ବାଣିଜ୍ୟ

କମୁଛି ଖାଉଟିଙ୍କ ଖର୍ଚ୍ଚ, ଆଶଙ୍କାରେ ଶିଳ୍ପ

ନୂଆଦିଲ୍ଲୀ,୨୪।୪: ବିଶ୍ୱ ସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କଞ୍ଜ୍ୟୁମର ସ୍ପେଣ୍ଡିଂ ବା ଖାଉଟିଙ୍କ ଖର୍ଚ୍ଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଖାଉଟିଙ୍କ ଆତ୍ମବିଶ୍ୱାସ, ବେକାରି ହାର ଏବଂ ଜୀବନ ଧାରଣର ମାନ ଉପରେ ଲୋକଙ୍କର କ୍ରୟ ଅଭ୍ୟାସ…

ମୋରାଟୋରିୟମ ସୁବିଧା ଦେଲା ବଜାଜ ଫାଇନାନ୍ସ

ଭୁବନେଶ୍ୱର,୨୪।୪: ବଜାଜ ଫାଇନାନ୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି କୋଭିଡ୍‌-୧୯ ମୋରାଟୋରିୟମ ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ଥିବା ଗ୍ରାହକଙ୍କୁ ଋଣ ପରିଶୋଧ କରିବା ଲାଗି କମ୍ପାନୀ ମହଲତ ହେଉଥିବା ସୂଚନା ଦେଇଛି। ଯେଉଁ ଗ୍ରାହକଙ୍କର…

କରୋନା ଯୋଦ୍ଧାଙ୍କୁ ଓଜିବିକେଏସ୍‌ର ସମର୍ଥନ

ଭୁବନେଶ୍ୱର,୨୪।୪: କରୋନା ବିରୋଧରେ ଲଢୁଥିବା ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ(ଓଜିବି) ପକ୍ଷରୁ ସମର୍ଥନ କରାଯାଇଛି। କରୋନା ଯୋଦ୍ଧାଙ୍କୁ ସମର୍ଥନ ଜଣାଇ ବ୍ୟାଙ୍କ ଅଧିକାରୀ ଏବଂ କର୍ମଚାରୀମାନେ ସଲିଡାରିଡି ଡେ ପାଳନ କରିଛନ୍ତି। ଏହି ଦିବସକୁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘ(ଓଜିବିକେଏସ୍‌)…

ତନିସ୍କ ପକ୍ଷରୁ ଅକ୍ଷୟ ତୃତୀୟା ଅନ୍‌ଲାଇନ

ଭୁବନେଶ୍ୱର,୨୪।୪: ତନିସ୍କ ପକ୍ଷରୁ ଚଳିତ ବର୍ଷ ଅକ୍ଷୟ ତୃତୀୟା ଅନ୍‌ଲାଇନ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଏହି ଅଫର ୨୭ ଏପ୍ରିଲ ଯାଏ ଏହାର ଇ-କମର୍ସ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ। କରୋନା ସ୍ଥିତି ଠିକ୍‌ ହେବା ପରେ ଷ୍ଟୋରରେ ପୁଣି…

ଏଫ୍‌ଡିଆଇ ଲାଗି ଉତ୍କୃଷ୍ଟ ସମୟ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଲାଗି ବର୍ତ୍ତମାନ ଚ୍ୟାଲେଞ୍ଜିଂ ସ୍ଥିତି ସୃଷ୍ଟି ହୋଇଛି। ଭାରତ ସମେତ ସାରା ବିଶ୍ୱ ଏବେ ଲକ୍‌ଡାଉନ ଯୋଗୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ରହିଛି। ଗ୍ରାମାଞ୍ଚଳରେ କିଛି କ୍ଷେତ୍ରକୁ ଏବେ ଏବେ…

ଭାରତକୁ ରେମିଟାନ୍ସ କମିବ

ଓ୍ବାଶିଂଟନ,୨୪।୪: କୋଭିଡ୍‌-୧୯ ଯୋଗୁ ଏବେ ସାରା ବିଶ୍ୱରେ ମାନ୍ଦାବସ୍ଥା ସ୍ଥିତି ଉପୁଜିଛି। ଫଳରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ରେମିଟାନ୍ସ (ପ୍ରେରିତ ଅର୍ଥ) ୨୩% କମିବ ବୋଲି ଆଶଙ୍କା କରାଯାଉଛି। ଗତ ବର୍ଷ ବିଦେଶରେ ରହୁଥିବା ଭାରତୀୟମାନେ ଦେଶକୁ ୮୪ ବିଲିୟନ ଡଲାରର…

ମୁକେଶ ପୁଣି ହେଲେ ଏସିଆର ସବୁଠୁ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୨୪।୪: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ସହ ଫେସ୍‌ବୁକ୍‌ର ଚୁକ୍ତି ହେବା ପରେ ଅମ୍ବାନୀ ପୁଣି ଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ସ୍ଥାନକୁ ଫେରିଛନ୍ତି। ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମାଙ୍କୁ ପଛରେ ପକାଇ ଅମ୍ବାନୀ ଏହି ସ୍ଥାନ ହାସଲ…

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦାମ କମିବାରେ ଲାଗିଛି। ଆମେରିକାରେ ବ୍ୟାରେଲ ପିଛା ଅଶୋଧିତ…

କରୋନା ପରେ ଆମାଜନ-ଆପଲ୍‌-ଫେସ୍‌ବୁକ୍‌-ଗୁଗଲର ବ୍ୟବସାୟ ସୁଦୃଢ଼ ହେବାର ଆଶା

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଆର୍ଥିକ ସ୍ଥିତି ଉତ୍କଟ ହେବାରେ ଲାଗିଛି। କରୋନା ପରେ ବହୁ ବ୍ୟବସାୟିକ ସଂସ୍ଥାର କାରବାରରେ ସୁଧାର ଆସିବା ନେଇ…

ଏସିଆର ବିତ୍ତଶାଳୀ ଶିଳ୍ପପତି ପାଲଟିଲେ ମୁକେଶ ଅମ୍ବାନୀ: ପଛରେ ପଡ଼ିଲେ ଆଲିବାବା ସଂସ୍ଥାପକ ଜ୍ୟାକ୍‌ ମା

ନୂଆଦିଲ୍ଲୀ/ବେଜିଂ,୨୩।୪: ଫେସ୍‌ବୁକ୍‌ ସହିତ ରିଲାଏନ୍ସ୍‌ ଜିଓର ଚୁକ୍ତିପରେ ମୁକେଶ ଅମ୍ବାନୀ ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଏହାପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି ଜ୍ୟାକ୍‌ ମା ଥିଲେ। ଫେସବୁକ୍‌ ସହିତ ଚୁକ୍ତି…

କମାଲ କରିବେ ଅମ୍ବାନୀ-ଜୁକରବର୍ଗ

ମୁମ୍ବାଇ,୨୩।୪: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସେବା ଆରମ୍ଭ କରିବା ପରଠାରୁ ଆଗକୁ ବଢ଼ିଚାଲିଛି। ଏପଟେ ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ର ଲୋକପ୍ରିୟତା ମଧ୍ୟ ଭାରତ ବଜାରରେ ଅତୁଟ ରହିଛି। ଫେସ୍‌ବୁକ୍‌ ମୁକେଶଙ୍କ ଜିଓରେ ନୂଆ ନିବେଶ ଦ୍ୱାରା ଏହି ଯୋଡି ଭାରତୀୟ…

ଚାଇନା ଛାଡୁଥିବା କମ୍ପାନୀଙ୍କ ଲାଗି ସ୍ବତନ୍ତ୍ର ପ୍ଳାନ୍‌

ନୂଆଦିଲ୍ଲୀ,୨୩।୪: ଚାଇନା ଛାଡ଼ି ଭାରତ ଆସିବାକୁ ଚାହୁଁଥିବା କମ୍ପାନୀଙ୍କ ଲାଗି ସରକାର ସ୍ବତନ୍ତ୍ର ଯୋଜନା ହାତକୁ ନେଉଛନ୍ତି। ଏଭଳି କମ୍ପାନୀଗୁଡିକରେ ଭାରତରେ ସ୍ବତନ୍ତ୍ର ଫାଇଦା ଦେବାକୁ ବିଚାର କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ନୀତି ଆୟୋଗ ଶିଳ୍ପ ପ୍ରୋତ୍ସାହନ ଏବଂ ଆନ୍ତଃ ବାଣିଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?