୨ ସିମେଣ୍ଟ କମ୍ପାନୀ କିଣିଲେ ଆଦାନୀ

ମୁମ୍ବାଇ,୧୭।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ନିକଟରେ ୨ଟି ସିମେଣ୍ଟ କମ୍ପାନୀ ଆଦାନୀ ଅମ୍ବୁଜା ସହ ଏସିସି ସିମେଣ୍ଟକୁ ମଧ୍ୟ କିଣିଥିଲେ। ହେଲେ କିଛି ସରକାରୀ ନିୟମାବଳୀ ଓ କାଗଜପତ୍ର କାମ ପାଇଁ ବିଧିବଦ୍ଧ ଭାବେ ତାହା ଘୋଷଣା କରାଯାଇ ନ ଥିଲା। ଶୁକ୍ରବାର ଉଭୟ କମ୍ପାନୀର ଅଧିଗ୍ରହଣ ସହ ବିଧିବଦ୍ଧ ଭାବେ ଉଭୟ ଏସିସି ଏବଂ ଅମ୍ବୁଜା ବର୍ତ୍ତମାନ ଆଦାନୀ ଗ୍ରୁପ୍‌ ଦ୍ୱାରା ପରିଚାଳିତ ହେବ ବୋଲି ଜଣାପଡ଼ିଛି। ବିଶେଷକରି ଆଦାନୀ ଗ୍ରୁପ୍‌ ପ୍ରାୟ ୧୦.୫ ବିଲିୟନ ଡଲାର ବିନିଯୋଗରେ ଉପରୋକ୍ତ ଦୁଇଟି ବୃହତ୍‌ ସିମେଣ୍ଟ କମ୍ପାନୀର ମାଲିକାନା ହାସଲ କରିଛି। ଅପରପକ୍ଷରେ ଚଳିତ ବର୍ଷ ଅଗଷ୍ଟରେ ସିସିଆଇ ଆଦାନୀ ଗ୍ରୁପ୍‌ର ଅମ୍ବୁଜା ସିମେଣ୍ଟ ଏବଂ ଏସିସି ସିମେଣ୍ଟର ଅଧିଗ୍ରହଣକୁ ଅନୁମୋଦନ କରିଥିଲା। ଏପରିକି ଚଳିତ ବର୍ଷ ମେ ମାସରେ ଆଦାନୀ ଗ୍ରୁପ୍‌ ଉଭୟ ସିମେଣ୍ଟ ବ୍ରାଣ୍ଡ୍‌କୁ ହୋଲସୀମ କମ୍ପାନୀଠାରୁ ୧୦.୫ ବିଲିୟନ ଡଲାର (ପ୍ରାୟ ୮୧,୩୩୯ କୋଟି ଟଙ୍କା) ରେ ରାଜିନାମା ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାଭାଇରସ ଭୟ: ବନ୍ଦ ରହିଲା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦

ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ...

ଯାଜପୁରରୋଡରେ ଖୋଲିଲା ଗୋ-ଷ୍ଟେପ୍‌ ଶୋ’ରୁମ

ଭୁବନେଶ୍ୱର,୧-୭: ରାମ୍‌ଜୀ ଏଣ୍ଟରପ୍ରାଇଜେସର ଦ୍ୱିତୀୟ ଚେନ୍‌ ଷ୍ଟୋର ଗୋଷ୍ଟେପ୍‌ ଯାଜପୁର ରୋଡଠାରେ ଖୋଲିଛି। ଏଠାରେ ଗ୍ରାହକ ପ୍ରିମିୟମ ଫୁଟଓ୍ବେର ପ୍ରଡକ୍ଟ ଲାଭ କରିପାରିବେ। ମହିଳା,ପୁରୁଷ ଏବଂ...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ଶୁଭାରମ୍ଭ

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାର ସ୍ଥାନୀୟ ଜନତା ମୈଦାନଠାରେ ଶୁକ୍ରବାରଠାରୁ ଶୁଭାରମ୍ଭ ହୋଇଛି। କେନ୍ଦ୍ରପଡା ଏମ୍‌ଏଲ୍‌ଏ ଶଶିଭୂଷଣ ବେହେରା, ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ...

ଚାଇନାକୁ ପାନେ: ଟିକ୍‌ଟକ୍‌ର କ୍ଷତି ହେଲା ୪୫ ହଜାର କୋଟି

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡ଼ିଓ ମେକିଂ ଆପ୍‌ ଟିକ୍‌ଟକ୍‌ ଭାରତରେ ବ୍ୟାନ୍‌ ହୋଇଛି। ଏହା ଯୋଗୁ ଟିକ୍‌ଟିକ୍‌ର କ୍ଷତି ପରିମାଣ ୪୫ ହଜାର କୋଟିରୁ ଅଧିକରେ...

ନାଲ୍‌କୋ ସହାୟତାରେ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ

ଭୁବନେଶ୍ୱର,୧୨।୪: ନାଲ୍‌କୋ ପକ୍ଷରୁ ନବରଙ୍ଗପୁରଠାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ପରିପ୍ରେକ୍ଷୀରେ ଜିଲା ପ୍ରଶାସନ, ଖ୍ରୀଷ୍ଟିଆନ ହସ୍ପିଟାଲ ଏବଂ...

ଲେହ୍‌ରେ ଏସ୍‌ବିଆଇ ଖୋଲିଲା ନୂଆ ବ୍ରାଞ୍ଚ

ଲେହ୍‌,୧୫-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କ୍ରମାଗତ ନିଜର ସୁବିଧା ବଢ଼ାଇବା ସହିତ ସୁଦୂର କ୍ଷେତ୍ରରେ ଉପସ୍ଥିତି ଜାହିର କରିବାରେ ଲାଗିଛି। ଏହି କ୍ରମରେ ଲଦାଖର ଲେହ୍‌ରେ...

ସବୁ କଏନ୍‌ର ବୈଧତା ରହିଛି:ଆର୍‌ବିଆଇ

ନୂଆଦିଲ୍ଲୀ,୨୭-୬: ଦେଶ ମଧ୍ୟରେ ପ୍ରଚଳନରେ ଥିବା ବିଭିନ୍ନ ମୂଲ୍ୟର ଖୁଚୁରା ମୁଦ୍ରା(କଏନ୍‌) ବୈଧ। ବିଭିନ୍ନ ମୂଲ୍ୟର କଏନ ଗ୍ରହଣ ବେଳେ ଲୋକମାନେ କୌଣସି ଦ୍ୱନ୍ଦ୍ୱ କିମ୍ବା...

ଆର୍‌ବିଆଇ ଗଭର୍ନରଙ୍କ ସ୍ବୀକାର;ଆଶାଠାରୁ ଖରାପ ରହିଛି ଜିଡିପି

ନୂଆଦିଲ୍ଲୀ,୧୭-୯: ଦେଶର ଅର୍ଥନୀତି ଖରାପ ସମୟ ଦେଇ ଗତିକରୁଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ୫% ଜିଡିପି ଅଭିବୃଦ୍ଧି ହାର ତାଙ୍କୁ ଚକିତ କରିଛି...

Advertisement
Archives

Model This Week