ସୁପର ସ୍ପ୍ରେଡର୍ ହେଲା ବିବାହ: ବର,କନ୍ୟା ସମେତ ୪୭ ଆକ୍ରାନ୍ତ
କାସରଗୋଡ,୨୭।୭: ସାରା ଦେଶରେ ବର୍ତ୍ତମାନ ମହାମାରୀ କରୋନା ସଂକ୍ରମଣ ସଙ୍କଟ ସଙ୍ଗୀନ ହେବାରେ ଲାଗିଛି। କରୋନା ସହ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ କେତେକ ଗାଇଡଲାଇନ୍ ଜାରି କରାଯାଇଛି। ସେଥିମଧ୍ୟରୁ ସାମାଜିକ ଦୂରତ୍ୱ ହେଉଛି ଅନ୍ୟତମ। କରୋନାରୁ ବର୍ତ୍ତିବା ପାଇଁ…
ଦିଲ୍ଲୀରେ ସୁଧୁରୁଛି କରୋନା ସ୍ଥିତି: ଦିନକରେ ୬୧୩ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ,୨୭।୭: କିଛି ଦିନରୁ ଦିଲ୍ଲୀରେ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ଥିବା ବେଳେ ବର୍ତ୍ତମାନ ଏଥିରେ ଉନ୍ନତି ହେଉଥିବାର ପରିଲିକ୍ଷିତ ହେଉଛି। ପ୍ରଥମ ଥର ଦିଲ୍ଲୀରେ ସୋମବାର ମାତ୍ର ୬୧୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ଗତ ୬୫ଦିନ ପରେ…
ରାୟଗଡ଼ାରୁ ୧୨ କରୋନା ଯୋଦ୍ଧା ସମେତ ୬୮ ପଜିଟିଭ ଚିହ୍ନଟ, ୪୮ ଘଣ୍ଟା ଟାଉନ ଥାନା ସିଲ୍
ରାୟଗଡା ଅଫିସ, ୨୭।୭: ରାୟଗଡ଼ା ଜିଲାରୁ ସୋମବାର ୬୮ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଏଥିରେ ରହିଛନ୍ତି ୧୨ ଜଣ କରୋନା ଯୋଦ୍ଧା। ରାୟଗଡା ଟାଉନ ଥାନାର ୧୨ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବାରୁ ରାଜ୍ୟ ସରକାରଙ୍କ…
କରୋନା ଟୀକା ପ୍ରଥମେ ଦିଆଯିବ ଏସବୁ ସହରରେ…
ନୂଆଦିଲ୍ଲୀ, ୨୭।୭: ଭାରତରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବିଭିନ୍ନ ଦେଶର ବୈଜ୍ଞାନିକ ଲାଗି ରହିଛନ୍ତି। ଏପରିସ୍ଥଳେ ଭାରତ ମଧ୍ୟ ପଛରେ ନାହିଁ। ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରେ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି…
ଜନଗହଳି ସମ୍ପର୍କରେ ସୂଚନା ଦେବ ଆପ୍: ଓଡ଼ିଆ ଉଦ୍ୟୋଗୀଙ୍କ କୃତିତ୍ୱ
ଲଣ୍ଡନ, ୨୭।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ସୃଷ୍ଟି କରିଛି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେବେ କେଉଁ ସ୍ଥାନରେ ଜନଗହଳି ରହିଛି ସେ ସମ୍ପର୍କରେ ସୂଚନା ଦେବା ପାଇଁ ଏକ ଆପ୍ ବିକଶିତ କରାଯାଇଛି। ଏକ୍ସପର୍ଟନେଷ୍ଟ…
ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍
ସରଣ୍ଡା,୨୭।୭( ଡି.ଏନ୍.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ ପଜିଟିଭ ହୋଇଥିବା ବରଗଡ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହାପରେ ଅତାବିରାରେ କରୋନା…
ଲକ୍ଡାଉନ୍ରେ ପରିବା ବିକ୍ରି କଲେ ବୃଦ୍ଧା: ଜିଲାପାଳ ନେଲେ ଏଭଳି ପଦକ୍ଷେପ, ଜାଣିଲେ କରିବେ ପ୍ରଶଂସା
କରୋନା ଯୋଗୁ ଅଧିକାଂଶ ସ୍ଥାନରେ ଜାରି ରହିଛି ଲକ୍ଡାଉନ୍। ଏହି ସମୟରେ କରୋନା ଯୋଦ୍ଧା ନିଜର କର୍ତ୍ତବ୍ୟ କରିବା ସାଙ୍ଗକୁ ମାନବିକତା ଦେଖାଉଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଛତିଶଗଡ଼ ଦୁର୍ଗ ସହରର ଏମିତି ଏକ ଭିଡିଓ ଏବେ…
କୋଭିଡ୍ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍
ଭଦ୍ରକ ଅଫିସ, ୨୭।୭: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍ କରାଯାଇଛି। ଏ ନେଇ ଉପଜିଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି। ଏକତା ମାର୍କେଟ ଓ ଅପର୍ତିବିନ୍ଧା ଛକରେ ଥିବା…
ସାମାଜିକ ଦୂରତା ମାନୁନାହାନ୍ତି ପରିବା ଦୋକାନୀ: ଗୋଷ୍ଠୀ ସଂକ୍ରମଣ ଆଶଙ୍କା
ଗଞ୍ଜାମ,୨୭ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏଥିପାଇଁ ସରକାର ଓ ପ୍ରଶାସନ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିମନ୍ତେ ବାରମ୍ବାର ସଚେତନ କରି ଆସୁଛନ୍ତି l କିନ୍ତୁ କେତେକ…
ଘଞ୍ଚଜଙ୍ଗଲ ପାର କରି ଲୋକଙ୍କୁ ମାଗଣାରେ ଔଷଧ ପହଞ୍ଚାଉଛନ୍ତି ଏହି ମହିଳା
ରାୟପୁର,୨୭।୭: ମହାମାରୀ କରୋନା କାଳରେ ଯେଉଁଠାରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ରହୁଛନ୍ତି। ସେଠାରେ କରୋନା ସହ ଲଢ଼ିବା ପାଇଁ ସବୁଠାରୁ ଆଗରେ ଛିଡ଼ା ହୋଇଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା ପ୍ରଦାନ କରୁଛନ୍ତି। ଏଭଳି…
ପ୍ରାଇଭେଟ୍ ସ୍କୁଲ ଫି ଚାପରେ ଅତିଷ୍ଠ ହୋଇ ୪୩ ହଜାରରୁ ଅଧିକ ଛାତ୍ରୀଛାତ୍ର କଲେ ଏପରି…
ଗୁଡ଼ଗାଓଁ, ୨୭।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ…
ବିନା ମାସ୍କରେ ବିମାନରେ ଯାତ୍ରା କରୁଥିଲେ ମହିଳା, ଆଉ ତା’ପରେ
କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ସମଗ୍ର ବିଶ୍ୱରେ ଲକ୍ଡାଉନ୍ ଜାରି କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ମାତ୍ର ମାସ୍କ ନ ପିନ୍ଧି ବିମାନରେ ଯାତ୍ରା କରିବା ଜଣେ ମହିଳାଙ୍କୁ ଭାରି ପଡ଼ିଛି। ମହିଳାଜଣଙ୍କ…
Archives


