ରାମ୍କୋ ସିମେଣ୍ଟ ପକ୍ଷରୁ ସହାୟତା
ଭୁବନେଶ୍ୱର,୨୩।୪: ରାମ୍କୋ ସିମେଣ୍ଟ ଲିମିଟେଡ୍ ପକ୍ଷରୁ କୋଭିଡ୍-୧୯କୁ ଧ୍ୟାନରେ ରଖି ଏହାର ପ୍ରୋଜେକ୍ଟ ସାଇଟଗୁଡିକରେ ବିଭିନ୍ନ ସତର୍କତା ପଦକ୍ଷେପ ହାତକୁ ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଡାଉନ ଘୋଷଣା କରିବା ପରେ କମ୍ପାନୀ ଏହାର କୁର୍ନୁଲ ଜିଲା ଗ୍ରୀନ୍ ଫିଲ୍ଡ...
ରିଲାଏନ୍ସ୍ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍ବୁକ୍: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ
ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍ବୁକ୍ ଏବଂ ରିଲାଏନ୍ସ୍ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ରିଲାଏନ୍ସ୍ ଜିଓର ୯.୯୯ ପ୍ରତିଶତ ଅଂଶଧନ ଫେସ୍ବୁକ୍ ଅଧିଗ୍ରହଣ...
ଆଉଟସୋର୍ସିଂ ନିଯୁକ୍ତି କ୍ଷେତ୍ର କ୍ଷତିଗ୍ରସ୍ତ
ମୁମ୍ବାଇ,୨୨।୪:କରୋନା ଭାଇରସ୍ ଯୋଗୁ ସାରା ବିଶ୍ୱରେ ଏବେ ଲକ୍ଡାଉନ କରାଯାଇଛି। ଏଥିଯୋଗୁ ଆଉଟସୋର୍ସିଂ ଶିଳ୍ପ ଉପରେ ଗଭୀର ପ୍ରଭାବ ପଡ଼ିଛି। ଦେଶର ପ୍ରମୁଖ ଆଇଟି ହବ୍ କୁହାଯାଉଥିବା ବାଙ୍ଗାଲୋର କିମ୍ବା ଫିଲିପାଇନ୍ସର ମାନିଲା ଭଳି ଅନ୍ୟ ସ୍ଥାନଗୁଡ଼ିକରେ ଏବେ ଲକ୍ଡାଉନ...
ନିବେଶକଙ୍କ କ୍ଷତି ୩.୩୦ ଲକ୍ଷ କୋଟି
ନୂଆଦିଲ୍ଲୀ,୨୨।୪: ମଙ୍ଗଳବାର ଦେଶର ପୁଞ୍ଜିବଜାରରେ କାରବାର ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାପଡିଛି। ଏହି ସମୟରେ ନିବେଶକଙ୍କ ୩.୩୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି। ଅଶୋଧିତ ତୈଳ ଦର ଅତ୍ୟଧିକ ଖସିବା ଏବଂ ବିଶ୍ୱ ଶେୟାର ବଜାରଗୁଡିକର...
ଅଭିବୃଦ୍ଧି ଲାଗି ଇନ୍ଭେଷ୍ଟ ଇନ୍ ଇଣ୍ଡିଆର ପଦକ୍ଷେପ
ନୂଆଦିଲ୍ଲୀ,୨୨।୪: ଦେଶର ଅଭିବୃଦ୍ଧି ଫେରାଇ ଆଣାଯିବ ବୋଲି ଶିଳ୍ପଜଗତ ସହ ମିଳିତ ହୋଇ କାମ କରୁଥିବା ଇନ୍ଭେଷ୍ଟ ଇଣ୍ଡିଆର ଏମ୍ଡି ତଥା ସିଇଓ ଦୀପକ ବାଗଲା କହିଛନ୍ତି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ବାଣିଜ୍ୟ ମନ୍ତ୍ରଣାଳୟ ଏହି ଏଜେନ୍ସି ବିଭିନ୍ନ ପଦକ୍ଷେପ...
