ସାବଧାନ ! ଭାକ୍ସିନ୍ ମିକ୍ସିଂ ହେବ ଭୟଙ୍କର, ଡବ୍ଲ୍ୟୁଏଚ୍ଓର ଚେତାବନୀ…
ଜେନେଭା,୧୩।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍ ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ବୋଲି କୁହାଯାଉଥିବା ରିପୋର୍ଟକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ…
ଦୈନିକ କରୋନା ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା ଲଗାତାର ୨…
ଆସିଲା ହୋମ୍ କିଟ୍, ଏବେ ଘରେ କରିହେବ କରୋନା ଟେଷ୍ଟ୍…
ନୂଆଦିଲ୍ଲୀ,୧୩।୭: ଏବେ ଘରେ ବସି ସହଜରେ କରୋନା ଟେଷ୍ଟ୍ କରିହେବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ କମ୍ପାନୀ ଏବୋଟ୍ ପକ୍ଷରୁ ହୋମ୍ କିଟ୍ ପ୍ରସ୍ତୁତ କରାଯାଇଛି। ଏହି ରାପିଡ୍ ଆଣ୍ଟିଜେନ୍ କିଟ୍ର ଦାମ ୩୨୫ ଟଙ୍କା ରହିଛି। ଦେଶର…
ଭାରତରେ ତୃତୀୟ ଲହର
ହାଇଦ୍ରାବାଦ, ୧୩।୭ : ଜୁଲାଇ ୪ରୁ ଭାରତରେ କୋଭିଡ୍-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଭଳି ମନେ ହେଉଥିବା ହାଇଦ୍ରାବାଦର ଜଣେ ଗବେଷକ ସୂଚନା ଦେଇଛନ୍ତି। ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପୂର୍ବତନ ପ୍ରୋ-ଭାଇସ୍ଚାନ୍ସେଲର ତଥା ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ଡ. ବିପିନ…
ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ
ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ ସଂକ୍ରମଣର ଆଉ ଏକ ଲହର ଆଣିବା ଆଶଙ୍କା କରାଯାଉଛି। ଆର୍ ଫ୍ୟାକ୍ଟର ହେଉଛି ଭୂତାଣୁ…
ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ
ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ସରକାର କିନ୍ତୁ କଟକଣା କୋହଳ କରିବାକୁ ଚାହୁଁନାହାନ୍ତି।…
ନିୟମ ଉଲ୍ଲଂଘନ ଅଭିଯୋଗରେ ଜନପଥ ମାର୍କେଟ ସିଲ୍
ନୂଆଦିଲ୍ଲୀ,୧୨।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କରୋନା କଟକଣା କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଲଗାତର ଭାବେ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଯାହା କରୋନା ସଂକ୍ରମଣ ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି।…
କରୋନାର ଦ୍ୱିତୀୟ ଲହରରେ ୪୦ ପ୍ରତିଶତରୁ ଅଧିକ ଯବାନଙ୍କ ଜୀବନ ଯାଇଛି
ନୂଆଦିଲ୍ଲୀ,୧୨ ।୭: କରୋନାର କରାଳ ରୂପ ଏବେବି ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛି । କାରଣ ଏହା କବଳରେ କିଏ କେତେବେଳେ ଆସିଯାଉଛନ୍ତି ତାହା ଜଣାପଡୁନି । କେହିବି ଏହା ପାଖରୁ ବର୍ତ୍ତି ଯାଇ ପାରୁ ନାହାନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ…
ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍, ଚଳିତ ସପ୍ତାହରେ ନିଷ୍ପତ୍ତି…
ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଛୋଟପିଲାଙ୍କ ପ୍ରତି…
୪୦ ହଜାର ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାର…
ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ
ନୂଆଦିଲ୍ଲୀ,୧୧ ।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ କମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଦିଲ୍ଲୀ ସରକାର ଅନଲକ୍-୭ ଗାଇଡଲାଇନ୍ ଜାରି କରିଛନ୍ତି । ସୋମବାରଠାରୁ ସେଠାରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ଲଗାମ୍…
ନୂଆଦିଲ୍ଲୀ,୧୧।୭: ଦେଶରେ କରୋନା ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦେଶରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ…
Archives


