ପ୍ରତିରକ୍ଷା ଷ୍ଟାର୍ଟଅପ୍ କ୍ଷେତ୍ରରେ କାର୍ଯ୍ୟ କରିବ କିଟ୍ ଟିବିଆଇ
ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ଇନୋଭେଶନ୍ ଫର୍ ଡିଫେନ୍ସ ଏକ୍ସିଲେନ୍ସ(ଆଇଡେକ୍ସ) ନିମନ୍ତେ କିଟ୍ ଟେକ୍ନୋଲୋଜି ବିଜ୍ନେସ୍ ଇନ୍କ୍ୟୁବେଟର (କିଟ୍ ଟିବିଆଇ) ଏକ ସହଯୋଗୀ ଇନ୍କ୍ୟୁବେଟର ଭାବେ ମନୋନୀତ ହୋଇଛି। ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଷେତ୍ରରେ ଭାରତକୁ ସ୍ବାବଲମ୍ବୀ କରାଇବା ସହ ସର୍ଜନା ଓ ବୈଷୟିକ…
କୃଷକଙ୍କ ଜୀବନକୁ ପରିବର୍ତ୍ତନ କରାଇଛି ବେଦାନ୍ତ
ଭୁବନେଶ୍ୱର,୨୦।୧୦: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି କମ୍ପାନୀର ‘ଜୀବିକା ସମୃଦ୍ଧି ପ୍ରକଳ୍ପ’ ମାଧ୍ୟମରେ ଓଡ଼ିଶାର ଝାରସୁଗୁଡ଼ା ଜିଲାର କୃଷକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ…
ଅଗଷ୍ଟରେ ଜିଓର ୩୨.୮୧ ଲକ୍ଷ ନୂଆ ଗ୍ରାହକ
ମୁମ୍ବାଇ,୨୦।୧୦: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ୨୦୨୨ ଅଗଷ୍ଟରେ ସର୍ବାଧିକ ଗ୍ରାହକ ଯୋଡ଼ିଥିବା ଜଣାପଡ଼ିଛି। ଏପରିକି ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏଭଳି କିଛି ଉଲ୍ଲେଖ କରାଯାଇଛି।…
ପଟ୍ଟଶ୍ରୀ ଫାବ୍ରିକ୍ର ନୂତନ ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୨୦।୧୦: ଓଡ଼ିଶାର କଳା ଓ ହସ୍ତଶିଳ୍ପକୁ ପୋଷାକ ମାଧ୍ୟମରେ ସବୁ ସ୍ତରରେ ପହଞ୍ଚାଇବାକୁ ଏକ ନୂତନ ଧରଣର ଷ୍ଟୋର ‘ପଟ୍ଟଶ୍ରୀ’ର ଶୁଭାରମ୍ଭ ହୋଇଯାଇଛି। ଏଠାରେ ବିଭିନ୍ନ ବର୍ଗର ହସ୍ତ ଚିତ୍ରିତ ହ୍ୟାଣ୍ଡ୍ଲୁମ୍ ଏବଂ ଫାବ୍ରିକ୍ର ପ୍ରଡକ୍ଟ ଉପଲବ୍ଧ ରହିଛି। ଏହି ଅବସରରେ…
‘ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବ ବ୍ୟାଙ୍କିଙ୍ଗ୍ କ୍ଷେତ୍ର’
ନୂଆଦିଲ୍ଲୀ,୨୦।୧୦: ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଦେଶର ବ୍ୟାଙ୍କ ସେବାକୁ ଠିକ୍ ଭାବେ ପହଞ୍ଚତ୍ାଇବା ସରକାର ଓ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ଦାୟିତ୍ୱ ବୋଲି କୁହାଯାଇଛି। ହେଲେ ଦୀର୍ଘ ବର୍ଷ ହେବ ଭାରତର ଶେଷ ଭାଗରେ ରହୁଥିବା ଲୋକ ନିକଟରେ…
ପ୍ରଥମେ ଭିଲା.. ଏବେ ବିଳାସପୂର୍ଣ୍ଣ ବଙ୍ଗଳା: ୬ ମାସରେ ଦୁବାଇରେ ଦ୍ୱିତୀୟ ଘର କିଣିଲେ ଅମ୍ବାନୀ…
ନୂଆଦିଲ୍ଲୀ,୧୯।୧୦: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ କିଣିଲେ ଆଉ ଏକ ଘର। ସେ କିଛି ଦିନ ତଳେ ଦୁବାଇରେ ୮୦ ମିଲିୟନ ଡଲାର(ପ୍ରାୟ ୬୬୪.୪ କୋଟି ଟଙ୍କା)ର ଭିଲା କିଣିଥିବା ବେଳେ ଏବେ ସେଠାରେ ଆଉ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଛନ୍ତି।…
