ବାଣିଜ୍ୟ

ପେଟ୍ରୋଲ,ଡିଜେଲ ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ମଙ୍ଗଳବାର ସନ୍ଧ୍ୟାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଟିକସରେ…

ଜିଏସ୍‌ଟି ବାର୍ଷିକ ରିଟର୍ନ ଫାଇଲ ସୀମା ବଢ଼ିଲା

ନୂଆଦିଲ୍ଲୀ,୭।୫: ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ ଟି)ର ବାର୍ଷିକ ରିଟର୍ନ ଫାଇଲ କରିବା ଶେଷ ସୀମାକୁ ସରକାର ବଢ଼ାଇ ଦେଇଛନ୍ତି। ଏହା ଚଳିତ ବର୍ଷ ସେପ୍ଟେମ୍ବର ଶେଷ ଯାଏ ବୃଦ୍ଧି ହୋଇଥିବା କେନ୍ଦ୍ରୀୟ ପରୋକ୍ଷ ଟିକସ…

ଓପୋଲଫେଡ୍‌ର ହୋମ୍‌ ଡେଲିଭରି ସେବା

ଭୁବନେଶ୍ୱର,୭।୫: ଲକ୍‌ଡାଉନ ସମୟରେ ଓପୋଲଫେଡ୍‌ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଣଧାରା ଜାରି ରହିଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏହା ହୋମ୍‌ ଡେଲିଭରି ସେବା ଯୋଗାଣ ଦ୍ୱାରା ଲୋକଙ୍କ ନିକଟରେ ଉଚିତ ମୂଲ୍ୟରେ ଅଣ୍ଡା ଏବଂ କୁକୁଡ଼ା ମାଂସ ଯୋଗାଇ ଦେଉଛି।…

ଡିଲରଶିପ୍‌ ପୁନଃ କାର୍ଯ୍ୟକ୍ଷମ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍‌କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ସୂଚନା ରହିଛି। ଏହି ଡିଲରଶିପ୍‌ଗୁଡିକରୁ ଡେଲିଭରି ମଧ୍ୟ ଆରମ୍ଭ…

କାରବାର ସୁଧାର ଆଶାରେ ବ୍ୟବସାୟୀ

ଭୁବନେଶ୍ୱର,୬।୫: ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଛି। କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବା ବେଳେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ କରୁଥିବା ଶୋ’ରୁମ୍‌ଗୁଡ଼ିକ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସ୍ପେକ୍ଟ୍ରାଭିଜନ, ରାଜ ଇଲେକ୍ଟ୍ରୋନିକ୍ସ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର, କଳିଙ୍ଗ ସେଲ୍‌ସ ଭଳି ପ୍ରମୁଖ…

ଚାହିଦା ଫେରାଇ ଆଣିବା ଲାଗି ଅଭିଜିତଙ୍କ ମନ୍ତ୍ର

ନୂଆଦିଲ୍ଲୀ,୬।୫: ଚାହିଦା ଫେରାଇ ଆଣିବା ଲାଗି ଭାରତ ପର୍ଯ୍ୟାପ୍ତ ପରିମାଣର ଆର୍ଥତ୍କ ପ୍ୟାକେଜ ପ୍ରଦାନ କରୁ ବୋଲି ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ କହିଛନ୍ତି। ଲୋକଙ୍କ ହାତକୁ ଅର୍ଥ ସିଧାସଳଖ ପ୍ରଦାନ କଲେ ଲକ୍‌ଡାଉନ ପରେ ଏହା ଦେଶରେ ଚାହିଦା…

ଉତ୍ପାଦନରେ ଜେଏସ୍‌ପିଏଲ୍‌ର ରେକର୍ଡ

ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଇସ୍ପାତ ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀ ରେକର୍ଡ ୧୦୯% ଅଭିବୃଦ୍ଧି କରିଛି। ଏପ୍ରିଲରେ କମ୍ପାନୀ…

ନିରାପତ୍ତା କ୍ଷେତ୍ରରେ ହ୍ୟୁଣ୍ଡାଇର ଉଦ୍ୟମ

ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ ସାନିଟାଇଜ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଶୋ’ରୁମ୍‌ ଏବଂ ଓ୍ବାର୍କଶପରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାହକ…

ହ୍ବାଟ୍ସଆପ୍‌,ଇ-ମେଲ୍‌ରେ ମଗାଇହେବ ଔଷଧ

ନୂଆଦିଲ୍ଲୀ,୬।୫: ଲକ୍‌ଡାଉନ ସମୟରେ ବିଭିନ୍ନ ଜନଔଷଧି କେନ୍ଦ୍ରରୁ ଲୋକମାନେ ହ୍ବାଟ୍ସଆପ୍‌ ଏବଂ ଇ-ମେଲ୍‌ ଜରିଆରେ ଔଷଧ ମଗାଇପାରିବେ। ସରକାର ମଙ୍ଗଳବାର ଏ ନେଇ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଲୋକଙ୍କ ନିକଟରେ ସହଜରେ ଔଷଧ ପହଞ୍ଚାଇବା ଲାଗି ସରକାର ଏଭଳି ବ୍ୟବସ୍ଥା…

ଦିଲ୍ଲୀରେ ମହଙ୍ଗା ହେଲା ଡିଜେଲ

ନୂଆଦିଲ୍ଲୀ,୬।୫:ଦିଲ୍ଲୀ ସରକାର ଇନ୍ଧନ ଉପରେ ଭାଟ୍‌ ଲାଗୁ କରିବା ପରେ ସେଠାରେ ଡିଜେଲ ସବୁଠାରୁ ମହଙ୍ଗା ସ୍ତର ଛୁଇଁଛି। ଏଠାରେ ମଙ୍ଗଳବାର ପେଟ୍ରୋଲର ଲିଟର ପିଛା ଦର ୧.୬୭ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ଲିଟର ପିଛା ୭.୧୦ ଟଙ୍କା…

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର ବାଉଚର। ଗର୍ଭବତୀ ଥିବା ଖବରକୁ ଗ୍ରୀମ୍‌ସ ଚଳିତ ବର୍ଷ ଜାନୁୟାରୀରେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ।…

କରୋନା ଯୋଗୁ ଆମେରିକା ଅର୍ଥନୀତିରେ ସଙ୍କଟ: ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ

ଓ୍ବାଶିଂଟନ,୫।୫: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି ଦେଶର ଅର୍ଥନୀତିରେ ସଙ୍କଟ ସୃଷ୍ଟି ହୋଇଛି। ବିଗୁଡୁଥିବା ଅର୍ଥନୀତିରେ ସୁଧାର ଆଣିବା ପାଇଁ ଆମେରିକା ୩୦୦,୦୦୦ କୋଟି ଡଲାରର ଋଣ ଆବଶ୍ୟକ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?