କରୋନା ଭାଇରସ୍‌

ଦିଲ୍ଲୀରୁ ଆସିଲା ଖୁସି ଖବର: ୭୩ ଦିନ ମଧ୍ୟରେ ମାଗଣାରେ ମିଳିବ କରୋନା ଟୀକା

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଇତିମଧ୍ୟରେ ଦିଲ୍ଲୀରୁ ଖୁସି ଖବର ଆସିଛି। ଆସନ୍ତା ୭୮୩ ଦିନ…

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୭୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୩।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ କରୋନା ସଂକ୍ରମଣ ପୁଣି ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିଛି। ଗତ ୨୪ ଘଣ୍ଟାରେ ୭୦ ହଜାର…

ଦିନକୁ ୧୦ ଲକ୍ଷ କରୋନା ପରୀକ୍ଷା

ନୂଆଦିଲ୍ଲୀ, ୨୩ା୮: ମହାମାରୀ କରୋନାର ଉଗ୍ରରୂପ ଜାରି ରହିଥିବାବେଳେ କରୋନା ପରୀକ୍ଷାରେ ଭାରତ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଗୋଟିଏ ଦିନକରେ ଦେଶରେ ୧୦ ଲକ୍ଷରୁ ଅଧିକ କରୋନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ଅଦ୍ୟାବଧି ଭାରତରେ ୩.୪୫ କୋଟିରୁ…

‘ତବ୍‌ଲିଘିରେ ଯୋଗଦେଇଥିବା ବିଦେଶୀଙ୍କୁ ବଳିବୋଦା କରାଯାଇଛି’

ମୁମ୍ବାଇ, ୨୩।୮: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଦେଶୀ ନାଗରିକଙ୍କୁ ବଳିବୋଦା କରାଯାଇ ସେମାନେ ଦେଶରେ କରୋନା ମହାମାରୀ ସଂକ୍ରମଣ ପାଇଁ ଦାୟୀ ବୋଲି ଅଭିଯୋଗ ଅଣାଯାଇଥିଲା। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌…

ଆନ୍ତଃରାଜ୍ୟ ପରିବହନ ବନ୍ଦ କରନାହିଁ

ନୂଆଦିଲ୍ଲୀ, ୨୩।୮: ଅନ୍‌ଲକ୍‌ ୩ ବା କରୋନାଜନିତ ଲକ୍‌ଡାଉନ କଟକଣା କୋହଳ ହେବାର ତୃତୀୟ ପର୍ଯ୍ୟାୟରେ ଆନ୍ତଃରାଜ୍ୟ କିମ୍ବା ରାଜ୍ୟ ଭିତରେ ଜନସାଧାରଣଙ୍କ ଯାତାୟାତ ଓ ମାଲ୍‌ ପରିବହନ ଉପରେ କେନ୍ଦ୍ରୀୟ ଗାଇଡ୍‌ଲାଇନରେ କୌଣସି କଟକଣା ଲାଗୁ ହୋଇନାହିଁ। ତେଣୁ ଆନ୍ତଃରାଜ୍ୟ…

ରାଜ୍ୟରେ ସୁସ୍ଥ ହେଲେ ୧୭୭୩ କରୋନା ଆକ୍ରାନ୍ତ : ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨୨।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୧୭୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଗଞ୍ଜାମରୁ ୨୧୬, କଟକରୁ ୧୪୭, ସମ୍ବଲପୁରରୁ ୧୨୫, କନ୍ଧମାଳରୁ ୯୨, ଯାଜପୁରରୁ ୮୭, ମୟୂରଭଞ୍ଜରୁ ୮୦, ରାୟଗଡାରୁ ୭୭,…

କୋରାପୁଟରେ ୨୪୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୮୦ ପଜିଟିଭ୍‌ ଚିହ୍ନଟ

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୮୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୦ ପୁରୁଷ ଏବଂ ୩୦ ମହିଳା ଅଛନ୍ତି। ଆଜି ଚିହ୍ନଟ ହୋଇଥିବା ପଜିଟିଭ୍‌ଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା୨୪୩୦କୁ ବୃଦ୍ଧିପାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ଟିଏମସିରୁ…

ଏବେ କରୋନା ସଂକ୍ରମଣରେ ପିକ୍‌ରେ ରହିଛି ଭୁବନେଶ୍ୱର, ସତର୍କ ରୁହନ୍ତୁ..

