କୋଭିଡ୍-୧୯ ଯୋଦ୍ଧାଙ୍କ ପିଲାଙ୍କୁ ଏଲ୍ପିୟୁର ଛାତ୍ରବୃତ୍ତି
ଜଳନ୍ଧର,୧୧।୫: କୋଭିଡ୍-୧୯ ମହାମାରୀ ବିରୋଧରେ ବର୍ତ୍ତମାନ ସାରା ଦେଶ ଲଢ଼େଇ ଜାରି ରଖିଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍, ପୋଲିସ ପର୍ସୋନେଲଙ୍କ ସମେତ ଅନ୍ୟ କିଛି ବର୍ଗରେ କର୍ମଚାରୀ ଏହି ଲଢ଼େଇରେ ଉଲ୍ଲେଖନୀୟ ଯୋଗଦାନ ରଖୁଛନ୍ତି। ଏହି ଯୋଦ୍ଧାଙ୍କ ପିଲାଙ୍କ...
ହୋଣ୍ଡାର ‘ସେଫ୍ଟି କମ୍ସ ଫାଷ୍ଟ’ ପଦକ୍ଷେପ
ନୂଆଦିଲ୍ଲୀ,୧୧।୫: ହୋଣ୍ଡା ଟୁହ୍ବିଲର୍ସ ଇଣ୍ଡିଆ ପକ୍ଷରୁ ଏହାର ଡିଲର ପରିବାରଗୁଡିକ ଲାଗି ‘ସେଫ୍ଟି କମ୍ସ ଫାଷ୍ଟ’ ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ବର୍ତ୍ତମାନ କଟକଣା ଧୀରେ ଧୀରେ କୋହଳ କରୁଥିବା ବେଳେ ନୂଆ ଧାରାରେ ବାଣିଜ୍ୟ ଲାଗି ଶିଳ୍ପଗୁଡିକ ସଜବାଜ...
ଧୀରେ ଧୀରେ ସ୍ବାଭାବିକ ହେବ ଟ୍ରେନ୍: ସୋମବାର ୪ଟାରୁ ଆଇଆର୍ସିଟିସିରେ ଟିକେଟ ବୁକିଂ
ନୂଆଦିଲ୍ଲୀ,୧୦।୫: ଦେଶବ୍ୟାପୀ ଲକ୍ଡାଉନ ଯୋଗୁ ମାର୍ଚ୍ଚ ୨୫ରୁ ଯାତ୍ରୀବାହୀ ରେଳ ସେବା ବନ୍ଦ ହୋଇଛି। ତେବେ ଏହି ସେବା ଆସନ୍ତା ମଙ୍ଗଳବାରଠାରୁ ଦେଶ ମଧ୍ୟରେ ଧୀରେ ଧୀରେ ସ୍ବାଭାବିକ ହେବ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ନିଷ୍ପତ୍ତି ହୋଇଛି।...
ଚ୍ୟାଲେଞ୍ଜ ସତ୍ତ୍ୱେ ଆଗକୁ ବଢ଼ିବାକୁ ହେବ
ଲକ୍ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ବେଳେ ଜୀବନଯାତ୍ରା ସ୍ବାଭାବିକ ହେଉଛି। ବିଭିନ୍ନ ବର୍ଗରେ ଶୋ’ରୁମ୍ ଏବେ ଖୋଲିବା ଆରମ୍ଭ ହୋଇଛି। ଶୋ’ରୁମ୍ଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟ ନିୟମାବଳୀ ମୁତାବକ ସାମାଜିକ ଦୂରତ୍ୱ ସହ ଅନ୍ୟ ବ୍ୟବସ୍ଥା କରାଯାଇଛି। ଦୀର୍ଘଦିନ...
ଗୁଗଲ, ଫେସ୍ବୁକ୍ରେ ବର୍ଷ ଶେଷ ଯାଏ ଓ୍ବାର୍କ ଫ୍ରମ୍ ହୋମ୍
ସାନ୍ଫ୍ରାନ୍ସିସ୍କୋ,୧୦।୫: କରୋନା ପ୍ରଭାବ କମି ନ ଥିବାରୁ ଭାରତରେ ଲକ୍ଡାଉନ ୩.୦ ଲାଗୁ ହୋଇଛି। ସାରା ଦେଶରେ କଟକଣା ସହ କିଛି କିଛି କ୍ଷେତ୍ରରେ ଆର୍ଥତ୍କ କାର୍ଯ୍ୟକଳାପକୁ ବର୍ତ୍ତମାନ ଅନୁମତି ମିଳିଛି। ଏଭଳି ସ୍ଥିତିରେ ଗୁଗଲ ଏବଂ ଫେସ୍ବୁକ ଭଳି...
୪୧୧ କୋଟି ଠକି ଚମ୍ପଟ: ସିବିଆଇରେ ମାମଲା
ନୂଆଦିଲ୍ଲୀ,୧୦।୫: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ)ର ୪୧୧ କୋଟି ଋଣ ଠକେଇରେ ସମ୍ପୃକ୍ତ ରାମଦେବ ଇଣ୍ଟରନ୍ୟାଶନାଲ କମ୍ପାନୀର ୩ ପ୍ରମୋଟର ଦେଶ ଛାଡ଼ି ପଳାୟନ କରିଛନ୍ତି। ଏମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ନିକଟରେ ମାମଲା ରୁଜୁ...
ନିରାପତ୍ତାକୁ ମାରୁତି ସୁଜୁକିର ପ୍ରାଥମିକତା
ନୂଆଦିଲ୍ଲୀ,୧୦।୫: କଟକଣା କୋହଳ ହେଉଥିବା ବେଳେ ଦେଶର ପ୍ରମୁଖ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ ଏହାର ଶୋ’ରୁମ୍ଗୁଡିକରେ ଗ୍ରାହକ ସୁରକ୍ଷାକୁ ପ୍ରାଥମିକତା ଦେଉଛି। ଶୋ’ରୁମ୍ରେ ସୁରକ୍ଷା ଏବଂ ନିରାପତ୍ତା ବିହୀନ କ୍ରୟ ଅଭିଜ୍ଞତା ପ୍ରଦାନ ଉପରେ କମ୍ପାନୀ ବର୍ତ୍ତମାନ...
ରିଲାଏନ୍ସ ଫ୍ରେସ୍, ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ
ନୂଆଦିଲ୍ଲୀ,୧୦।୫: ସୁପର ମାର୍କେଟ ବ୍ରାଣ୍ଡ ରିଲାଏନ୍ସ ରିଟେଲ ପକ୍ଷରୁ ଏହାର ରିଲାଏନ୍ସ ଫ୍ରେସ୍ ଏବଂ ସ୍ମାର୍ଟ ଷ୍ଟୋରରେ ମଦର୍ସ ଡେ ପାଳନ କରାଯାଉଛି। ଏହି ଅବସରରେ ଏକ ଡିଜିଟାଲ କ୍ୟାମ୍ପେନ ‘ଭାରତମାତା କେ ଲିଏ’ ଶୁଭାରମ୍ଭ ହୋଇଛି। ଏହି ଅବସରରେ...
ଷ୍ଟୋର ପୁନଃ ଶୁଭାରମ୍ଭ କଲା ତନିସ୍କ
ନୂଆଦିଲ୍ଲୀ,୧୦।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ସାରା ଦେଶରେ ଥିବା ୩୨୮ ଷ୍ଟୋରକୁ ପୁନଃ ଶୁଭାରମ୍ଭ ଘୋଷଣା କରାଯାଇଛି। ଏଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବ ବୋଲି କମ୍ପାନୀ ସୂଚନା ଦେଇଛି। ଷ୍ଟୋରଗୁଡ଼ିକରେ ନିରାପତ୍ତା ପଦକ୍ଷେପକୁ କଡ଼ାକଡ଼ି କରାଯିବା ସହ...
ସରକାରଙ୍କ ସୁରକ୍ଷା ତାଗିଦ୍ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍ କରିଛନ୍ତି ଜୁମ୍ ଆପ୍
ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍ ଆପ୍ ଡାଉନ୍ଲୋଡ୍ କରିଛନ୍ତି। ଏହି ଆପ୍ ଡାଉନଲୋଡ଼୍ ନ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ଲକ୍ଡାଉନ୍ ସମୟରେ ଏପ୍ରିଲ୍ ମାସରେ ଭାରତରେ...
୭ ରାଜ୍ୟ ପାଲଟିଛି କରୋନା ହଟସ୍ପଟ୍: ଦେଶର ଜିଡ଼ିପିରେ ରହିଛି ଅଧିକ ଯୋଗଦାନ
ନୂଆଦିଲ୍ଲୀ,୯।୫: ଭାରତରେ କରୋନା ଥମିବାର ନାଁ ଧରୁନି। ବିଶେଷଜ୍ଞଙ୍କ ଅନୁସାରେ ସଂକ୍ରମଣ ଶୀର୍ଷ ଛୁଇଁବା ପରେ କମିବ। ଏଥିପାଇଁ ଆଉ କିଛି ସପ୍ତାହ ସମୟ ଲାଗିବ ବୋଲି ଭାରତୀୟ ମେଡିକାଲ ରିସର୍ଚ୍ଚ ପରିଷଦ(ଆଇସିଏମ୍ଆର୍) ପକ୍ଷରୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି।...
ଅଧିକ ୪ ଲକ୍ଷ କୋଟି ଋଣ କରିବେ ସରକାର
ନୂଆଦିଲ୍ଲୀ,୯।୫: କରୋନା ପାଇଁ ସରକାରଙ୍କ ରାଜସ୍ବ କ୍ଷତି ହେବ। ଚଳିତ ଆର୍ଥତ୍କ ବର୍ଷରେ ସରକାର ଅଧିକ ୪.୨ ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ଆକଳନ କରାଯାଇଛି। କରୋନା ମୁକାବିଲା ଲାଗି ସରକାର ଖର୍ଚ୍ଚ ବଢ଼ାଇଥିବାରୁ ଚଳିତ ବର୍ଷ...
Archives


