ବାଣିଜ୍ୟ

ଜିଓରେ ୪୩, ୫୭୪ କୋଟି ନିବେଶ କରିବ ଫେସ୍‌ବୁକ୍‌

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟ୍‌ଫର୍ମରେ ପ୍ରମୁଖ ସୋସିଆଲ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ମାର୍କ ଜୁକରବର୍ଗଙ୍କ ନେତୃତ୍ୱାଧୀନ ଫେସ୍‌ବୁକ୍‌ ଜିଓରେ ୯.୯୯% ଅଂଶଧନ ହାସଲ କରିବ ବୋଲି ଜଣାପଡିଛି। ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପରେଖ ପ୍ରଦାନ…

ଆନନ୍ଦ ମହିନ୍ଦ୍ରା କହିଲେ ବ୍ରାଭୋ ମୁକେଶ

ନୂଆଦିଲ୍ଲୀ,୨୩।୪: ଫେସ୍‌ବୁକ୍‌ ଜିଓ ମେଗା ଡିଲ୍‌ ଉପରେ ମହିନ୍ଦ୍ରା ଆଣ୍ଡ ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରାଙ୍କ ଏକ ଟୁଇଟ ବେଶ ଚର୍ଚ୍ଚାର ପରିସରକୁ ଆସିଛି। ମୁକେଶ ଅମ୍ବାନୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରାଭୋ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା। ଏହି ଡିଲ୍‌…

ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ପ୍ରୟାସ;ସରକାର ନେବେ ଟେକ୍ନୋଲୋଜି ସହାୟତା

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ୍‌ ଲାଗି କ୍ଷତିଗ୍ରସ୍ତ ହୋଇଥିବା ଅର୍ଥ ବ୍ୟବସ୍ଥାରେ ଜୀବନ ସଞ୍ଚାର କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି। ଟେକ୍ନୋଲୋଜିର ସହାୟତା ଦ୍ୱାରା ବିଭିନ୍ନ ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେ ଦିଗରେ ସରକାର ଏବେ କାର୍ଯ୍ୟରତ…

ଆମାଜନ, ଫ୍ଲିପ୍‌କାର୍ଟ ସାମ୍ନାରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୩।୪: ରିଲାଏନ୍ସ ଜିଓରେ ଫେସ୍‌ବୁକ୍‌ର ୫.୭ ବିଲିୟନ ଡଲାର ନିବେଶ ଭାରତୀୟ ବଜାର ଲାଗି ଅନେକ ଗୁରୁତ୍ୱ ବହନ କରିବ। ରିଲାଏନ୍ସ ଜିଓ ପ୍ଲାଟ୍‌ଫର୍ମ ଆଗାମୀ ଦିନରେ ଆମାଜନ ଏବଂ ଫ୍ଲିପ୍‌କାର୍ଟ ଏବଂ ଗୁଗଲ ପେ ଭଳି କମ୍ପାନୀଙ୍କ ଲାଗି ଚ୍ୟାଲେଞ୍ଜ…

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌ କରି ଦିଆଯାଇଛି। ଏଠାରେ କାମ କରୁଥିବା ପଜିଟିଭ୍‌ କର୍ମଚାରୀଜଣଙ୍କ ୧୫ ଏପ୍ରିଲ ଯାଏ ଅଫିସ…

ଭାରତକୁ ପ୍ରଶଂସା କଲେ ବିଲ୍‌ ଗେଟସ୍‌

ନୂଆଦିଲ୍ଲୀ,୨୩।୪: କରୋନାକୁ ରୋକିବା ଦିଗରେ ଭାରତର ପଦକ୍ଷେପକୁ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। କରୋନା ବିରୋଧରେ ଭାରତ ଜରୁରୀକାଳୀନ ପଦକ୍ଷେପ ଉଠାଇଥିବା ବିଲ୍‌ ଗେଟ୍‌ସ ଚିଠିରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ଲକ୍‌ଡାଉନ, ହଟସ୍ପଟ…

ରାମ୍‌କୋ ସିମେଣ୍ଟ ପକ୍ଷରୁ ସହାୟତା

ଭୁବନେଶ୍ୱର,୨୩।୪: ରାମ୍‌କୋ ସିମେଣ୍ଟ ଲିମିଟେଡ୍‌ ପକ୍ଷରୁ କୋଭିଡ୍‌-୧୯କୁ ଧ୍ୟାନରେ ରଖି ଏହାର ପ୍ରୋଜେକ୍ଟ ସାଇଟଗୁଡିକରେ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ ଘୋଷଣା କରିବା ପରେ କମ୍ପାନୀ ଏହାର କୁର୍ନୁଲ ଜିଲା ଗ୍ରୀନ୍‌ ଫିଲ୍ଡ ସିମେଣ୍ଟ…

ରିଲାଏନ୍ସ୍‌ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍‌ବୁକ୍‌: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ

ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍‌ବୁକ୍‌ ଏବଂ ରିଲାଏନ୍ସ୍‌ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ରିଲାଏନ୍ସ୍‌ ଜିଓର ୯.୯୯ ପ୍ରତିଶତ ଅଂଶଧନ ଫେସ୍‌ବୁକ୍‌ ଅଧିଗ୍ରହଣ କରିଛି।…

ଆଉଟସୋର୍ସିଂ ନିଯୁକ୍ତି କ୍ଷେତ୍ର କ୍ଷତିଗ୍ରସ୍ତ

ମୁମ୍ବାଇ,୨୨।୪:କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ଏବେ ଲକ୍‌ଡାଉନ କରାଯାଇଛି। ଏଥିଯୋଗୁ ଆଉଟସୋର୍ସିଂ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡ଼ିଛି। ଦେଶର ପ୍ରମୁଖ ଆଇଟି ହବ୍‌ କୁହାଯାଉଥିବା ବାଙ୍ଗାଲୋର କିମ୍ବା ଫିଲିପାଇନ୍ସର ମାନିଲା ଭଳି ଅନ୍ୟ ସ୍ଥାନଗୁଡ଼ିକରେ ଏବେ ଲକ୍‌ଡାଉନ ଯୋଗୁ…

ନିବେଶକଙ୍କ କ୍ଷତି ୩.୩୦ ଲକ୍ଷ କୋଟି

ନୂଆଦିଲ୍ଲୀ,୨୨।୪: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ସମୟରେ ନିବେଶକଙ୍କ ୩.୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଅଶୋଧିତ ତୈଳ ଦର ଅତ୍ୟଧିକ ଖସିବା ଏବଂ ବିଶ୍ୱ ଶେୟାର ବଜାରଗୁଡିକର କାରବାର…

ଅଭିବୃଦ୍ଧି ଲାଗି ଇନ୍‌ଭେଷ୍ଟ ଇନ୍‌ ଇଣ୍ଡିଆର ପଦକ୍ଷେପ

ନୂଆଦିଲ୍ଲୀ,୨୨।୪: ଦେଶର ଅଭିବୃଦ୍ଧି ଫେରାଇ ଆଣାଯିବ ବୋଲି ଶିଳ୍ପଜଗତ ସହ ମିଳିତ ହୋଇ କାମ କରୁଥିବା ଇନ୍‌ଭେଷ୍ଟ ଇଣ୍ଡିଆର ଏମ୍‌ଡି ତଥା ସିଇଓ ଦୀପକ ବାଗଲା କହିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବାଣିଜ୍ୟ ମନ୍ତ୍ରଣାଳୟ ଏହି ଏଜେନ୍ସି ବିଭିନ୍ନ ପଦକ୍ଷେପ ହାତକୁ…

ହିରୋ ପକ୍ଷରୁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୨।୪: ହିରୋ ମୋଟୋକର୍ପ ପକ୍ଷରୁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୫ ହଜାରରୁ ଊର୍ଦ୍ଧ୍ୱ ଲିଟରର ସାନିଟାଇଜର ଲୋକଙ୍କୁ ବଣ୍ଟନ କରିଛି। କମ୍ପାନୀ ୪ ଲକ୍ଷ ଲୋକଙ୍କୁ ମାସ୍କ, ୩ ଲକ୍ଷ ଲୋକଙ୍କୁ ଭୋଜନ ବିତରଣ କରିଛି। କମ୍ପାନୀ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?