ଅକ୍ଷୟ ତୃତୀୟାରେ ଡିଜିଟାଲରେ କିଣି ପାରିବେ ସୁନା
ନୂଆଦିଲ୍ଲୀ,୨୬।୪: ଲକ୍ଡାଉନ ଅକ୍ଷୟ ତୃତୀୟାର ହଟଚମକକୁ କମ୍ କରି ଦେଇଛି। ଷ୍ଟୋରଗୁଡିକ ବନ୍ଦ ରହିବା ଯୋଗୁ ଲୋକମାନେ ସେଠାକୁ ଯାଇ ସୁନା କିଣିବା ଏବେ ସମ୍ଭବ ହେବ ନାହିଁ। ମାତ୍ର ଡିଜିଟାଲ ଉପାୟରେ ଗ୍ରାହକ ସୁନା କିଣି ପାରିବେ। ପେଟିଏମ୍...
ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ
ନୂଆଦିଲ୍ଲୀ,୨୬।୪:ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କୁ ସବୁଠାରୁ ଅଧିକ ବେତନ ମିଳିଛି। ୨୦୧୯ରେ କମ୍ପାନୀ ତାଙ୍କୁ କମ୍ପେନଶେସନ ଭାବେ ୨୮୧ ନିୟୁତ ଡଲାର ବା ପ୍ରାୟ ୨୦୦୦ କୋଟି ଟଙ୍କା ପ୍ରଦାନ କରିଛି। ସାରା ବିଶ୍ୱରେ କୌଣସି...
ଅନିଶ୍ଚିତତା ଆଡ଼କୁ ବିଶ୍ୱ ଅର୍ଥ ବ୍ୟବସ୍ଥା
ମୁମ୍ବାଇ,୨୬।୪: କୋଭିଡ୍-୧୯ ଯୋଗୁ ସାରା ବିଶ୍ୱରେ ଉପୁଜିଥିବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ ସମାଧାନ କରିବା ଏବେ ପ୍ରାଥମିକତା ହୋଇଛି। ଲକ୍ଡାଉନ ଲାଗି ଆର୍ଥତ୍କ କାର୍ଯ୍ୟକଳାପ ଠପ୍ ହୋଇଥିବାରୁ କୋଟି କୋଟି ଲୋକଙ୍କ ନିଯୁକ୍ତି ଉପରେ ଏବେ କଳାବାଦଲ ଛାଇ ହୋଇରହିଛି।...
ହୋମ୍ ଡେଲିଭରି ଦେବେ ଗ୍ରସେରି ଷ୍ଟୋର
ମୁମ୍ବାଇ,୨୬।୪: ଆଗାମୀ କିଛିଦିନରେ ସ୍ଥାନୀୟ ଗ୍ରସେରି ଷ୍ଟୋରଗୁଡିକ ସାମଗ୍ରୀ ଡେଲିଭରି ଦେବେ। ଏଥି ଲାଗି ଏକ ଜାତୀୟ ଇ-କମର୍ସ ମାର୍କେଟ ପ୍ଲେସ୍ର ଯୋଜନା ହାତକୁ ନିଆଯାଉଛି। ଏହା କାର୍ଯ୍ୟକାରୀ ହେଲେ ଘର ପାଖରେ ଥିବା ଷ୍ଟୋରଗୁଡିକରୁ ଲୋକମାନେ କଣ୍ଟାକ୍ଟଲେସ ଡେଲିଭରି...
ଅଧିକ ନୋଟ୍ ଛାପିବା ଠିକ୍ ନୁହେଁ: ଏନ୍.କେ .ସିଂ
ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ବିଭିନ୍ନ ଚ୍ୟାଲେଞ୍ଜର ସାମ୍ନା କରୁଛନ୍ତି। ରାଜକୋଷରେ ବିତ୍ତୀୟ ନିଅଣ୍ଟ ଏବଂ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। କୋଭିଡ୍-୧୯ ରାଜସ୍ବକୁ ପ୍ରଭାବିତ କରିଥିଲେ ମଧ୍ୟ ଅଧିକ ନୋଟ୍ ଛାପିବା ଠିକ୍ କଥା...
ଆମାଜନ୍ର ଲୋକାଲ ଶପ୍ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୨୬।୪: ଆମାଜନ୍ ଇନ୍ ପକ୍ଷରୁ ଭାରତରେ ଲୋକାଲ ଶପ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ସାରା ଦେଶରେ ୫୦୦ ଦୋକାନ ଏବଂ ରିଟେଲର ଯୋଡି ହୋଇଛନ୍ତି। ଗ୍ରାହକଙ୍କୁ ବର୍ତ୍ତମାନର ସମୟରେ ଜରୁରୀ ସାମଗ୍ରୀ ଯୋଗାଇବା ନେଇ ଏହାଦ୍ୱାରା ଯୋଜନା ହାତକୁ...
ଖାଦ୍ୟ ବାଣ୍ଟିଲା କ୍ରେଡାଇ ଓଡ଼ିଶା
ଭୁବନେଶ୍ୱର,୨୬।୪: ବର୍ତ୍ତମାନର ଲକ୍ଡାଉନ ସମୟରେ ଫସି ରହିଥିବା ଲୋକମାନଙ୍କୁ କ୍ରେଡାଇ ଓଡ଼ିଶା ପକ୍ଷରୁ ସହାୟତା କରାଯାଇଛି। କଟକ ଏବଂ ଭୁବନେଶ୍ୱରରେ ଗରିବ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ଉଭୟ ସହରର ପ୍ରାୟ ୧୦ ହଜାର ଲୋକଙ୍କୁ ଚାଉଳ, ଚୁଡ଼ା, ଗୁଡ଼,...
ସେନ୍କୋ ଗୋଲ୍ଡ ପକ୍ଷରୁ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି
ଭୁବନେଶ୍ୱର,୨୬।୪: ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ମୂଲ୍ୟ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକଙ୍କୁ ଅନ୍ଲାଇନରେ କ୍ରୟ ସୁବିଧା କମ୍ପାନୀ ପ୍ରଦାନ କରୁଛି। ଏହି ଅଫରର ଲାଭ ଗ୍ରାହକମାନେ ୨୭ ତାରିଖ ଯାଏ ନେଇପାରିବେ।...
କୋହଳ ହେଲା ନିୟମ: ହେଲେ କେଉଁ ଦୋକାନ ଖୋଲିବ ତାହା ନିଷ୍ପତ୍ତି ନେବେ ଜିଲାପାଳ, କମିଶନର
ଭୁବନେଶ୍ୱର,୨୫।୪(ବ୍ୟୁରୋ): କୋହଳ ହୋଇଛି ଦୋକାନ ଖୋଲିବା ନିୟମ। ପୂର୍ବରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ନିୟମ ଥିବା ବେଳେ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ କିଛିଟା କୋହଳ କରାଯାଇଛି। ଏପରିକି ରାଜ୍ୟ ସରକାର ସର୍ତ୍ତ ରଖି ଦୋକାନ...
କଟକଣା କୋହଳ ନେଇ ସର୍ତ୍ତ ରଖିଲେ ରାଜ୍ୟ ସରକାର: ସହରାଞ୍ଚଳରେ ଖୋଲିବନି ମଲ୍, ଦୋକାନରେ ରହିବେ ୫୦% କର୍ମଚାରୀ
ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଲଗାଯାଇଥିଲା। ହେଲେ ଶନିବାର ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି। ତେବେ ଏହି ସମ୍ପର୍କରେ ରାଜ୍ୟ ସରକାର କିଛି ସର୍ତ୍ତ ରଖି ଆଉ ଏକ...
ଧିମେଇଲା ଭାରତର ‘ଆନିମଲ ସ୍ପିରିଟ୍’
ନୂଆଦିଲ୍ଲୀ,୨୫।୪: କୌଣସି ଅର୍ଥ ବ୍ୟବସ୍ଥାରେ କାର୍ଯ୍ୟ ଆରମ୍ଭ ଲାଗି ନିବେଶକଙ୍କ ମଧ୍ୟରେ ରହିଥିବା ଆତ୍ମବିଶ୍ୱାସ ଅନେକ ଗୁରୁତ୍ୱ ବହନକରେ। କିଛି ମାସର ବଜାର ସ୍ଥିତିକୁ ବିଚାରକରି ନିବେଶକ ବଜାର ଉପରେ ଭରସା କରିଥାନ୍ତି। ଏଭଳି ସ୍ଥିତିକୁ ନେଇ କାର୍ଯ୍ୟ...
ଏମ୍ଏସ୍ଏମ୍ଇ, ଅଣସଙ୍ଗଠିତ କ୍ଷେତ୍ରକୁ ମିଳିବ ପ୍ରାଥମିକତା
ନୂଆଦିଲ୍ଲୀ,୨୫।୪: କେନ୍ଦ୍ର ସରକାର କିଛି ବଛାବଛା କ୍ଷେତ୍ରକୁ ପ୍ୟାକେଜ ପ୍ରଦାନ କରିବା ଲାଗି ଯୋଜନା କରିଛନ୍ତି। ଏହି ପ୍ୟାକେଜ ଶୀଘ୍ର ଘୋଷଣା ହେବା ସମ୍ଭାବନା ରହିଛି। ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବଂ ଅଣ ସଙ୍ଗଠିତ କ୍ଷେତ୍ରକୁ ସରକାର...
Archives


