ବାଣିଜ୍ୟ

ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ ଏଡିବି

ନୂଆଦିଲ୍ଲୀ,୩୧। ୩: ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଭାରତରେ ୧୦୦ ନିୟୁତ ଡଲାର ନିବେଶ କରିବ। ଜାତୀୟ ଭିତ୍ତିଭୂମି ଏବଂ ନିବେଶ ପାଣ୍ଠି (ଏନ୍‌ଆଇଆଇଏଫ୍‌)ରେ ଏହି ନିବେଶ କରିବା ନେଇ ଏଡିବି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏବେ କରୋନା ଯୋଗୁ...

୧୩୭୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

  ମୁମ୍ବାଇ,୩୧। ୩: ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ସୋମବାର ୧୩୭୫ ପଏଣ୍ଟ ଖସିଛି। କରୋନା ଯୋଗୁ ବଜାର ସ୍ଥିତି ଏବେ ଠିକ୍‌ ନ ଥିବାରୁ ଏହି ସମୟରେ ବ୍ୟାଙ୍କିଙ୍ଗ୍‌ ଏବଂ ଅଟୋ ସେଣ୍ଟର ଷ୍ଟକ୍‌ କାରବାର କ୍ଷତିଗ୍ରସ୍ତ ହୋଇଛି।...

ନୂଆ ଲୋଗୋ ଉନ୍ମୋଚନ କଲା ପିଏନ୍‌ବି

ମୁମ୍ବାଇ,୩୧। ୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ପକ୍ଷରୁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି। ଏପ୍ରିଲ ପରଠାରୁ ପିଏନ୍‌ବି ସହ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ମିଶି କାମ କରିବେ। ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କର...

ପରିବର୍ତ୍ତନ ହେବେ ଏସ୍‌ଏଲ୍‌ବିସି କନ୍‌ଭେନର

ମୁମ୍ବାଇ,୩୧। ୩: ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଶ୍ରଣ ପରେ ରିଜର୍ଭ ବ୍ୟାଙ୍କ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି)ର କନ୍‌ଭେନରଙ୍କୁ ପରିବର୍ତ୍ତନ ନେଇ ସୋମବାର ପ୍ରସ୍ତାବ ଦେଇଛି। ସରକାର ୧୦ ବ୍ୟାଙ୍କକୁ ମିଶାଇ ୪ ବଡ଼ ବ୍ୟାଙ୍କ ଗଠନ ନେଇ ଯୋଜନାକୁ ଏପ୍ରିଲ...

ପିଏମ୍‌ କେୟାର୍ସ ପାଣ୍ଠିକୁ ରିଲାଏନ୍ସର ୫୦୦ କୋଟି

ନୂଆଦିଲ୍ଲୀ,୩୧। ୩: କୋଭିଡ୍‌-୧୯ ବିରୋଧରେ ଲଢ଼େଇରେ ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ୍‌ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଯୋଗଦାନ ରଖିଛି। କମ୍ପାନୀ ପିଏମ୍‌ କେୟାର୍ସ ପାଣ୍ଠିକୁ ୫୦୦ କୋଟି ଟଙ୍କା ଦାନ କରିଛି। ଏହାବାଦ ଗୁଜରାଟ ଏବଂ ମହାରାଷ୍ଟ୍ର ସରକାରଙ୍କ ପାଣ୍ଠିକୁ ୫...

ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ରିଲିଫ ପାଣ୍ଠିକୁ ୫ ଲକ୍ଷ ଦାନ

ଭୁବନେଶ୍ୱର,୩୧। ୩: କୋଭିଡ୍‌-୧୯ ମୁକାବିଲା ଲାଗି ପ୍ରମୁଖ ଜୁଏଲେରି ଚେନ୍‌ ଅରୁନ୍ଧତୀ ଗ୍ରୁପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଅର୍ଥ...

୧୭ ବର୍ଷର ସର୍ବନିମ୍ନ ସ୍ତରରେ ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ,୩୧। ୩: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାର ୧୭ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଛି। ଏହି ସମୟରେ ବ୍ରେଣ୍ଟ କ୍ରୁଡ୍‌ ଫିଚର ବ୍ୟାରେଲ ପିଛା ୨୩ ଡଲାରକୁ ଖସିଛି। ଏହା ୨୦୦୨ ନଭେମ୍ବର ପରଠାରୁ ସର୍ବନିମ୍ନ ସ୍ତରରେ...

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଅଟୋମୋବାଇଲ କମ୍ପାନୀ ମଧ୍ୟ କାମ କରିବାକୁ ଆରମ୍ଭ...

ପିଏମ୍‌-କେୟାର୍ସ ପାଣ୍ଠିକୁ ୧୫୧ କୋଟି ଦେବ ରେଲଓ୍ବେ

ନୂଆଦିଲ୍ଲୀ,୩୦ା୩(ପି.ଟି.): କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଗଠନ କରିଥିବା ପିଏମ୍‌-କେୟାର୍ସ ପାଣ୍ଠିକୁ ରେଲଓ୍ବେ ୧୫୧ କୋଟି ଟଙ୍କା ଦାନ କରିବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ରବିବାର ଏହା ଘୋଷଣା କରିଛନ୍ତି। ମନ୍ତ୍ରୀ ଗୋୟଲ ଏବଂ ସୁରେଶ ଅଙ୍ଗଦି ମାସକର ଲେଖାଏ...

ସିଏସ୍‌ଆର୍‌ ବିବେଚିତ ହେବ ପିଏମ-କେୟାର୍ସ ପାଣ୍ଠିକୁ ଯୋଗଦାନ

ନୂଆଦିଲ୍ଲୀ,୩୦। ୩: କର୍ପୋରେଟ ଜଗତ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ପ୍ରଦାନ କରାଯାଉଥିବା ଅର୍ଥ ରାଶି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଖର୍ଚ୍ଚ ଭାବେ ବିବେଚିତ କରାଯିବ। କମ୍ପାନୀ ଆଇନରେ ସାମାଜିକ କଲ୍ୟାଣକାରୀ ଖର୍ଚ୍ଚ ଭାବେ ଏହାକୁ ବିଚାର କରାଯିବା ନେଇ...

ଇପିଏଫ୍‌ ଉଠାଣ ନେଇ ଶ୍ରମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ପାଣ୍ଠିରୁ ଉଠାଣ ନେଇ ହିତାଧିକାରୀଙ୍କୁ ଶ୍ରମମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ଏବେ ଇପିଏଫଓର ୬ କୋଟି ହିତାଧିକାରୀ ଅଛନ୍ତି। ଗତ ସପ୍ତାହରେ ୧.୭ ଲକ୍ଷ...

ନିରନ୍ତର ଇନ୍ଧନ ଯୋଗାଣ ଜାରି ରଖିଛି ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ,୩୦। ୩ : ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଇନ୍ଧନ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ଉପୁଯେ ସେ ପ୍ରସଙ୍ଗକୁ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ ନଜରରେ ରଖିଛି। ବର୍ତ୍ତମାନର ସଙ୍କଟ ସମୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri