କରୋନା ଭାଇରସ୍‌

କରୋନା ମାର୍ଗଦର୍ଶିକାକୁ ଫୁ: ଭାଜପା ନେତାଙ୍କ ନାତୁଣୀ ନିର୍ବନ୍ଧରେ ୬ ହଜାରରୁ ଅଧିକ ଅତିଥି

ସୁରଟ,୨।୧୨: ଗୁଜରାଟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଏଥିରୁ ଦୂରେଇ ରହିବା ପାଇଁ କଡ଼ା ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ମାର୍ଗଦର୍ଶିକାକୁ ସାଧାରଣ ଲୋକେ ପାଳନ କରୁଥିବାବେଳେ ରାଜନୈତିକ ନେତା ଏହାକୁ ଖୋଲା ଖୋଲି ଉଲ୍ଲଂଘନ…

ସନ୍ନି ଦେଓଲ କରୋନା ପଜିଟିଭ୍‌

ଗୁରୁଦାସପୁର,୨।୧୨: ଗୁରୁଦାସପୁର ଏମ୍‌ପି ସନ୍ନି ଦେଓଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ବୁଧବାର ସନ୍ନି ଟୁଇଟ୍‌ କରି ଜଣାଇଛନ୍ତି। ସେ ଏବେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ସହିତ ମିଳାମିଶା କରି ଲୋକେ…

ଚାଇନାର ବନ୍ଧୁ ପଣିଆ: କିମ୍‌ ଜୋଙ୍ଗ୍‌ଙ୍କୁ କରୋନା ଟିକା ଦେଲେ ଜିନ୍‌ପିଙ୍ଗ୍‌

ବେଜିଂ,୧।୧୨: ଚାଇନା ଉତ୍ତର କୋରିଆ ପ୍ରତି ଥିବା ନିଜର ବନ୍ଧୁ ପଣିଆ ଦେଖାଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ପ୍ରତି ନିଜର ପ୍ରତିଶ୍ରୁତି ବଦ୍ଧତା ଦେଖାଇ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ସରକାର କରୋନା ଟିକା ପହଞ୍ଚାଇଛନ୍ତି। ଉତ୍ତର…

ରାଜ୍ୟରେ ୪୦୦ ତଳକୁ ଖସିଲା କରୋନା ପଜିଟିଭ୍‌ ସଂଖ୍ୟା , ୫ ମୃତ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୯ ଜଣ ଲୋକାଲ…

୨୦୨୨ ସୁଦ୍ଧା ପୃଥିବୀର ସମସ୍ତଙ୍କୁ ଦିଆଯିବ କରୋନା ଟିକା: ୨୦୦୦ ହଜାର କାର୍ଗୋ ବିମାନରେ ହେବ ପରିବହନ

ଓ୍ବାଶିଂଟନ,୧।୧୨: ପୃଥିବୀର ସମସ୍ତ ଲୋକଙ୍କୁ ୨୦୨୨ ସୁଦ୍ଧା କରୋନା ଟିକା ଦିଆଯିବ। ୭ ଶହ କୋଟି ଲୋକଙ୍କ ପାଖରେ ୧୪ ଶହ କୋଟି ଟିକା ପହଞ୍ଚାଇବା ପାଇଁ ବିଭିନ୍ନ ବିମାନ କମ୍ପାନୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଟିକା ପରିବହନ କାର୍ଯ୍ୟରେ…

କରୋନା କେଉଁଠୁ ଆସିଛି ଜାଣିବା ଜରୁରୀ: ଡବ୍ଲୁଏଚ୍‌ଓ

ଜେନେଭା,୧ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ଜେନରାଲ ଟେଡ୍ରୋସ୍ ଅଦାନମ ଘେବ୍ରୟସସ କହିଛନ୍ତି କରୋନା ଭାଇରସ କେଉଁଠୁ ଆସିଛି ତାହା ଜାଣିବା ଜରୁରୀ । ଏହା ଜାଣିଲେ ଭବିଷ୍ୟତରେ ଏମିତି ସମସ୍ୟାର ସମାଧାନ ଆମେ କରିପାରିବା ବୋଲି ସେ କହିଛନ୍ତି…

୮୦୦ ଟଙ୍କାରେ କୋଭିଡ୍‌ ଆର୍‌ଟି-ପିସିଆର୍‌ ଟେଷ୍ଟ

ନୂଆଦିଲ୍ଲୀ, ୧।୧୨: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫.୬ ଲକ୍ଷ ଉପରେ ଅଛି। ଅଧିକରୁ ଅଧିକ ପରୀକ୍ଷା ଉପରେ ଏଠାରେ ଜୋର୍‌ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଘରୋଇ ହସ୍ପିଟାଲ ଲାଗି ସୋମବାର କୋଭିଡ୍‌…

‘ଅଗଷ୍ଟ ସୁଦ୍ଧା ୩୦ କୋଟିଙ୍କୁ ଟିକା’

ନୂଆଦିଲ୍ଲୀ, ୧।୧୨: ୨୦୨୧ ଅଗଷ୍ଟ ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୋମବାର କହିଛନ୍ତି। ଆଗାମୀ ୪ ମାସ ମଧ୍ୟରେ ଭାରତରେ ଟିକା ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏଥିଲାଗି…

କରୋନା ଭ୍ୟାକ୍ସିନ: ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଖର୍ଚ୍ଚ କରିବେ ଚାରିଶହ ଟଙ୍କା!

ନୂଆଦିଲ୍ଲୀ,୧ ।୧୨: କରୋନା ମହାମାରୀକୁ ଦୂରେଇବା ପାଇଁ ଏହାର ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ପ୍ର୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି । ଆଉ ଅଳ୍ପଦିନ ମଧ୍ୟରେ ଏହା ଉପଲବ୍ଧ ହେବ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ସରକାର ଯୋଜନା ପ୍ରସ୍ତୁତ…

ଭୁବନେଶ୍ୱରରୁ ଆଜି ପୁଣି ୨୮ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି କମୁନି ଲୋକାଲ କେସ୍‌

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୨୮ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୨୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

କରୋନା ଭ୍ୟାକ୍ସିନ ସମ୍ପର୍କରେ ସରଳରେ ଲୋକଙ୍କୁ ବୁଝାଇ ଦେବାକୁ କହିଲେ ମୋଦି

ନୂଆଦିଲ୍ଲୀ,୩୦ ।୧୧: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଏବେ ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଭାରତ ବି ଏ କ୍ଷେତ୍ରରେ ପଛରେ ନାହିଁ । ଦେଶରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ୩ଟି ଟିମ୍ ସହ ପ୍ରଧାନମନ୍ତ୍ରୀ…

ରାଜ୍ୟରେ ପୁଣି ୪୧୮ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ରାଜ୍ୟରେ ପୁଣି ୪୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୧ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୭୭ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?