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହୋଇପଡ଼ୁଛି। ତେବେ ଜୁଲାଇରେ ଭୁବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା। ସର୍ଭେ ଅନୁସାରେ ବହୁତ ଅଳ୍ପ ଲୋକଙ୍କ ଦେହରେ ଆଣ୍ଟିବଡ଼ି ରହିଛି। ସ୍ବଳ୍ପ ଆଣ୍ଟିବଡ଼ି ଆଧାରରେ ଆମର ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଅନ୍ୟ…

ଏହି ଭାଜପା ନେତାଙ୍କୁ କରୋନା

କୋରାପୁଟ,୨୨ା୮(ସ୍ବ.ପ୍ର.): କୋରାପୁଟ ଜିଲାର ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଏମ୍‌ପି ଓ ମନ୍ତ୍ରୀ ଜୟରାମ ପାଙ୍ଗି ଶନିବାର କରୋନାରେ ଆକ୍ରାନ୍ତ ହୋଇଥିବା ଟୁଇଟ୍‌ କରି କହିଛନ୍ତି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ କୋରାପୁଟରେ ରହି ଚିକିତ୍ସିତ ହେଉଛନ୍ତି। ସେପଟେ ପଜିଟିଭ୍‌…

କରୋନାର ନୂଆ ଔଷଧ: ନାକରେ ଲଗାଇଲେ ମରିଯିବ ଭାଇରସ!

ଓ୍ବାଶିଂଟନ,୨୨।୮: କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ କରୋନା ସଂକ୍ରମଣକୁ ନେଇ ଆମେରିକାର ସ୍ଥିତି ସବୁଠାରୁ ଖରାପ ରହିଛି। ଏଠାରେ ଲକ୍ଷାଧିକ ଲୋକ କରୋନା କବଳରେ ପଡି ଛଟପଟ ହେଉଛନ୍ତି। ସାରା ବିଶ୍ୱରେ…

ଲାଲବାଗ ରାଜାରେ ‘ଆରୋଗ୍ୟ ଉତ୍ସବ’ ରୂପେ ପାଳନ ହେଲା ଗଣେଶ ଉତ୍ସବ

ମୁମ୍ବାଇ,୨୨।୮: ସାରା ଦେଶରେ ଶନିବାର ଉତ୍ସବର ମାହୋଲ ଦେଖାଦେଇଛି। ଚଳିତ ଥର କରୋନା କାଳ ଯୋଗୁ ସାର୍ବଜନୀନ ସ୍ଥାନରେ ଗଣେଶ ପୂଜା ଉପରେ କଟକଣା ଲଗାଯାଇଥିବା ବେଳେ ନିଜ ନିଜ ଘରେ ସମସ୍ତେ ପୂଜାର୍ଚ୍ଚନା କରିଛନ୍ତି। ପ୍ରତିବର୍ଷ ମାୟାନଗରୀ ମୁମ୍ବାଇରେ ବେଶ୍‌…

କରୋନା କବଳରେ ଭଦ୍ରକ ଏମ୍‌ପିଙ୍କ ପରିବାର: ମଞ୍ଜୁଲତା ମଣ୍ଡଳଙ୍କ ସମେତ ୪ ଆକ୍ରାନ୍ତ

ଭଦ୍ରକ ଅଫିସ,୨୨। ୮: ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ସମେତ ତାଙ୍କ ସ୍ବାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ଘରର ୪ ଜଣଙ୍କୁ କରୋନା ହୋଇଥିବା ଶନିବାର ଜଣାପଡିଛି। ଏ ନେଇ ଏମ୍‌ପି ଓ ପୂର୍ବତନ ବିଧାୟକ ଉଭୟେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?