୨୦ରେ ବିଏମ୍ଏସ୍ର ଦେଶବ୍ୟାପୀ ଆନ୍ଦୋଳନ
ନୂଆଦିଲ୍ଲୀ,୧୬ା୫: କରୋନା ଭାଇରସ୍ ଯୋଗୁ ଜାରି ଲକ୍ଡାଉନ୍ ଫଳରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପରିପ୍ରେକ୍ଷୀରେ ୯ ରାଜ୍ୟ ସେମାନଙ୍କ ଶ୍ରମ ଆଇନରେ ସଂଶୋଧନ ଆଣିଛନ୍ତି। ଭାଜପାର ବିଚାର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍) ସମର୍ଥିତ ଭାରତୀୟ ମଜଦୁର ସଂଘ...
ସ୍ପେଶାଲ୍ ଟ୍ରେନ୍ରେ ୨ ଲକ୍ଷରୁ ଅଧିକ ଯାତ୍ରୀ କଲେ ଟିକଟ ବୁକିଂ: ୪୫ କୋଟି ୩୦ ଲକ୍ଷ ଭଡ଼ା ଆଦାୟ
ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଲକ୍ଡାଉନ୍ ଜାରି ହୋଇଛି। ଫଳରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁଲୋକ ଘରଠାରୁ ଦୂରରେ ଅଟକି ରହିଛନ୍ତି। ସେମାନଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି...
ଲକ୍ଡାଉନ୍ ଯୋଗୁ ୨୧ ରାଜ୍ୟର ୯୭,୧୦୦ କୋଟି କ୍ଷତି: ଗୁଜରାଟର ସର୍ବାଧିକ
ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ଦେଖାଦେଇଛି। ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍ଡାଉନ୍ ଜାରି ହୋଇଛି। ଏହାଯୋଗୁ ଏପ୍ରିଲ୍ ମାସରେ ୨୧ଟି ରାଜ୍ୟର ମୋଟ ୯୭,୧୦୦ କୋଟି ଟଙ୍କା କ୍ଷତି ହୋଇଛି। ଏନେଇ ଇଣ୍ଡିଆ...
ଅର୍ଥନୀତି ସଜାଡ଼ିବା ପାଇଁ ବଡ଼ ପ୍ୟାକେଜ :ଚ୍ୟାଲେଞ୍ଜ ବି ଛୋଟ ନୁହେଁ
ନୂଆଦିଲ୍ଲୀ,୧୪ା୫- କରୋନା ଭାଇରସ୍ ସାରା ବିଶ୍ୱର ଅର୍ଥନୀତିକୁ ଚରିଦେଇଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭାରତ ସମେତ ବିଭିନ୍ନ ଦେଶରେ ଲକ୍ଡାଉନ୍ ଭଳି କଟକଣା ଜାରି କରାଯାଇଛି। ଏଥିଯୋଗୁ ଆର୍ଥିକ ଗତିବଧି ଏକପ୍ରକାର ଠପ୍ ହୋଇଯାଇଥିବାରୁ ଅର୍ଥନୀତି ଉପରେ...
ଶିଳ୍ପଜଗତରେ ଖୁସିର ଲହରି
ନୂଆଦିଲ୍ଲୀ,୧୪।୫: ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ ଘୋଷଣାକୁ ନେଇ ଦେଶର ଶିଳ୍ପଜଗତରେ ଖୁସିର ଲହରି ଖେଳିଯାଇଛି। ଏମ୍ଏସ୍ଏମ୍ଇ, ବିଦ୍ୟୁତ୍ ବିତରଣ କମ୍ପାନୀ ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଶିଳ୍ପ ଜଗତ ପକ୍ଷରୁ ପ୍ରଶଂସା କରାଯାଇଛି।...
