାଧାଡିର ଯୋଦ୍ଧା ସାଜିଛନ୍ତି। ଆଉ ଏବେ ତାଙ୍କ କାମକୁ ପରିବାର ଓ ପଡୋଶୀ ଖୁବ୍‌…

ଦିଲ୍ଲୀରେ ଜଣେ ହେଡ୍‌ କନଷ୍ଟେବଳ କରୋନା ପଜିଟିଭ୍‌: କ୍ୱାରାଣ୍ଟାଇନ୍‌ରେ ୧୧ ପୋଲିସ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀର ଅଲିପୁର ଥାନାରେ ଜଣେ ହେଡ୍‌ କନଷ୍ଟେବଳ କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଥାନାରେ ଅନ୍ୟ ୧୧ ପୋଲିସକର୍ମୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଦିଲ୍ଲୀ ପୋଲିସକର୍ମୀଙ୍କ ମଧ୍ୟରେ କରୋନା ଭାଇରସ୍‌ ବୃଦ୍ଧି ପାଉଥିବା ମାମଲାକୁ ଦେଖି ପୋଲିସ…

ବିନା ଲକ୍‌ଡାଉନ୍‌ରେ ବି କରୋନାକୁ ପରାସ୍ତ କରିଛି ଭିଏତ୍‌ନାମ୍‌: କୌଣସି ସଂକ୍ରମିତଙ୍କ ହୋଇନି ମୃତ୍ୟୁ

ହନୋଇ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ଆମେରିକାରେ ମୃତକଙ୍କ ସଂଖ୍ୟା ୫୧ ହଜାର ଟପିଛି। ସେହିପରି ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ସ୍ଥିତି ଅସମ୍ଭାଳ…

କୋଭିଡ-୧୯: ବ୍ରାଜିଲରେ ମୃତଦେହ ରଖିବାକୁ ସ୍ଥାନର ଅଭାବ!

ବ୍ରସିଲିଆ,୨୫।୪: କରୋନା ସଂକ୍ରମଣ ଚାଇନାରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ ମହାମାରୀର ରୂପ ନେଇଛି। ଆମେରିକାରେ ପ୍ରତିଦିନ ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ଖବର ଆସଛି। ଅନ୍ୟପଟେ ବ୍ରାଜିଲ ରାଷ୍ଟ୍ରପତି ପ୍ରଥମେ କରୋନାକୁ ଏହ ସାଧାରଣ…

ଦୋକାନରେ ଔଷଧ କିଣାରୁ ମିଳିଲା ତଥ୍ୟ: ୨୦ ଜଣଙ୍କ ଠାରେ ଶ୍ୱାସକ୍ରିୟା ସମସ୍ୟା, ଫ୍ଲୁ

ଛତ୍ରପୁର, ୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଥିବା ଘରୋଇ ଔଷଧ ଦୋକାନୀଗୁଡ଼ିକ ସେମାନଙ୍କ ଦୋକାନରୁ ଔଷଧ କିଣୁଥିବା ଲୋକଙ୍କ ତଥ୍ୟ ଦୈନିକ ଡ୍ରଗ ଇନ୍ସପେକ୍ଟରଙ୍କୁ ଦେବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବାଧ୍ୟତାମୂଳକ କରିଥିଲେ। ଏହି ପରିପ୍ରେକ୍ଷୀରେ ଔଷଧ ଦୋକାନୀଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?