ମହଙ୍ଗା ହେବ ଏଟିଏମ୍ ବ୍ୟବହାର, ଦେବାକୁ ପଡ଼ିବ…
ନୂଆଦିଲ୍ଲୀ,୩ା୧୨: ନୂଆବର୍ଷରୁ ଏଟିଏମ୍ ବ୍ୟବହାର ମହଙ୍ଗା ହେବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜାନୁୟାରୀ ୧ରୁ ଏଟିଏମ୍ କାରବାରର ଚାର୍ଜ ବଢ଼ାଇବା ପାଇଁ ଅନୁମତି ଦେଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା କାରବାର ବ୍ୟବହାର ପରେ ଆଉ...
ଆଇଏମ୍ଏଫ୍ର ଫାଷ୍ଟ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ହେବେ ଗୀତା ଗୋପିନାଥ
ନୂଆଦିଲ୍ଲୀ,୩ ।୧୨: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମ୍ଏଫ୍)ର ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର(ଏଫ୍ଡିଏମ୍ଡି) ଜିୟୋଫ୍ରୋ ଓକାମୋଟୋ ଆସନ୍ତା ବର୍ଷ ଆରମ୍ଭରେ ନିଜ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି । ସେ ଇସ୍ତଫା ଦେବା ପରେ ଏହି ପଦରେ ବିଶିଷ୍ଟ ଅର୍ଥଶାସ୍ତ୍ରୀ...
ଓୟୋର ପରାମର୍ଶଦାତା ପଦରେ ଏସ୍ବିଆଇର ପୂର୍ବତନ ଚେୟାରମ୍ୟାନ
ମୁମ୍ବାଇ,୩।୧୨: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ପୂର୍ବତନ ଚେୟାରମ୍ୟାନ ରଜନିଶ କୁମାରଙ୍କୁ ଗୁରୁବାର ଷ୍ଟ୍ରାଟେଜିକ୍ ଗ୍ରୁପ ଆଡଭାଇଜର ଭାବେ ନିଯୁକ୍ତ କରିଛି ଟ୍ରାଭେଲ ଟେକନୋଲୋଜି ପ୍ଲାଟଫର୍ମ ଓୟୋ। ଫାଇନାନସିଆଲ କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ରହିଛି। ସେ...
ପୁଣି ୧୦୩ ଟଙ୍କା ବଢ଼ିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୨।୧୨: ଡିସେମ୍ବର ପହିଲାରେ ନୂଆ ଗ୍ୟାସ ଦର ପ୍ରକାଶ ପାଇଛି। ଦେଶର ପ୍ରମୁଖ ଗ୍ୟାସ ବିତରଣ କମ୍ପାନୀର ସୂଚନା ଅନୁସାରେ ବୁଧବାର ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୩ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଘରୋଇ ଗ୍ୟାସ ସିଲିଣ୍ଡରର ଦର...
ନଭେମ୍ବରରେ ଦ୍ୱିତୀୟ ସର୍ବାଧିକ ଜିଏସ୍ଟି ସଂଗ୍ରହ
ନୂଆଦିଲ୍ଲୀ, ୨।୧୨: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ସଂଗ୍ରହ ନଭେମ୍ବର ମାସରେ ୨୫ ପ୍ରତିଶତ ବୃ୍ଦ୍ଧି ପାଇ ୧.୩୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ଦେଶରେ ଜିଏସ୍ଟି କାର୍ଯ୍ୟକାରୀ ହେବା ଦିନଠାରୁ ଏହା ଦ୍ୱିତୀୟ ସର୍ବାଧିକ ଟିକସ ସଂଗ୍ରହ। ଏହା...
ଦିଲ୍ଲୀରେ ପେଟ୍ରୋଲ ୮ ଟଙ୍କା କମିଲା
ନୂଆଦିଲ୍ଲୀ,୨।୧୨: ୨୬ ଦିନ ପରେ ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର ବୁଧବାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ଭାଟ୍କୁ ଏକା ଥରକେ ୮ ଟଙ୍କା ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲର ଲିଟର ପିଛା ଦାମ ପ୍ରାୟ ୯୬ ଟଙ୍କାରେ ପହଞ୍ଚତ୍ଛି...
୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ…
ନୂଆଦିଲ୍ଲୀ ,୧।୧୨: କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରାଯାଇଛି।...
ମାସ ଆରମ୍ଭରୁ ମହଙ୍ଗା ମାଡ଼, ୧୦୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର…
ନୂଆଦିଲ୍ଲୀ,୧।୧୨: ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ୨୦୨୧ ଡିସେମ୍ବର ୧ଠାରୁ ସରକାରୀ ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୦୦ ଟଙ୍କା ବଢ଼ିଛି। ଏଥି ସହିତ, ଗତ...
ଗ୍ରାହକଙ୍କୁ ଝଟ୍କା ଦେଲା ଜିଓ
ନୂଆଦିଲ୍ଲୀ,୨୯।୧୧: ରିଲାଏନ୍ସ ଜିଓ ଗ୍ରାହକଙ୍କ ଝଟ୍କା ଦେଇଛି। ଜିଓ ନିଜର ପ୍ଲାନ୍ର ମୂଲ୍ୟ ବୃଦ୍ଧି ହୋଇଛି। ପ୍ଲାନ ଗୁଡିକ ପ୍ରାୟ ୨୦ ରୁ ୨୫ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରିଛି। ଏଥିରେ ଡାଟା ପ୍ଲାନ, ଅନଲିମିଟେଡ ପ୍ଲାନ ସହ...
ସେମି କଣ୍ଡକ୍ଟର ୟୁନିଟ ବସାଇବ ଟାଟା
ମୁମ୍ବାଇ, ୨୭।୧୧: ଦେଶର ପ୍ରମୁଖ ବାଣିଜି୍ୟକ ଗ୍ରୁପ ଟାଟା ଘରୋଇ ବଜାରରେ ସେମି କଣ୍ଡକ୍ଟର ୟୁନିଟ ବସାଇବା ଯୋଜନା ରଖିଛି। ପ୍ରକ୍ରିୟା ସହ ଜଡ଼ିତ ୨ ଜଣ ଅଧିକାରୀ ଏ ସମ୍ପର୍କରେ ସୁଚନା ଦେଇଛନ୍ତି। ୩୦୦ ନିୟୁତ ଡଲାର ପୁଞ୍ଜି...
ଏସ୍ବିଆଇ ଉପରେ ୧ କୋଟିର ଜରିମାନା
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ଉପରେ ରିଜର୍ଭ ବ୍ୟାଙ୍କ ୧ କୋଟି ଟଙ୍କାର ଜରିମାନା ଲଗାଇଛି। ବ୍ୟାଙ୍କରୁ ଋଣ ନେଇଥିବା କମ୍ପାନୀଗୁଡ଼ିକରେ ଅଂଶଧନ ହାସଲ କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଟାନ ବ୍ୟାଙ୍କ ବିରୋଧରେ ଗ୍ରହଣ କରାଯାଇଛି। ଏହି କମ୍ପାନୀଗୁଡ଼ିକରେ ବ୍ୟାଙ୍କର...
୬ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଆଦାୟ
ନୂଆଦିଲ୍ଲୀ,୨୨।୧୧: କେନ୍ଦ୍ର ସରକାର ଅକ୍ଟୋବର ସୁଦ୍ଧା ୬ ଲକ୍ଷ କୋଟି ଟଙ୍କାର ନେଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ କରିବାକୁ ସକ୍ଷମ ହୋଇଛନ୍ତି। ସେହିଭଳି ଚଳିତ ଆର୍ଥତ୍କ ବର୍ଷରେ ହାରାହାରି ମାସିକ ଜିଏସ୍ଟି ଆଦାୟ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା...
Archives


