ବାଣିଜ୍ୟ

ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ିବାକୁ ହେବ

ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍‌ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍‌ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ମୁତାବକ ସାମାଜିକ ଦୂରତ୍ୱ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ ଧରି…

ଗୁଗଲ, ଫେସ୍‌ବୁକ୍‌ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍‌ ହୋମ୍‌

ସାନ୍‌ଫ୍ରାନ୍‌ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍‌ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ମିଳିଛି। ଏଭଳି ସ୍ଥିତିରେ ଗୁଗଲ ଏବଂ ଫେସ୍‌ବୁକ ଭଳି ପ୍ରମୁଖ…

୪୧୧ କୋଟି ଠକି ଚମ୍ପଟ: ସିବିଆଇରେ ମାମଲା

ନୂଆଦିଲ୍ଲୀ,୧୦।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ୪୧୧ କୋଟି ଋଣ ଠକେଇରେ ସମ୍ପୃକ୍ତ ରାମଦେବ ଇଣ୍ଟରନ୍ୟାଶନାଲ କମ୍ପାନୀର ୩ ପ୍ରମୋଟର ଦେଶ ଛାଡ଼ି ପଳାୟନ କରିଛନ୍ତି। ଏମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ନିକଟରେ ମାମଲା ରୁଜୁ କରାଯାଇଛି।…

ନିରାପତ୍ତାକୁ ମାରୁତି ସୁଜୁକିର ପ୍ରାଥମିକତା

ନୂଆଦିଲ୍ଲୀ,୧୦।୫: କଟକଣା କୋହଳ ହେଉଥିବା ବେଳେ ଦେଶର ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏହାର ଶୋ’ରୁମ୍‌ଗୁଡିକରେ ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା ଦେଉଛି। ଶୋ’ରୁମ୍‌ରେ ସୁରକ୍ଷା ଏବଂ ନିରାପତ୍ତା ବିହୀନ କ୍ରୟ ଅଭିଜ୍ଞତା ପ୍ରଦାନ ଉପରେ କମ୍ପାନୀ ବର୍ତ୍ତମାନ ପ୍ରୟାସ…

ରିଲାଏନ୍ସ ଫ୍ରେସ୍‌, ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ

ନୂଆଦିଲ୍ଲୀ,୧୦।୫: ସୁପର ମାର୍କେଟ ବ୍ରାଣ୍ଡ ରିଲାଏନ୍ସ ରିଟେଲ ପକ୍ଷରୁ ଏହାର ରିଲାଏନ୍ସ ଫ୍ରେସ୍‌ ଏବଂ ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ ପାଳନ କରାଯାଉଛି। ଏହି ଅବସରରେ ଏକ ଡିଜିଟାଲ କ୍ୟାମ୍ପେନ ‘ଭାରତମାତା କେ ଲିଏ’ ଶୁଭାରମ୍ଭ ହୋଇଛି। ଏହି ଅବସରରେ ଏକ…

ଷ୍ଟୋର ପୁନଃ ଶୁଭାରମ୍ଭ କଲା ତନିସ୍କ

ନୂଆଦିଲ୍ଲୀ,୧୦।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ସାରା ଦେଶରେ ଥିବା ୩୨୮ ଷ୍ଟୋରକୁ ପୁନଃ ଶୁଭାରମ୍ଭ ଘୋଷଣା କରାଯାଇଛି। ଏଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବ ବୋଲି କମ୍ପାନୀ ସୂଚନା ଦେଇଛି। ଷ୍ଟୋରଗୁଡ଼ିକରେ ନିରାପତ୍ତା ପଦକ୍ଷେପକୁ କଡ଼ାକଡ଼ି କରାଯିବା ସହ ସାମାଜିକ…

ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍‌ କରିଛନ୍ତି ଜୁମ୍‌ ଆପ୍‌

ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍‌ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି। ଏହି ଆପ୍‌ ଡାଉନଲୋଡ଼୍‌ ନ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ଲକ୍‌ଡାଉନ୍‌ ସମୟରେ ଏପ୍ରିଲ୍‌ ମାସରେ ଭାରତରେ ଏହାର…

