କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!
ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ ବେନ ଆଣ୍ଡ ଜେରି ଆଇସକ୍ରିମ ପାଇଁ ବେଶ ଜଣାଶୁଣା । ଏବେ ଘୋଷଣା କରାଯାଇଛି…
ବିଧାୟକ ବିଷ୍ଣୁ ସେଠୀ କରୋନା ଆକ୍ରାନ୍ତ
ଭଦ୍ରକ ଅଫିସ,୪ା୭: ଭଦ୍ରକ ଜିଲା ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଡାଇବେଟିସ୍ ବୃଦ୍ଧି ହୋଇଥିବାରୁ ନିଜକୁ ଅସୁସ୍ଥତା ଅନୁଭବ କରି ଚିକିତ୍ସା ପରେ…
ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍-ସ୍ପୋଟର୍ସ କମ୍ପ୍ଲେକ୍ସ୍…
ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍ଲକ୍ ସୋମବାର ଆରମ୍ଭ ହେବ। ଅନ୍ଲକ୍ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍ ଏବଂ ସ୍ପୋଟର୍ସ କମ୍ପ୍ଲେକ୍ସ୍ ଖୋଲାଯିବ। ଅପରପକ୍ଷରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ୍, ସୁଇମିଂ ପୁଲ୍ ଆଦି ପୂର୍ବପରି ବନ୍ଦ…
ଧାର୍ମିକ ସ୍ଥଳ ଖୋଲିବାକୁ ମିଳିଲା ଅନୁମତି, ହଟିଲା ୱିକ ଏଣ୍ଡ କର୍ଫ୍ୟୁ
ବେଙ୍ଗାଲୁରୁ,୪ ।୭: ସମୟକ୍ରମେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କର୍ନାଟକ ସରକାର ଲଗାଇଥିବା କଟକଣାରେ କିଛିଟା କୋହଳ କହିଛନ୍ତି । ଏବେ ରାଜ୍ୟରେ ଧାର୍ମିକ ସ୍ଥଳ ଖୋଲାଯିବା ସହ ବିବାହ କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି ।…
ଡାକ୍ତର-ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁ ଭାରତ ରତ୍ନ,ଦାବି କଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୪।୭: କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦାବି କରିଛନ୍ତି। କରୋନା ଲଢ଼େଇରେ ପ୍ରାଣବଳୀ ଦେଇଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି…
ସୋମବାରଠାରୁ ଗଞ୍ଜାମରେ କୋଭାକ୍ସିନ ଟିକାକରଣ
ଛତ୍ରପୁର,୪ା୭(ଡି.ଏନ୍.ଏ.): ଭୁବନେଶ୍ୱର ପରେ ପ୍ରଥମ ଥର ପାଇଁ ଗଞ୍ଜାମ ଜିଲାରେ କୋଭାକ୍ସିନ ପହଞ୍ଚିଛି। ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲା ପାଇଁ ୧ ଲକ୍ଷ ୪୦ ହଜାର କୋଭାକ୍ସିନ ପହଞ୍ଚିବା ପରେ ଏହାକୁ ରବିବାର ଟିକାଦାନ କେନ୍ଦ୍ରକୁ ପଠାଇ କାର୍ଯ୍ୟ ଆରମ୍ଭ…
ଅକ୍ଟୋବର-ନଭେମ୍ବରରେ ଶୀର୍ଷରେ ପହଞ୍ଚିବ ତୃତୀୟ ଲହର, ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ…
ନୂଆଦିଲ୍ଲୀ,୪।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଡିପାର୍ଟମେଣ୍ଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି ପକ୍ଷରୁ ଚେତାବନୀ ଦିଆଯାଇଛି। ଗାଣିତିକ ମଡେଲ ଆଧାରରେ ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଏହା…
ଦୈନିକ ସଂକ୍ରମଣରେ ଲଗାମ୍, ପିଜିଟିଭ୍ ହାର ୨.୩୪ ପ୍ରତିଶତ…
ନୂଆଦିଲ୍ଲୀ,୪।୭: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗିଛି। ଲଗାତାର ୭ ଦିନ ଧରି ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳେ ରହିଛି। ଗତ…
ମାରାତ୍ମକ ଡେଲ୍ଟା ଭାଇରସ ବଦଳୁଛି ବାରମ୍ବାର: ସତର୍କ କଲା ଡବ୍ଲୁଏଚ୍ଓ
ଜେନେଭା,୩ ।୭: ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲ୍ଟା ଭାଇରସ ଏବେ ବିଶ୍ୱର କିଛି ଦେଶକୁ ବ୍ୟାପି ସାରିଲାଣି । ଏହା ଖୁବ୍ ମାରାତ୍ମକ ହୋଇଥିବା ବେଳେ ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍ଓ) ଚେତାବନୀ ଦେଇଛି । ଡବ୍ଲୁଏଚ୍ଓର…
ଅଗଷ୍ଟରେ ତୃତୀୟ ଲହର, ଆଇଆଇଟି କାନପୁର ଦେଲା ଚେତାବନୀ…
ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଧୀରେଧୀରେ ଥମିବାରେ ଲାଗିଛି। ଏପରିସ୍ଥଳେ ତୃତୀୟ ଲହର ନେଇ ଚେତାବନୀ ଦେଇଛି ଆଇଆଇଟି କାନପୁର। ଦେଶରେ ଅଗଷ୍ଟରେ ତୃତୀୟ ଲହର ଆସିବାର ଆଶଙ୍କା ରହିଥିବା ଆଇଆଇଟି ପକ୍ଷରୁ କୁହାଯାଇଛି। ଦେଶରେ ଡେଲ୍ଟା…
ରଥଯାତ୍ରା ଦେଖିପାରିବେନି ଶ୍ରଦ୍ଧାଳୁ!
ଭୁବନେଶ୍ୱର,୩।୭(ବ୍ୟୁରୋ): ଚଳିତ ଥର ମଧ୍ୟ କରୋନା କଟକଣାରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିର ବି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଘରେ ରହି ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିବେ ଶ୍ରଦ୍ଧାଳୁ। କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲାପାଳ। ଚଳିତ ଥର…
ବ୍ଲାକ୍ଫଙ୍ଗସ୍ ରୋଗୀ ସାଇବର ଠକେଇର ଶିକାର
ଭୁବନେଶ୍ୱର,୩ା୭ (ବ୍ୟୁରୋ): ଅନ୍ଲାଇନରେ ଇଞ୍ଜେକ୍ସନ ଅର୍ଡର ଦେଇ ଠକେଇର ଶିକାର ହୋଇଛନ୍ତି ଜଣେ ବ୍ଲାକ୍ ଫଙ୍ଗସ୍ ରୋଗୀ। ଇଞ୍ଜେକ୍ସନ ଦେବା ନଁାରେ ତାଙ୍କଠାରୁ ୪୮ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ। ବ୍ଲାକ୍ଫଙ୍ଗସ୍ ଚିକିତ୍ସାରେ ଆବଶ୍ୟକ ଇଞ୍ଜେକ୍ସନ ଅଭାବ ଦେଖା ଦେଇଥିବାବେଳେ ଏହାର…
Archives


