ବାଣିଜ୍ୟ

ପତଞ୍ଜଳିର ୫ମେଡିସିନ କଟକଣା ମୁକ୍ତ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ଆୟୁର୍ବେଦିକ ସଂସ୍ଥା ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ୫ ମେଡିସିନର ବିକ୍ରି ଉପରେ ଉତ୍ତରାଖଣ୍ଡ ସରକାର କଟକଣା (ବ୍ୟାନ୍‌) ଲଗାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କିମିଟିର ପରାମର୍ଶ ପରେ ସରକାର ପତଞ୍ଜଳିର…

୨୦ରେ ଜୀ ସାର୍ଥକର ‘ଦିଲ୍‌ ମୋର ମାନେନା’

ଭୁବନେଶ୍ୱର,୧୪।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜି ସାର୍ଥକର ବହୁ ପ୍ରତୀକ୍ଷିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ଆସନ୍ତା ରବିବାର (ନଭେମ୍ବର-୨୦) ସା ୬ଟା ୩୦ରେ ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି ଓଲିଉଡ୍‌ର…

ଟିଏସ୍‌ଏମ୍‌ଏଲ୍‌କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୧୪।୧୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌)ର ଗୋପାଳପୁର ଓ ଆଠଗଡ଼ଠାରେ ଅବସ୍ଥିତ ଫେରୋ ଆଲଏଜ କାରଖାନାକୁ ନିକଟରେ ‘କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…

ଏଗନ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ବୀମା କମ୍ପାନୀ ଏଗନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍‌ସର ନୂତନ ଉତ୍ପାଦ ‘ଆଇ ଗ୍ୟାରେଣ୍ଟି ମାକ୍ସ ସେଭିଙ୍ଗ୍‌ସ ପ୍ଲାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ହାଇ ରିଟର୍ନ ସହ ଲାଇଫ୍‌ କଭରର ୨ଗୁଣା ଲାଭ ପ୍ରଦାନ କରିଥାଏ।…

୨୪%ବୃଦ୍ଧି ପାଇଛି ନିଗମର ପ୍ରିମିୟମ ଆୟ

ନୂଆଦିଲ୍ଲୀ,୧୪।୧୧: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ଅର୍ଦ୍ଧବାର୍ଷିକ ଫଳାଫଳ (୨୦୨୨-୨୩ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୦ ସେପ୍ଟେମ୍ବର) ନିକଟରେ ଘୋଷଣା କରାଯାଇଛି। ବିଶେଷକରି ନିଗମର ନିର୍ଦ୍ଦେଶକ ମଣ୍ଡଳୀ (ବୋର୍ଡ ଅଫ ଡାଇରେକ୍ଟର୍ସ)ର ନିଷ୍ପତ୍ତିକ୍ରମେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬…

ସଫଳତାର ଉତ୍ସବ ପାଳୁଛି ସ୍କୋଡା

ନୂଆଦିଲ୍ଲୀ,୧୩।୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ସ୍କୋଡା ଅଟୋ ଇଣ୍ଡିଆକୁ ମିଳିଥିବା ସଫଳତା ଏବଂ ୫ ତାରକା ମୂଲ୍ୟାୟନର ମାନତ୍ୟ ହାସଲ କରିଛି। ସେହିଭଳି କମ୍ପାନୀର ଶେଷ ତ୍ରୈମାସିକ (୨ୟ) ଫଳାଫଳକୁ ନିକଟରେ ଡେରାଡୁନ୍‌ଠାରେ ଏକ ଅନ୍ତର୍ଜାତୀୟ ମଣ୍ଡଳୀ ସହ ସ୍କୋଡା…

୧୪ ନଭେମ୍ବରରୁ ଷ୍ଟାର୍‌ କିରଣରେ ମହାସପ୍ତାହ

ଭୁବନେଶ୍ୱର,୧୩।୧୧: ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍‌ କିରଣ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏପରିକି ଚଳିତ ବର୍ଷ ନଭେମ୍ବର ୧୪ ରୁ ୧୯ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ଷ୍ଟାର୍‌ କିରଣରେ ପ୍ରସାରିତ ଧାରାବାହିକକୁ ନେଇ ମହାସପ୍ତାହ ହେବାକୁ ଯାଉଛି।…

୭% ରୁ କମ୍‌ ରହିପାରେ ମୁଦ୍ରାସ୍ଫୀତି ହାର

ନୂଆଦିଲ୍ଲୀ,୧୩।୧୧: ଗତ କିଛି ବର୍ଷ ହେବ ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଜାରି ରହିଛି। କୋଭିଡ୍‌ ପରଠାରୁ ତାହା ଉଚ୍ଚ ହାରରେ ରହିଛି। ଫଳରେ ଗତ କିଛି ମାସ ହେବ ଖୁଚୁରା ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚତ୍ଛି। ହେଲେ ଚଳିତ ବର୍ଷ ସେପ୍ଟେମ୍ବରଠାରୁ…

୬୫ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ କଲା ଏୟାରଟେଲ

ନୂଆଦିଲ୍ଲୀ,୧୨।୧୧: ଭାରତୀ ଏୟାରଟେଲ ଏକ ନୂତନ ୪ଜି ଡାଟା ଭାଉଚର ଲଞ୍ଚ କରିଛି। ଏହି ଭାଉଚରର ମୂଲ୍ୟ ହେଉଛି ୬୫ ଟଙ୍କା। ନିକଟରେ ଏୟାରଟେଲ ମଧ୍ୟ ୧୯୯ ଟଙ୍କା ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଅଧିକ ବୈଧତା ଚାହୁଁଥିବା ଗ୍ରାହକଙ୍କ…

ସିଏନ୍‌ଜି ସେଗ୍‌ମେଣ୍ଟରେ ଆସିବ ଟୟୋଟା

ନୂଆଦିଲ୍ଲୀ,୧୨ା୧୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌)ର ସିଏନ୍‌ଜି ସେଗ୍‌ମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଉଭୟ ଟୟୋଟା ଗ୍ଲାନ୍‌ଜା ଏବଂ ଅର୍ବାନ କ୍ରୁଜ୍‌ର ହାଇରେଡର୍‌ ମଡେଲ ଲାଇନ ଅପ୍‌ ପାଇଁ ଅଧିକ ବିକଳ୍ପ ପ୍ରଦାନ କରାଯାଇଛି।…

ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବ ବିଏନ୍‌ଆଇ-ଗ୍ରେଟର ଓଡ଼ିଶା

କଟକ,୧୨ା୧୧: ବିଶ୍ୱସ୍ତରୀୟ ବାଣିଜି୍ୟକ ନେଟ୍‌ଓ୍ବର୍କଂ ସଂସ୍ଥା ବିଜ୍‌ନେସ ନେଟ୍‌ଓ୍ବର୍କଂ ଇଣ୍ଟରନ୍ୟାଶନାଲ (ବିଏନ୍‌ଆଇ)ର ସ୍ବୀକୃତିପ୍ରାପ୍ତ ସଂସ୍ଥା ବିଏନ୍‌ଆଇ-ଗ୍ରେଟର ଓଡ଼ିଶାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ପ୍ରମୋଦ ରେସର୍ଟଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଶ୍ୱ…

ବାଲିଯାତ୍ରାରେ ଷ୍ଟାର୍‌ କିରଣର ଆକର୍ଷଣୀୟ ମଣ୍ଡପ

ଭୁବନେଶ୍ୱର,୧୨ା୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଷ୍ଟାର୍‌ କିରଣ ଚଳିତ ବର୍ଷ କଟକ ବାଲିଯାତ୍ରାରେ ଅଂଶ ଗ୍ରହଣ କରିଛି। ଏପରିକି ବାଲିଯାତ୍ରର ତଳ ପଡିଆରେ ଚ୍ୟାନେଲର ଏକ ଆକର୍ଷଣୀୟ ମଣ୍ଡପ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଷ୍ଟାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?