ବାଣିଜ୍ୟ

ଜିଓର ନୂତନ ସୁବିଧା ସାଙ୍ଗକୁ ଆକର୍ଷଣୀୟ ଅଫର

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଜିଓର ୩ସ୍ବତନ୍ତ୍ର ଅଭିଯାନ ସହ ସ୍ବାଧୀନତା ଦିବସ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଭାରତୀୟଙ୍କୁ ଜିଓ ଡିଜିଟାଲ ଜୀବନର ନୂତନ ଲାଭ ପ୍ରଦାନ କରିବ। ବିଶେଷକରି ‘ହର୍‌ ଘର୍‌ ତ୍ରିରଙ୍ଗା,...

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ

ଭୁବନେଶ୍ୱର,୧୫।୮: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଚଳିତ ବର୍ଷ ଅଗଷ୍ଟ ୧୪ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ଏପରିକି ନରେନ୍ଦ୍ର ମୋଦି...

ପିଏନ୍‌ବି ପକ୍ଷରୁ ତ୍ରିରଙ୍ଗା ବଣ୍ଟନ

ଭୁବନେଶ୍ୱର,୧୫।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶବାସୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର...

୨୨,୪୫୨କୋଟିର ପିଏଫ୍‌ଆଇ ନିବେଶ

ନୂଆଦିଲ୍ଲୀ,୧୫।୮ ଗତ କିଛି ମାସର ଅସ୍ଥିରତା ଓ ଭାରତ ସରକାରଙ୍କ ଦୃଢ ପଦକ୍ଷେପ ଯୋଗୁ ବିଦେଶୀ ପୋର୍ଟଫୋଲିଓ ନିବେଶକ (ପିଏଫଆଇ)ରେ ଆଶାତୀତ ବୃଦ୍ଧି ଦେଖାଦେଇଛି। ଏପରିକି ଅଗଷ୍ଟ ମାସର ଗତ ୨ସପ୍ତାହରେ ଭାରତୀୟ ଶେୟାର ବଜାରରେ ବେଶ ଉତ୍ସାହ ଦେଖାଯାଇଛି।...

ଶ୍ୟାମ ଷ୍ଟିଲର ନୂଆ ଡିଜିଟାଲ ପ୍ରଚାର ଅଭିଯାନ

ଭୁବନେଶ୍ୱର,୧୫।୮: ପ୍ରାଥମିକ ଟିଏମ୍‌ଟି ବାରର ଅନ୍ୟତମ ଅଗ୍ରଣୀ ଉପତ୍ାଦନକାରୀ ଏବଂ ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋରଗୋହେନ ଏବଂ ମନପ୍ରୀତ ସିଂଙ୍କୁ ନେଇ ତାହାର ନୂଆ ଡିଜିଟାଲ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଶ୍ୟାମ ଷ୍ଟିଲ...

ଷ୍ଟାର୍ଟଅପ୍‌ କ୍ଷେତ୍ରରେ ଭାରତ ମାର୍ଗଦର୍ଶକ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ସାରା ଦେଶ ମହାଆଡମ୍ବର ସହକାରେ ପାଳନ କରୁଛି। ଏପରିକି ସ୍ବାଧୀନତା ପରଠାରୁ ଦେଶ ଅନେକ କ୍ଷେତ୍ରରେ ଆଗକୁ ବଢିସାରିଛି। ହେଲେ ଏକବିଂଶ ଶତାବ୍ଦୀରେ ଭାରତ ଆଜି ଷ୍ଟାର୍ଟଅପ କ୍ଷେତ୍ରରେ ବିଶ୍ୱରେ ଏକ ସ୍ବତନ୍ତ୍ର...

ଏସ୍‌ବିଆଇର ହର୍‌ ଘର୍‌ ତିରଙ୍ଗା ଅଭିଯାନ

ଭୁବନେଶ୍ୱର,୧୪।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ମହୋତ୍ସବ ଅନ୍ତର୍ଗତ ହର୍‌ ଘର୍‌ ତିରଙ୍ଗା ଅଭିଯାନରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳ ମଧ୍ୟ ସାମିଲ ହୋଇଛି।...

ଆଜି ଷ୍ଟାର୍‌ କିରଣରେ ଦେଶାତ୍ମବୋଧ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୪।୮: ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନଭିତ୍ତିକ ଟିଭି ଚ୍ୟାନେଲ ‘ଷ୍ଟାର୍‌ କିରଣ’ରେ ରବିବାର ଦିନତମାମ ବିଭିନ୍ନ ପ୍ରକାର ଦେଶାତ୍ମବୋଧ କାର୍ଯ୍ୟକ୍ରମ...

‘୨୦୩୧ ସୁଦ୍ଧା ବିଶ୍ୱର ୨ୟ ସର୍ବବୃହତ୍‌ ଅର୍ଥନୀତି ହେବ ଭାରତ’

ନୂଆଦିଲ୍ଲୀ,୧୪।୮: ଭାରତ ୨୦୩୧ ସୁଦ୍ଧା ବିଶ୍ୱର ଦ୍ୱିତୀୟ ସର୍ବବୃହତ୍‌ ଅର୍ଥନୀତି ହେବାର କ୍ଷମତା ରଖିଛି। ଏପରିକି ୨୦୬୦ ସୁଦ୍ଧା ଚାଇନାକୁ ଟପି ଭାରତ ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି ହେବା ସମ୍ଭାବନା ରହିଛି ବୋଲି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଡେପୁଟି...

ସିବିଓଆଇର ‘ସେଣ୍ଟ କ୍ରାନ୍ତି ଅଭିଯାନ’

ଭୁବନେଶ୍ୱର,୧୩ା୮: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ)ର ପ୍ରତିଷ୍ଠାତା ସାର୍‌ ସୋରାବ୍‌ଜୀ ପୋଚଖାନାୱାଲାଙ୍କ ୧୪୧ତମ ଜନ୍ମଦିବସ ଅବସରରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ‘ସେଣ୍ଟ କ୍ରାନ୍ତି ଅଭିଯାନ’ର ଆରମ୍ଭ କରାଯାଇଛି। ଏହି ଅବସରରେ ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ଅନାଦି...

ରିଲାଏନ୍ସ ଡିଜିଟାଲର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୧୩ା୮: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି (ଆର୍‌ଆଇଏଲ୍‌) ର ରିଟେଲ ଚେନ୍‌ ୟୁନିଟ୍‌ ରିଲାଏନ୍ସ ଡିଜିଟାଲ ପକ୍ଷରୁ ଭାରତର ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏଠାରେ ବର୍ତ୍ତମାନ ସମସ୍ତ ବର୍ଗରେ ଆକର୍ଷଣୀୟ ଅଫର ସହ...

ପାତ୍ରପଡ଼ାରେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ବୃହତ୍‌ ଷ୍ଟୋର

ଭୁବନେଶ୍ୱର,୧୩ା୮: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ସ୍ଥାନୀୟ ପାତ୍ରପଡ଼ାଠାରେ ଶୁକ୍ରବର ଏକ ବୃହତ୍‌ ଷ୍ଟୋରର ଶୁଭାରମ୍ଭ ହୋଇଯାଇଛି। ଗୁପ୍ତା ଡିଷ୍ଟିବ୍ୟୁଟର୍ସର ମୁଖ୍ୟ ରାଜେଶ ଗୁପ୍ତାଙ୍କ ସମେତ ଗୁପ୍ତା ପରିବାରର ସମସ୍ତ ସଦସ୍ୟ ଓ ଅନ୍ୟମାନଙ୍କ ଉପସ୍ଥିତିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri