ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ: ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ୬୨ ବର୍ଷର ପରମ୍ପରା; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ
ମୁମ୍ବାଇ,୨୭।୧୦: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ର ୬୨ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ରବିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହୋଇଛି। ଏହି ପରମ୍ପରା ୧୯୫୭ରୁ ଆରମ୍ଭ ହୋଇଥିଲା। ସେହିପରି...
ମାନ୍ଦାବସ୍ଥା ଯୋଗୁ କମିଲା ରେଲଓ୍ବେର ରାଜସ୍ବ
ନୂଆଦିଲ୍ଲୀ,୨୭-୧୦: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ରେଲଓ୍ବେ ଉପରେ ପଡିଛି। ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ପାସେଞ୍ଜର ଏବଂ ମାଲ ପରିବହନ ବର୍ଗରେ ରେଲଓ୍ବେ ରାଜସ୍ବ ଯଥାକ୍ରମେ ୧୫୫ ଏବଂ ୩୯୦୧ କୋଟି ଟଙ୍କା...
ଧନତେରସରେ ବିକ୍ରି ୪୦% କମିଲା
ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ ବୋଲି ବିଚାର କରାଯାଇଥାଏ। ମାତ୍ର ଚଳିତ ବର୍ଷ ବିକ୍ରି ପ୍ରାୟ ୪୦% କମିଥିବା...
ଅଭିବୃଦ୍ଧି ପୂର୍ବାନୁମାନ ୫.୫%କୁ ଖସାଇଲା ଫିଚ୍
ନୂଆଦିଲ୍ଲୀ,୨୫-୧୦: ଚଳିତ ଆର୍ଥିକ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍ ରେଟିଂ ଏଜେନ୍ସି ୫.୫%କୁ ଖସାଇଛି। ଋଣ ଅଭିବୃଦ୍ଧିରେ ହ୍ରାସ ଏବଂ ଏନ୍ବିଏଫ୍ସି ଭଳି ସମସ୍ୟା ଯୋଗୁ ଭାରତର ଅଭିବୃଦ୍ଧି ହାର ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଥିବା...
ଟେଲିକମ୍ କମ୍ପାନୀ ପଇଠ କରିବେ ୯୨ ହଜାର କୋଟି
ନୂଆଦିଲ୍ଲୀ,୨୫-୧୦: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡିକ ସରକାରଙ୍କୁ ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ ବାବଦକୁ ୯୨ ହଜାର କୋଟି ଟଙ୍କା ପୈଠ କରିବେ। ସୁପ୍ରିମକୋର୍ଟରେ ଏ ନେଇ ସରକାର ଏକ ମାମଲା କରିଥିଲେ। ଏହି ମାମଲାର ଶୁଣାଣି ଗୁରୁବାର ହୋଇଥିବା ବେଳେ...
ବିଶ୍ୱ ବ୍ୟାଙ୍କ ଇଜ୍ ଡୁଇଙ୍ଗ ବିଜନେସ ର଼୍ୟାଙ୍କିଙ୍ଗ: ୬୩ରେ ଭାରତ
ନୂଆଦିଲ୍ଲୀ,୨୫-୧୦: ଗୁରୁବାର ପ୍ରକାଶ ପାଇଥିବା ବିଶ୍ୱ ବ୍ୟାଙ୍କ ଇଜ୍ ଡୁଇଙ୍ଗ ବିଜ୍ନେସ ର଼୍ୟାଙ୍କିଙ୍ଗରେ ଭାରତ ୧୪ଟି ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ରହିଛି। ବିଗତ ବର୍ଷ ଗୁଡିକରେ ସରକାର ଗ୍ରହଣ କରିଥିବା ସଂସ୍କାର ପ୍ରକ୍ରିୟା ଯୋଗୁ ଭାରତ ଏହାର...
ଆଜି ଧନତେରସ; ଶୋ’ରୁମ ଦେଉଛନ୍ତି ଆକର୍ଷଣୀୟ ରିହାତି
ଭୁବନେଶ୍ୱର,୨୫-୧୦(ବ୍ୟୁରୋ): ଧନତେରସରେ ସୁନା କିଣିଲେ ଶୁଭ ବୋଲି ସାଧାରଣରେ ବିଶ୍ୱାସ ରହିଛି। ଚଳିତ ବର୍ଷ ଶୁକ୍ରବାର ଧନତେରାସ ପଡୁଥିବାରୁ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ରାଜ୍ୟର ପ୍ରମୁଖ ଶୋ’ରୁମଗୁଡିକ ପ୍ରସ୍ତୁତ ହୋଇଛନ୍ତି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ମନଲୋଭା ଅଫର...
ଅଣ ତୈଳ କମ୍ପାନୀ ସ୍ଥାପନ କରିପାରିବେ ପେଟ୍ରୋଲ ପମ୍ପ
ନୂଆଦିଲ୍ଲୀ,୨୪-୧୦:କେନ୍ଦ୍ର ସରକାର ପେଟ୍ରୋଲ ପମ୍ପ ସ୍ଥାପନ କ୍ଷେତ୍ରରେ ରହିଥିବା ନିୟମକୁ ବୁଧବାର କୋହଳ କରିଛନ୍ତି। ନୂଆ ନିଷ୍ପତ୍ତି ମୁତାବକ ଏବେ ଅଣ ତୈଳ କମ୍ପାନୀଗୁଡ଼ିକ ଦେଶରେ ଏହି ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିପାରିବେ। ଏହା ଦ୍ୱାରା ଘରୋଇ କ୍ଷେତ୍ର ଏବଂ...
ମିଶିଯିବେ ବିଏସ୍ଏନ୍ଏଲ୍, ଏମ୍ଟିଏନ୍ଏଲ୍
ନୂଆଦିଲ୍ଲୀ,୨୪-୧୦: ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନଏଲର ପୁନରୁଦ୍ଧାର ଲାଗି କେନ୍ଦ୍ର କ୍ୟାବିନେଟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ବିଏସ୍ଏନ୍ଏଲ୍ ସହ ଏମ୍ଟିଏନ୍ଏଲ୍ର ମିଶ୍ରଣକୁ ନୀତିଗତ ମଞ୍ଜୁରୀ ମିଳିଛି। ଏହି ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଲାଗି ୪ଜି ସ୍ପେକ୍ଟ୍ରମ...
ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହେଲା ସ୍ନାପଡିଲ୍
ନୂଆଦିଲ୍ଲୀ,୨୩-୧୦: ଇ-କମର୍ସ କମ୍ପାନୀ ସ୍ନାପଡିଲ କଞ୍ଜ୍ୟୁମର ଟ୍ରାଫିକରେ ଦେଶର ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହୋଇ ପାରିଛି। ଏ କ୍ଷେତ୍ରରେ ଆମାଜନ ପ୍ରଥମ ସ୍ଥାନରେ ରହିଥିବା ବେଳେ ଫ୍ଲିପକାର୍ଟ ଦ୍ୱିତୀୟରେ ରହିଛି। ସେପ୍ଟେମ୍ବରରେ ଆମାଜନ ୩୪୪ ନିୟୁତ ହିଟ୍ ଟପିଥିବା...
ପଦବୀ ଛାଡ଼ିଲେ ଅର୍ବାନ ଲ୍ୟାଡର ସହ ପ୍ରତିଷ୍ଠାତା
ନୂଆଦିଲ୍ଲୀ,୨୩-୧୦: ଷ୍ଟାର୍ଟଅପ୍ ଅର୍ବାନ ଲ୍ୟାଡରର ସହ ପ୍ରତିଷ୍ଠାତା ତଥା ପ୍ରଡକ୍ଟ ଏବଂ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରୁଥିବା ରାଜିବ ଶ୍ରୀବାସ୍ତବ ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିସ୍କୁଲ ସହପାଠୀ ଆଶିଷ ଗୋୟଲଙ୍କ ସହ ମିଳିତ ହୋଇ ୨୦୧୨ରେ ସେ...
ଶକ୍ତିକାନ୍ତଙ୍କୁ ଭେଟିଲେ ପିଏମ୍ସି ବ୍ୟାଙ୍କ ଜମାକାରୀ
ନୂଆଦିଲ୍ଲୀ,୨୩-୧୦: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ (ପିଏମ୍ସି) ବ୍ୟାଙ୍କ ଜମକାରୀ ରିଜର୍ଭ ବ୍ୟାଙ୍କ ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଭେଟିଛନ୍ତି। ଜମାକାରୀଙ୍କ ଅର୍ଥ ବ୍ୟାଙ୍କରେ ସୁରକ୍ଷିତ ରହିଛି ବୋଲି ଗଭର୍ନର ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲା ଉପରେ କେନ୍ଦ୍ରୀୟ ବ୍ୟାଙ୍କ ନଜର...
Archives


