ବାଣିଜ୍ୟ

ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ଆସନ୍ତା ମାସରୁ…

ନୂଆଦିଲ୍ଲୀ,୮।୧ : ଭାରତ ଏବଂ ବାଂଲାଦେଶର ଉଚ୍ଚାଭିଳାଷୀ ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍‌ ପାଇପଲାଇନ ପ୍ରକଳ୍ପ (ଆଇବିଏଫପିଏଲ) ଆସନ୍ତା ମାସରୁ ଆରମ୍ଭ ହେବ। ଏହି ପାଇପଲାଇନର କାର୍ଯ୍ୟ ଆରମ୍ଭ ଉଭୟ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଆଇବିଏଫପିଏଲ ପ୍ରକଳ୍ପର ମୂଲ୍ୟ…

ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….

ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି ଟଙ୍କା ଥିଲା। ଯାହା ବର୍ତ୍ତମାନ ୬୨,୬୮୧.୬୮ କୋଟି ଟଙ୍କାକୁ ଖସି ଆସିଛି। ବିଶେଷଜ୍ଞମାନେ କହିଛନ୍ତି…

‘ଜୀବନ ଶାନ୍ତି’ରେ ସଂଶୋଧନକଲା ଏଲ୍‌ଆଇସି

ଭୁବନେଶ୍ୱର,୮।୧: ଜୀବନ ଶାନ୍ତି ପ୍ଲାନ୍‌ରେ ସଂଶୋଧନ କରିଛି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)। ଏହି ସଂଶୋଧନ ୫ ଜାନୁୟାରୀଠାରୁ ଲାଗୁହେବ ବୋଲି ଏଲ୍‌ଆଇସି ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ,ଜୀବନ ଶାନ୍ତି ପ୍ଲାନ୍‌ରେ ଆନ୍ୟୁଇଟି ହାର ଓ ହାଇ ପର୍‌ଚେଜ୍‌ ପ୍ରାଇସ୍‌…

ଏସିସି ଇକୋମ୍ୟାକ୍ସର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୧: ଦେଶର ୩ଟି ରାଜ୍ୟରେ ଆଦାନୀ ଗ୍ରୁପ୍‌ ତା’ର ‘ଏସିସି ଇକୋମ୍ୟାକ୍ସ’ ସିମେଣ୍ଟକୁ ଶୁଭାରମ୍ଭ କରିଛି। ସେହି ରାଜ୍ୟଗୁଡ଼ିକ ହେଉଛି ଓଡ଼ିଶା, ପଶ୍ଚିମବଙ୍ଗ ଓ ବିହାର। ଏ ନେଇ କମ୍ପାନୀ ସିଇଓ ଅଜୟ କପୁର କହିଲେ, ଆମ ପରିଚାଳନାର ମୂଳରେ ରହିଛି…

‘ଟୟୋଟା ଇନୋଭା ହାଇକ୍ରସ୍‌’ର ବଜାର ପ୍ରବେଶ

ଭୁବନେଶ୍ୱର, ୮।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇନୋଭା ହାଇକ୍ରସ୍‌’ ଗାଡ଼ିକୁ ଟୟୋଟାର ନିର୍ଦ୍ଦେଶକ ସିଦ୍ଧାର୍ଥ ଗର୍ଗଙ୍କ ଉପସ୍ଥିତିରେ ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱରଠାରେ ଥିବା ଟୟୋଟା ଶୋ’ରୁମ୍‌ରେ ବିଧିବଦ୍ଧ ଭାବେ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଗର୍ଗ କହିଲେ, ପଞ୍ଚମ…

ବଜେଟ ପ୍ରସ୍ତୁତିରେ ନବରତ୍ନ…

ନୂଆଦିଲ୍ଲୀ,୭।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୧ ଫେବୃଆରୀ ୨୦୨୩ ରେ ଶେଷ ପୂର୍ଣ୍ଣ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ। ଘରୋଇ ସ୍ତରରେ ଅନେକ ଖୁସି ଖବର ଏହି ବଜେଟ ନେଇ ଆସିବ ବୋଲି…

ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ୍‌

ନୂଆଦିଲ୍ଲୀ,୭।୧: ଛଟେଇ କରିବ ମ୍ୟାକ୍‌ଡୋନାଲ୍ଡ। ଚଳିତ ବର୍ଷ ଏପ୍ରିଲ ସୁଦ୍ଧା କମ୍ପାନୀର କିଛି କର୍ମଚାରୀଙ୍କୁ ଛଟେଇ କରାଯିବାକୁ ନେଇ ଘୋଷଣା କରାଯିବ ବୋଲି ସିଇଓ କ୍ରିସ କେମ୍ପକିନସ୍କି କହିଛନ୍ତି। ତେବେ କମ୍ପାନୀରେ ୨ ଲକ୍ଷ କର୍ମଚାରୀ ଅଛନ୍ତି। ଏବେ ସେମାନଙ୍କର ଭୂମିକା…

ଜାନୁୟାରୀ ୮ରେ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

ଭୁବନେଶ୍ୱର,୭ା୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକର ନୂଆ ସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରର ପୋଷ୍ଟର କରାଯାଇଛି। ଏପରିକି ଜାନୁୟାରୀ ୮ ସା ୬ଟା ୩୦ମିନିଟରେ ଉକ୍ତ ଚଳଚ୍ଚିତ୍ରର ପ୍ରିମିୟର…

କ୍ଲାଟ୍‌ ଫଳାଫଳରେ ଅନାକାଡେମିର ବାଜିମାତ

ଭୁବନେଶ୍ୱର, ୭ା୧: କମନ ଲ ଆଡ୍‌ମିଶନ ଟେଷ୍ଟ (କ୍ଲାଟ୍‌)ର ଫଳାଫଳ ନିକଟରେ ପ୍ରକାଶିତ ହୋଇଛି। ଏଥିରେ ଅନାକାଡେମିର ଛାତ୍ରୀଛାତ୍ରମାନେ ବାଜିମାତ କରିଛନ୍ତି। ଏପରିକି ଏହାର ୭୦ରୁ ଅଧିକ ଶିକ୍ଷାର୍ଥୀ କ୍ଲାଟ୍‌ ପରୀକ୍ଷାଫଳରେ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶେଷକରି ଓଡ଼ିଶାର ଭୁବନେଶ୍ୱରରୁ ଓମ୍‌କାର…

ୟୁକୋ ବ୍ୟାଙ୍କର ୮୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭ା୧: ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଏପରିକି ବ୍ୟାଙ୍କର ମହାପ୍ରବନ୍ଧକ ତଥା ଆଞ୍ଚଳିକ…

ଆଇଟିସି ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ

ନୂଆଦିଲ୍ଲୀ,୭ା୧: ଆଇଟିସି ଲିମିଟେଡ୍‌ ପକ୍ଷରୁ ବର୍ଜ୍ୟବସ୍ତୁ ପରିଚାଳନା ଅଭିଯାନ ଆରମ୍ଭ କରାଯାଇଛି। ଏପରିକି ଏହାର ପ୍ରମୁଖ ବ୍ରାଣ୍ଡ୍‌ ଇନ୍‌ଷ୍ଟାଣ୍ଟ ନୁଡଲ୍ସ ଏବଂ ପାସ୍ତା ବ୍ରାଣ୍ଡ୍‌ ସନ୍‌ଫିଷ୍ଟ ୟିପି ପକ୍ଷରୁ ‘ୟିପି ବେଟର ୱାର୍ଲଡ-ଟ୍ରାସ୍‌ ଟୁ ଟ୍ରେଜର’ କାର୍ଯ୍ୟକ୍ରମ ଜରିଆରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ…

‘ନିବେଶକଙ୍କୁ ଆକୃଷ୍ଟ କରୁଛି ମ୍ୟୁଚୁଆଲ ଫଣ୍ଡ’

ନୂଆଦିଲ୍ଲୀ,୭ା୧: ବର୍ତ୍ତମାନ ସମୟରେ ମ୍ୟୁଚୁଆଲ ଫଣ୍ଡ ଅବସର ଯୋଜନାଠାରୁ ଆରମ୍ଭକରି ପିଲାମାନଙ୍କ ଜରୁରିକାଳୀନ ଆବଶ୍ୟକତା ପର୍ଯ୍ୟନ୍ତ ସେବା ଓ ସୁବିଧା ଯୋଗାଉଛି। ବିଶେଷ କରି ଏହି ଉଦ୍ୟୋଗ ବିଭିନ୍ନ ସମାଧାନ ଉନ୍ମୁଖ ଉପତ୍ାଦ ପ୍ରଦାନ କରିଥାଏ। ଏହା ନିବେଶକଙ୍କୁ ବେଶ୍‌ ଆକୃଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?