ହିରୋ ପକ୍ଷରୁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୨୨।୪: ହିରୋ ମୋଟୋକର୍ପ ପକ୍ଷରୁ ସ୍ବତନ୍ତ୍ର ରିଲିଫ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୫ ହଜାରରୁ ଊର୍ଦ୍ଧ୍ୱ ଲିଟରର ସାନିଟାଇଜର ଲୋକଙ୍କୁ ବଣ୍ଟନ କରିଛି। କମ୍ପାନୀ ୪ ଲକ୍ଷ ଲୋକଙ୍କୁ ମାସ୍କ, ୩ ଲକ୍ଷ ଲୋକଙ୍କୁ ଭୋଜନ ବିତରଣ କରିଛି। କମ୍ପାନୀ...
କୃଷି ଋଣ ଉପରେ ୩ ମାସର ମୋରାଟୋରିୟମ
ନୂଆଦିଲ୍ଲୀ,୨୨।୪: କୃଷି ଋଣ ନେଇଥିବା କୃଷକଙ୍କୁ ମିଳିବ ଆଶ୍ୱସ୍ତି । କୃଷି ଋଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ମଙ୍ଗଳବାର ୩ ମାସର ମୋରାଟୋରିୟମ ଘୋଷଣା କରିଛି। ଏହି ସମୟରେ ଅଧିକ ହାରରେ ସୁଧ ମଧ୍ୟ କୃଷକଙ୍କୁ ଦେବାକୁ ପଡିବ...
୨୦ ବର୍ଷର ସର୍ବନିମ୍ନ ସ୍ତରରେ ବ୍ରେଣ୍ଟ୍ କ୍ରୁଡ୍
ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍ ସଂକ୍ରମଣ ଯୋଗୁ ଲକ୍ଡାଉନ ପାଇଁ ଏବେ ସାରା ବିଶ୍ୱରେ ତୈଳ ଚାହିଦା ଖସିଯାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରକୁ ଖସିବା ଧାରା ଜାରି ରହିଛି। ସୋମବାର ଆମେରିକାର ବେଞ୍ଚମାର୍କ ଓ୍ବେଷ୍ଟ...
ଚାଇନା ଉପରେ ବ୍ରିଟେନ୍ ଲଗାଇଲା କଟକଣା: ସହାୟତାକାରୀଙ୍କ ବିରୋଧରେ ହେବ ତଦନ୍ତ
ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଅନ୍ତର୍ଜାତୀୟ ବ୍ୟବସାୟ କ୍ଷେତ୍ରରେ ଚାଇନାର ବିସ୍ତାରବାଦ ନୀତିକୁ ବିଟ୍ରେନ୍ ନାପସନ୍ଦ କରିବା ସହି କଟକଣା...
ଭାରତକୁ ଚାଇନାର ସମାଲୋଚନା
ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) କ୍ଷେତ୍ରରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଭାରତ ଅଙ୍କୁଶ ଲଗାଇବାର ୨ ଦିନ ପରେ ଏହାକୁ ନେଇ ସୋମବାର ଚାଇନା ପ୍ରତିକ୍ରୟା ପ୍ରକାଶ କରିଛି। ଚାଇନା ସମେତ ଅନ୍ୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ପ୍ରତ୍ୟକ୍ଷ ରୁଟ୍ରେ...
ସଂଶୋଧିତ ଏଫ୍ଡିଆଇ ନିୟମ ନେଇ ଭାରତକୁ ଚାଇନାର ସମାଲୋଚନା
ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍ଡିଆଇ) ନିୟମକୁ ଭାରତ ସରକାର ଏବେ ପରିବର୍ତ୍ତନ କରିଛନ୍ତି। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଭାରତରେ ନିବେଶ ଲାଗି ଏବେ ସରକାରଙ୍କ ଅନୁମତି ଲୋଡ଼ା ପଡ଼ିବ ବୋଲି ଜଣାପଡ଼ିଛି। ଭାରତର ଏଭଳି ପଦକ୍ଷେପକୁ ଚାଇନା ସୋମବାର ସମାଲୋଚନା...
ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଅଶୋଧିତ ତୈଳ
ମୁମ୍ବାଇ,୨୧।୪: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ ଚାହିଦା ଖସିବା, ଆମେରିକାର ଷ୍ଟୋରେଜରେ ବୃଦ୍ଧି ଏବଂ କମ୍ପାନୀଗୁଡିକର ସ୍ଥିତି ଖରାପ ହେବା ଆଶଙ୍କାରେ ବଜାରରେ ଏଭଳି ପରିବର୍ତ୍ତନ ଦେଖାଯାଇଛି।...
Archives