ସରକାରଙ୍କ ପଦକ୍ଷେପକୁ ଆଇସିିସିର ପ୍ରଶଂସା
ନୂଆଦିଲ୍ଲୀ,୧୪।୫: ଏମ୍ଏସ୍ଏମ୍ଇର ବିକାଶ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଘୋଷଣା କରିଥିବା ପଦକ୍ଷେପକୁ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିିସି) ପକ୍ଷରୁ ପ୍ରଶଂସା କରାଯାଇଛି। ଏମ୍ଏସ୍ଏମ୍ଇ ସଂଜ୍ଞା ନିର୍ଦ୍ଧାରଣ କରିବା ଲାଗି କାରବାର ସୀମାକୁ ବିଚାର କରିବା ନେଇ ଅନେକ...
ବିଦ୍ୟୁତ୍ ବିତରଣ କମ୍ପାନୀଙ୍କ ଲାଗି ୯୦ ହଜାର କୋଟି
ନୂଆଦିଲ୍ଲୀ,୧୪।୫: ସରକାର କ୍ଷତିରେ ଚାଲୁଥିବା ଦେଶର ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ଲାଗି ୯୦ ହଜାର କୋଟି ଟଙ୍କାର ନଗଦ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି। ସରକାରଙ୍କ ମେଗା ପ୍ୟାକେଜ ଅଧୀନରେ ଏହି ରାଶି ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କମ୍ପାନୀଗୁଡିକ କ୍ଷତିରେ...
ଅର୍ଥ ବ୍ୟବସ୍ଥା ଲାଗି ବୁଷ୍ଟର
ନୂଆଦିଲ୍ଲୀ,୧୪।୫: ଦେଶର ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଜନିତ ଲକ୍ଡାଉନ ପାଇଁ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଛି। ଏବେ ଗତ କିଛି ସପ୍ତାହ ଧରି ଦେଶରେ...
ଏନ୍ବିଏଫ୍ସିକୁ ମିଳିବ ୩୦ ହଜାର କୋଟି
ନୂଆଦିଲ୍ଲୀ,୧୪।୫: ଦେଶର ଅଣ ବ୍ୟାଙ୍କିଙ୍ଗ୍ ବିତ୍ତ ପ୍ରତିଷ୍ଠାନ(ଏନ୍ବିଏଫ୍ସି)ଗୁଡିକ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୩୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସଂସ୍ଥାଗୁଡିକୁ ନଗଦ ସହାୟତା ପ୍ରଦାନ ଲାଗି ସରକାର ଏଭଳି ଯୋଜନା ହାତକୁ ନେଇଛନ୍ତି। ଏନ୍ବିଏଫ୍ସି, ହାଉସିଂ...
ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ରେ ଫେରିଛନ୍ତି ୮ ଲକ୍ଷ ପ୍ରବାସୀ
ନୂଆଦିଲ୍ଲୀ,୧୪।୫- ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ୬୪୨ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ବିଭିନ୍ନ ରାଜ୍ୟରୁ ୮ ଲକ୍ଷ ପ୍ରବାସୀଙ୍କୁ...
ପ୍ୟାକେଜରେ ନୂଆ ସହାୟତା ପ୍ରାୟ ୧୩ ଲକ୍ଷ କୋଟି
ନୂଆଦିଲ୍ଲୀ,୧୪।୫: କରୋନା ଭାଇରସ୍ ବିରୋଧରେ ଲଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରେ ନୂଆ ସହାୟତା ପ୍ରାୟ ୬୦% ବା ୧୨ରୁ ୧୩ ଲକ୍ଷ କୋଟି ଟଙ୍କା ହେବ...
ଆୟକର ରିଟର୍ନ ଅବଧି ବଢ଼ିଲା
ନୂଆଦିଲ୍ଲୀ,୧୪।୫: ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ସରକାର ଆୟକର ରିଟର୍ନ ପ୍ରଦାନ କରିବା ସୀମାକୁ ଚଳିତ ବର୍ଷ ୩୦ ନଭେମ୍ବର ଯାଏ ବୃଦ୍ଧି କରିଛନ୍ତି। ବର୍ତ୍ତମାନ ଦେଶର ଅର୍ଥ ବ୍ୟବସ୍ଥା ପ୍ରଭାବିତ ସ୍ଥିତିରେ ରହିଥିବାରୁ ଉଭୟ ବାଣିଜ୍ୟ ଏବଂ ବ୍ୟକ୍ତି...
Archives


