ପେଟ୍ରୋଲ ୧୭%, ଡିଜେଲ ୨୬% ବିକ୍ରି କମିଲା
ଲକ୍ଡାଉନ ପାଇଁ ସାରା ଦେଶରେ ପେଟ୍ରୋଲ ଡିଜେଲ ବିକ୍ରି ହ୍ରାସ ଘଟିଛି। ମାର୍ଚ୍ଚରେ ପେଟ୍ରୋଲ ବିକ୍ରି ୧୭.୬% ହ୍ରାସ ଘଟିଥିବା ବେଳେ ଡିଜେଲ ବିକ୍ରି ୨୬% କମିଥିବା ଜଣାପଡିଛି। ସେହିଭଳି ବିମାନ ଇନ୍ଧନ ବା ଏଟିଏଫ୍ ବିକ୍ରିରେ ୩୧.୬% ହ୍ରାସ ହୋଇଛି।…
କର୍ମଚାରୀଙ୍କୁ ସାବାସି ଦେଲେ ମୁକେଶ
ବର୍ତ୍ତମାନର ସଙ୍କଟ ସମୟରେ ଦେଶ ସହ ଶକ୍ତ ଭାବେ ଛିଡା ହୋଇଥିବାରୁ ତାଙ୍କ କମ୍ପାନୀର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ସାବାସି ଦେଇଛନ୍ତି। ଜିଓ ଦ୍ୱାରା ମୋବାଇଲ ସେବା ଏବଂ ଇନ୍ଧନ ଯୋଗାଣ ଭଳି ନିରନ୍ତର ତଥା ଜରୁରୀ ସେବା ଲକ୍ଡାଉନ…
ବିଗିଡ଼ିବ ବଜେଟର ସମ୍ପୂର୍ଣ୍ଣ ଗଣିତ
ନୂଆଦିଲ୍ଲୀ, ୭।୪: କରୋନା ଯୋଗୁ ସାରା ବିଶ୍ୱର ସ୍ଥିତି ଏବେ ବେହାଲ ହୋଇଛି। ଭାରତରେ ୨୧ ଦିନିଆ ଲକ୍ଡାଉନ ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ବର୍ତ୍ତମାନ ଠପ୍ ହୋଇ ଯାଇଛି। ଏଭଳି ସ୍ଥିତି ଭାରତ ସାମ୍ନା କରିବ ବୋଲି ୨ ମାସ…
ସଙ୍କଟ ସ୍ଥିତିକୁ ଆସିପାରେ ୫୨% ଚାକିରି
ନୂଆଦିଲ୍ଲୀ, ୬।୪: କରୋନା ପ୍ରଭାବକୁ କମ୍ କରିବା ଲାଗି ସରକାର ୨୧ ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ଭାବେ ପଡିଛି। କନଫେଡେରେଶନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣ…
ପରିଚାଳନା ବନ୍ଦ କଲା ଏୟାର ଡେକାନ
ନୂଆଦିଲ୍ଲୀ, ୬।୪: କରୋନା ମହାମାରି ଜନୀତ ଲକ୍ଡାଉନ ଲାଗି ଏବେ ସାରା ଦେଶରେ କମ୍ପାନୀଗୁଡିକ ବନ୍ଦ ପଡିଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏୟାରଡେକାନ ଏହାର ପରିଚାଳନା ବନ୍ଦ କରିଛି। କମ୍ପାନୀ ଏହା ଉପରେ ପଡିଥିବା ଚାପକୁ…
ପ୍ୟାକେଜ ନେଇ ବିଚାର କରୁଛନ୍ତି ସରକାର
ନୂଆଦିଲ୍ଲୀ, ୬।୪: କରୋନା ଯୋଗୁ ବିଗିଡିଥିବା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍କୁ ଫେରାଇ ଆଣିବା ଲାଗି ସରକାର ଯୋଜନା କରୁଛନ୍ତି। ଏଥି ଲାଗି ଏକ ଅର୍ଥନୈତିକ ପ୍ୟାକେଜ ଅର୍ଥ ବ୍ୟବସ୍ଥା ଲାଗି ଆସିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ…
କୋଭିଡ-୧୯ ଲାଗି ସହାୟତା
