ଡାକ୍ତର-ସ୍ବାସ୍ଥ୍ୟକର୍ମୀଙ୍କୁ ମିଳୁ ଭାରତ ରତ୍ନ,ଦାବି କଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ,୪।୭: କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦାବି କରିଛନ୍ତି। କରୋନା ଲଢ଼େଇରେ ପ୍ରାଣବଳୀ ଦେଇଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଏହା ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏହା ଦ୍ୱାରା ଦେଶବାସୀମାନେ ମଧ୍ୟ ଖୁସି ହେବେ। ପରିବାର ଅବା ନିଜ ସମ୍ପର୍କରେ ତିଳେ ହେଲେ ଚିନ୍ତା ନ କରି କରୋନା ମହାମାରୀ ସହିତ ଲଢ଼ିଥିବା ଏଭଳି ବୀରଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ କରାଯିବା ଆବଶ୍ୟକ ବୋଲି ସେ ଟୁଇଟ୍‌ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକରେ ନିର୍ମାଣ ହେବ ୧୪ ଶହ ମନ୍ଦିର

ଅମରାବତୀ,୩।୧୨: ଆନ୍ଧ୍ରପ୍ରଦେଶରେ ୧,୪୦୦ ନୂଆ ମନ୍ଦିର ନିର୍ମାଣ ହେବ। ଗ୍ରାମାଞ୍ଚଳରେ ମୁଖ୍ୟତଃ ଏହି ମନ୍ଦିର ନିର୍ମାଣ କରିବା ନେଇ ପ୍ରସ୍ତାବ ରହିଛି। ଏନେଇ ତିରୁମାଲା ତିରୁପତି...

କେଜ୍‌ରିଓ୍ବାଲଙ୍କ ଘରକୁ ଭାଜପାର ଟାର୍ଗେଟ

ନୂଆଦିଲ୍ଲୀ,୩୧ା୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍‌ରିଓ୍ବାଲଙ୍କ ଘରକୁ ବୁଧବାର ଭାଜପା କର୍ମୀମାନେ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି। ନିକଟରେ ମୁକ୍ତିଲାଭ କରିଥିବା ‘ଦ କଶ୍ମୀର ଫାଇଲ୍ସ’...

ଆସିଲେ ନାହିଁ ହସ୍ପିଟାଲର କୌଣସି କର୍ମଚାରୀ ଏକେଲା ସନ୍ତାନ ପ୍ରସବ କଲେ ମହିଳା

ନାଗପୁର,୪।୬: ମହାରାଷ୍ଟ୍ର ନାଗପୁରର ସୁକେଶ୍ରୀ ଶ୍ରୀକାନ୍ତ ନାମକ ଜଣେ ୨୩ ବର୍ଷୀୟା ମହିଳା ସନ୍ତାନ ପ୍ରସବ ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଠିକ୍‌...

ଚାଇନାରେ ଖବରଦାତାଙ୍କୁ ମାଡ, ବେଜିଂ-ସାଂଘାଇ ପରେ ଉହାନରେ ରାଜରାସ୍ତାକୁ ଆସିଲେ ପ୍ରଦର୍ଶନକାରୀ, କ୍ଷମା ମାଗୁ ନାହାନ୍ତି ସରକାର

ବେଜିଂ,୨୮ ।୧୧: ଚାଇନାରେ ଜିରୋ କୋଭିଡ ପଲିସି ଯୋଗୁ କଡା ଲକଡାଉନ ବିରୋଧରେ ଲଗାତାର ପ୍ରଦର୍ଶନ କରାଯାଉଛି । ଇତିମଧ୍ୟରେ ଖବର ଆସିଛି କି ସାଂଘାଇରେ...

ମୋଦି-ମମତାଙ୍କୁ ଚିଠି ଲେଖି ଚର୍ଚ୍ଚାରେ ଏହି ଅଭିନେତା

କୋଲକାତା,୭।୧୦: ଜଣାଶୁଣା ବଙ୍ଗଳା ଅଭିନେତା ପ୍ରସନ୍ନଜିତ୍‌ ଚାଟାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଚର୍ଚ୍ଚାରେ ଅଛନ୍ତି। ସେହି...

ଶସ୍ତ୍ର ପୂଜନ କଲେ ରାଜନାଥ: ଦେଶର ପ୍ରତି ଇଞ୍ଚ ଜମିର ସୁରକ୍ଷା କରିବାକୁ ସେନା ପ୍ରସ୍ତୁତ

ଦାର୍ଜିଲିଂ, ୨୫।୧୦: ବିଜୟା ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଶସ୍ତ୍ର ପୂଜନ କରିଛନ୍ତି। ପଶ୍ଚିମବଙ୍ଗର ଦାର୍ଜିଲିଂର ଥିବା ସୁକନା ଯୁଦ୍ଧ ସ୍ମାରକୀଠାରେ...

ମାସେ ପରେ ଦୈନିକ ସଂକ୍ରମଣ ଲକ୍ଷେ ତଳେ…

ନୂଆଦିଲ୍ଲୀ, ୭।୨ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ଏହା ପୁଣି...

ବିମାନରେ ସିଗାରେଟ୍‌ ଟାଣୁଥିଲେ ବଡି ବିଲ୍‌ଡର୍‌: ଭିଡିଓ ଭାଇରାଲ ପରେ ଯାଞ୍ଚ୍‌ ନିର୍ଦ୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୧।୮:ଜଣାଶୁଣା ବଡି ବିଲଡର୍‌ ବବି କାଟାରିଆ ସ୍ପାଇଟ୍‌ଜେଟ୍‌ ବିମାନରେ ବସି ସିଗାରେଟ୍‌ ଟାଣୁଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଅସନ୍ତୋଷ ପ୍ରକାଶ ପାଇଛି।...

Advertisement
Archives

Model This Week