୭ ରାଜ୍ୟ ପାଲଟିଛି କରୋନା ହଟସ୍ପଟ୍‌: ଦେଶର ଜିଡ଼ିପିରେ ରହିଛି ଅଧିକ ଯୋଗଦାନ

ନୂଆଦିଲ୍ଲୀ,୯।୫: ଭାରତରେ କରୋନା ଥମିବାର ନାଁ ଧରୁନି। ବିଶେଷଜ୍ଞଙ୍କ ଅନୁସାରେ ସଂକ୍ରମଣ ଶୀର୍ଷ ଛୁଇଁବା ପରେ କମିବ। ଏଥିପାଇଁ ଆଉ କିଛି ସପ୍ତାହ ସମୟ ଲାଗିବ ବୋଲି ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍‌ଆର୍‌) ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି। କରୋନା…

ଅଧିକ ୪ ଲକ୍ଷ କୋଟି ଋଣ କରିବେ ସରକାର

ନୂଆଦିଲ୍ଲୀ,୯।୫: କରୋନା ପାଇଁ ସରକାରଙ୍କ ରାଜସ୍ବ କ୍ଷତି ହେବ। ଚଳିତ ଆର୍ଥତ୍କ ବର୍ଷରେ ସରକାର ଅଧିକ ୪.୨ ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ଆକଳନ କରାଯାଇଛି। କରୋନା ମୁକାବିଲା ଲାଗି ସରକାର ଖର୍ଚ୍ଚ ବଢ଼ାଇଥିବାରୁ ଚଳିତ ବର୍ଷ ମୋଟ…

ଜିଓରେ ୧୧,୩୬୭ କୋଟି ନିବେଶ କରିବ ଭିଷ୍ଟା

ଭୁବନେଶ୍ୱର,୯।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଜିଓ ପ୍ଲାଟ୍‌ଫର୍ମରେ ଭିଷ୍ଟା ଇକ୍ୱିଟି ପାର୍ଟନର ୧୧,୩୬୭ କୋଟି ଟଙ୍କା ନିବେଶ କରିବ। ଏହି ନିବେଶ ଦ୍ୱାରା ଉକ୍ତ କମ୍ପାନୀ ୨.୩୨% ଅଂଶଧନ ହାସଲ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ଫେସ୍‌ବୁକ ପରେ ଭିଷ୍ଟା ଜିଓରେ ଅନ୍ୟ…

ତନିସ୍କର ମଦର୍ସ ଡେ କଲେକ୍ସନ

ଭୁବନେଶ୍ୱର,୯।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ମଦର୍ସ ଡେ ଲାଗି ସ୍ବତନ୍ତ୍ର ହାର୍ଟ ଅଫ୍‌ ଗୋଲ୍ଡ କଲେକ୍ସନ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମଦର୍ସ ଡେ ପାଳନ ପୂର୍ବକ ଏହି କଲେକ୍ସନ ଶୁଭାରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା…

ବିଗ୍‌ ବଜାର ପକ୍ଷରୁ ଡୋରଷ୍ଟେପ ଡେଲିଭରି ସେବା

ଭୁବନେଶ୍ୱର,୯।୫: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବିଗ୍‌ ବଜାର ପକ୍ଷରୁ ଡୋର ଷ୍ଟେପ୍‌ ଡେଲିଭରି ସେବା ଯୋଗାଇ ଦିଆଯାଉଛି। ଲକ୍‌ଡାଉନ ସମୟରେ ଗ୍ରାହକଙ୍କ ଘର ଦୁଆରରେ ସେବା ଯୋଗାଇଦେବା ଲାଗି କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଶପ୍‌ ଡଟ୍‌ ବିଗ୍‌ବଜାର ଡଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?