ନୂଆଦିଲ୍ଲୀ, ୬।୪: କୋଭିଡ୍-୧୯ ବିରୋଧି ଲଢେଇରେ ଦେଶର ବିଭିନ୍ନ କର୍ପୋରେଟ ଯୋଗଦାନ ସ୍ବରୂପ ଆର୍ଥତ୍କ ସହାୟତା ଯୋଗାଣ ଧାରା ଜାରି ରଖିଛନ୍ତି। ଦେଶର ପ୍ରମୁଖ କର୍ପୋରେଟ ହାଉସଗୁଡିକ ଏ ନେଇ ଆଗେଇ ଆସିଛନ୍ତି। ପ୍ରମୁଖ ସଂସ୍ଥା ସେମାନଙ୍କ ଯୋଜନା ମୁତାବକ ଏଥିରେ…
୧୫ ଏପ୍ରିଲରୁ ବିମାନସେବା ଯୋଗାଇବ ଏୟାର ଏସିଆ
ନୂଆଦିଲ୍ଲୀ,୪-୪: ବର୍ତ୍ତମାନ ଲକଡାଉନ ପାଇଁ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୧୫ରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବା ନେଇ ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଇଣ୍ଡିଆ ସୂଚନା ଦେଇଛି। ଏପ୍ରିଲ…
ଟିକସଦାତାଙ୍କୁ ଆଶ୍ୱସ୍ତି, ଫର୍ମ ୧୫ ଜି, ୧୫ ଏଚ ଫାଇଲ କରିବା ଅବଧି ବଢିଲା
ନୂଆଦିଲ୍ଲୀ,୪-୪: ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ କରାଯାଇଥିବା ବେଳେ ଆୟକରଦାତାଙ୍କ ଲାଗି ସରକାର ଆଶ୍ୱସ୍ତି ଆଣିଦେଇଛନ୍ତି। ଫର୍ମ ୧୫ଜି ତଥା ଫର୍ମ ୧୫ ଏଚ ଫାଇଲ କରିବାର ଅବଧିକୁ ଆୟକର ବିଭାଗ ଚଳିତ ବର୍ଷ ଜୁନ ୩୦ ଯାଏ…
୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ
ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬ କୋଚକୁ ଆଇସୋଲେଶନ ୱାର୍ଡରେ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଏହା ମାସ୍କ ଏବଂ…
୯ ମିନିଟ୍ର ଲାଇଟ୍ ଅଫ୍: ପାୱାର ଗ୍ରୀଡ୍ ବ୍ଲାକ୍ଆଉଟ୍ ହେବା ଆଶଙ୍କା !
ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ, ମହମବତୀ ଅବା ଟର୍ଚ୍ଚ ଲାଇଟ୍ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ…
୧.୫ ଲକ୍ଷ କୋଟି କ୍ଷତି ସହିବ ପର୍ଯ୍ୟଟନ ଶିଳ୍ପ
କରୋନା ଭୂତାଣୁ ଦେଶ ମଧ୍ୟରେ ଏବେ ବ୍ୟାପିଚାଲିଥିବା ବେଳେ ଦେଶର ବିମାନଚଳାଚଳ, ହୋଟେଲ ଏବଂ ମିଡିଆ କମ୍ପାନୀଗୁଡିକ ଏବେ ପରିଚାଳନା ନେଇ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏହି ଶିଳ୍ପଗୁଡିକର ପରିଚାଳନା ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଚାଲିଯାଉଥିବା ବିଶେଷଜ୍ଞ ମତ ପ୍ରକାଶ…

