କରୋନା ଭାଇରସ୍‌

କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ

କଟକ ଅଫିସ୍‌,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ କୋଟେଚାଙ୍କ ଘୋଷଣା ଅନୁଯାୟୀ କରୋନାରୁ ଆରୋଗ୍ୟ ପାଇଁ କେତେକ ଆୟୁର୍ବେଦିକ ଔଷଧକୁ ପରୀକ୍ଷାମୂଳକ ବ୍ୟବହାର…

ଟ୍ରେନ୍‌ ବାତିଲ ପରେ ଦାଦନଙ୍କ ଭିଡ଼

ସୁରଟ୍‌, ୯ା୫: ଟ୍ରେନ୍‌ ବାତିଲ ପରେ ସୁରଟ୍‌ ସହରରେ ଦାଦନ ଶ୍ରମିକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ସେଠାରେ ଥିବା କମ୍ପାନୀଗୁଡ଼ିକ ଲକ୍‌ଡାଉନ ଯୋଗୁ ବନ୍ଦ ହୋଇଯିବା ଫଳରେ ଭୋକ ଉପାସରେ ରହୁଥିବା ପୂର୍ବାଞ୍ଚଳ ରାଜ୍ୟର ଶ୍ରମିକମାନେ ଘରକୁ ଫେରିବାର ଆଶା…

‘ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ’

ନୂଆଦିଲ୍ଲୀ,୯ା୫(ଆଇଏଏନ୍‌ଏସ୍‌): ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫୬,୩୪୨ ଛୁଇଁବା ପରେ ଆମକୁ କରୋନା ଭାଇରସ୍‌ ସହ ରହିବା ଶିଖିବାକୁ ପଡ଼ିବ ଏବଂ ଏହା ଏକ ସହଜ ଯୁଦ୍ଧ ନୁହେଁ ବୋଲି ଶୁକ୍ରବାର କେନ୍ଦ୍ର ସରକାର ମାନିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଲବ…

ଅନ୍‌ଲାଇନ୍‌ରେ ପାନ୍ଥନିବାସ ଖାଦ୍ୟ

ଭୁବନେଶ୍ୱର,୯।୫(ବ୍ୟୁରୋ): ଏଣିକି ଅନ୍‌ଲାଇନ୍‌ରେ ମିଳିବ ପାନ୍ଥନିବାସର ସୁସ୍ବାଦୁ ଖାଦ୍ୟ। ଘରେ ବସି ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇହେବ। ଘରଠାରୁ ଦୂରରେ ଏକାକୀ ରହୁଥିଲେ ବି ଘର ଭଳି ଖାଦ୍ୟ ହାତପାଆନ୍ତାରେ ମିଳିବ। ତାହା ପୁଣି ବିନା କୌଣସି ଝିନ୍‌ଝଟରେ। ଡାଲ୍‌ମା,…

ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି

ନୂଆଦିଲ୍ଲୀ, ୯ା୫: ପ୍ରାଣଘାତୀ କରୋନା ଲୋକଙ୍କ ଜୀବନ ନେବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ରୋଗୀଙ୍କୁ ପ୍ଲାଜ୍‌ମା ଥେରାପି ଲାଗି ଆଇସିଏମ୍‌ଆର୍‌କୁ ସ୍ବୀକୃତି ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ, ନ୍ୟାଶନାଲ ଏଥିକ୍ସ…

ୟୁକ୍ରେନ୍‌ରେ ପଢୁଥିବା ଛାତ୍ରୀଛାତ୍ରଙ୍କ ବିମାନ ଖର୍ଚ୍ଚରେ ସବ୍‌ସିଡି ଦାବି

ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କ ମାତାପିତା। ପ୍ରତିବର୍ଷ ପ୍ରାୟ ୧ ହଜାର ଛାତ୍ରୀଛାତ୍ର ମେଡିକାଲ ଶିକ୍ଷା ପାଇଁ ୟୁକ୍ରେନ୍‌ ଯାଉଥିବାବେଳେ ସେମାନେ ଏବେ ସେଠାରେ ଫସି ରହିଛନ୍ତି।…

୧୦ ହଜାର ଟପିଲା ‘ମୋ ପ୍ରତିଭା’ ଆବେଦନ

ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍‌ଡାଉନ୍‌ରେ ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍‌ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ ଅନ୍‌ଲାଇନ୍‌ ପ୍ରତିଯୋଗିତା ଇତି ମଧ୍ୟରେ ୫…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ନିଶ୍ଚିନ୍ତକୋଇଲି,୯।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ଶାସନ ପଞ୍ଚାୟତର ୮୩ ମହିଳା ସୟଂସହାୟକ ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମିଶି ୬୦,୦୦୬ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ସ୍ଥାନୀୟ ତହସିଲଦାରଙ୍କୁ ଏହି ସହାୟତା ରାଶି…

କରୋନା ସମ୍ପର୍କରେ ଶିଶୁଙ୍କୁ ସଚେତନ କରାଯିବ

କଟକ ଅଫିସ୍‌,୯।୫: ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଶିଶୁମାନଙ୍କର ସୁରକ୍ଷା ପାଇଁ ଏକ ରାଜ୍ୟ ସ୍ତରୀୟ ପ୍ରଚାର ଅଭିଯାନର ଶୁକ୍ରବାର ଶୁଭାରମ୍ଭ ହୋଇଛି। ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୁମାରୀ ସଞ୍ଜୁ ପଣ୍ଡା ମୁଖ୍ୟ…

ଛଟେଇ ଆଣିବ ଅର୍ଥନୀତିରେ ସୁନାମି

ନୂଆଦିଲ୍ଲୀ,୯ା୫: କରୋନା ଭାଇରସ୍‌ ବିରୋଧରେ ଲଢ଼େଇ ପାଇଁ ଦେଶବ୍ୟାପୀ ଜାରି କରାଯାଇଥିବା ଲକ୍‌ଡାଉନ୍‌ ଅନ୍‌ ଅଫ୍‌ ସୁଇଚ୍‌ ଭଳି ନୁହେଁ। କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧି ଶେଷ କରିବାକୁ ଚାହୁଁଥିଲେ ଦେଶବାସୀଙ୍କଠାରେ ମନସ୍ତାତ୍ତ୍ୱିକ ପରିବର୍ତ୍ତନ ଆଣିବା ଦରକାର ବୋଲି କଂଗ୍ରେସର ପୂର୍ବତନ…

ଯୁଦ୍ଧଠୁ କମ୍‌ ନୁହେଁ ପ୍ରତିଦ୍ୱନ୍ଦ୍ୱିତା

ନ୍ୟୁୟର୍କ,୯ା୫: ୧୯୬୧ରେ ସୋଭିଏଟ ସଂଘ ମହାକାଶକୁ ପ୍ରଥମଥର ପାଇଁ ମଣିଷ ପଠାଇବା ପରେ ଆମେରିକାର ଆମତ୍ବିଶ୍ୱାସ ଉପରେ ବିଦ୍ୟୁତ୍‌ ଆଘାତ ଭଳି ଝଟକା ଲାଗିଥିଲା। ଏବେ ଯଦି ଚାଇନା କୋଭିଡ୍‌-୧୯ ଭାକ୍‌ସିନ ସଫଳତାର ସହ ବିକଶିତ କରେ ତେବେ ଆମେରିକାର ସମ୍ମାନକୁ…

କୋଭିଡ୍‌-୧୯: ‘ମାଇକ୍ରୋସଫ୍ଟ ଟିମ୍‌’ରେ ପାଠପଢ଼ିବେ ସରକାରୀ ସ୍କୁଲ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଦେଶ ସମେତ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯାଇଥିବାବେଳେ ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟ ସରକାର ହ୍ବାଟ୍‌ସଆପ୍‌ ଏବଂ ଡିଡି ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?