ଭୁବନେଶ୍ୱରରେ ଜିଡିସି କରିବ ସିକ୍ୟୁରଆଇସ୍
ନୂଆଦିଲ୍ଲୀ,୧୯ା୧୦: ଦେଶର ପ୍ରମୁଖ ସାଇବର ସୁରକ୍ଷା ସଂସ୍ଥା (ଏକ ବହୁରାଷ୍ଟ୍ରୀୟ କମ୍ପାନୀ) ସିକ୍ୟୁରଆଇସ୍ ଓଡ଼ିଶାର ଭୁବନେଶ୍ୱରଠାରେ ତା’ର ବିଶ୍ୱ ବିତରଣ କେନ୍ଦ୍ର (ଜିଡିସି) ଖୋଲିବାକୁ ଯୋଜନା କରିଛି। ସାଇବର ଅପରାଧ ଅଧିକ ବ୍ୟାପିବାରେ ଲାଗିଛି। ବିଶେଷକରି ଅଗ୍ରଣୀ ଶୀର୍ଷସ୍ତରୀୟ (ସି-ସୁଇଟ) ସଂସ୍ଥାଙ୍କ…
ଆଇଡିଏଫ୍ସିର ୨ ଡିବିୟୁ ଶୁଭାରମ୍ଭ
ନୂଆଦିଲ୍ଲୀ,୧୯ା୧୦: ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍ ୟୁନିଟ୍ (ଡିବିୟୁ) ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଓଡ଼ିଶା କ୍ଷେତ୍ରର କେନ୍ଦୁଝର ଏବଂ ନାଗାଲାଣ୍ଡ କ୍ଷେତ୍ରର ଦିମାପୁରର ଗୋଟିଏ ଲେଖାଏ ୟୁନିଟ୍ ସାମିଲ ରହିଛି।…
‘ଗ୍ରାହକଙ୍କ ମଧ୍ୟରେ ବଢୁଛି ଜାୱା-ୟେଜଦିର ଚାହିଦା’
ଭୁବନେଶ୍ୱର,୧୯ା୧୦: କ୍ଲାସିକ୍ ଲିଜେଣ୍ଡସ୍ ପ୍ରା. ଲିମିଟେଡ୍ର ପ୍ରମୁଖ ବ୍ରାଣ୍ଡ୍ ଜାୱା-ୟେଜ୍ଦି ମୋଟର ସାଇକେଲର ନୂତନ ଶୋ’ରୁମ୍ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଭୁବନେଶ୍ୱରର ପଳାଶୁଣୀସ୍ଥିତ ମୁରଲୀ ଆଣ୍ଡ ସନ୍ସ ଅଟୋମୋଟିଭ୍ସ ଆନୁକୂଲ୍ୟରେ ବ୍ରାଣ୍ଡ୍ର ଡିଲର ପଏଣ୍ଟ…
ୟୁକୋ ବ୍ୟାଙ୍କର ୨ଡିବିୟୁ ଉଦ୍ଘାଟିତ
ଭୁବନେଶ୍ୱର,୧୯ା୧୦: ୟୁକୋ ବ୍ୟାଙ୍କର ୨ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍ ୟୁନିଟ୍ (ଡିବିୟୁ)ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ସମଗ୍ର ଦେଶରେ ୭୫ ଜିଲାରେ ୭୫ ଡିବିୟୁକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡ୍ରେ ଉଦ୍ଘାଟନକରି ଦେଶବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଇଛି। ସେଥିମଧ୍ୟରୁ ୟୁକୋ…
ବିଓଏମ୍ର ସୁଧ ହାର ହ୍ରାସ
ନୂଆଦିଲ୍ଲୀ,୧୯ା୧୦: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର(ବିଓଏମ୍) ଗୃହଋଣ ସୁଧ ହାରରେ ୩୦ରୁ ୭୦ ବିପିଏସ୍ ହ୍ରାସ କରିଛି। ସେହିପରି ବ୍ୟାଙ୍କର ବ୍ୟକ୍ତିଗତ ଋଣ ହାରରେ ମଧ୍ୟ ୨୪୫ ବିପିଏସ୍ ହ୍ରାସ ହୋଇଥିବା ଜଣାପଡ଼ିଛି। ଏହି ପାର୍ବଣରେ ଖୁଚୁରା ଋଣର ସୁଧ ହାରକୁ ହ୍ରାସ…
ଜିଓ ଫାଇବରର ‘ଡବଲ ଫେଷ୍ଟିଭାଲ ବୋନାଞ୍ଜା’
ନୂଆଦିଲ୍ଲୀ,୧୯ା୧୦: ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓ ଫାଇବର ଡବଲ ଫେଷ୍ଟିଭାଲ ବୋନାଞ୍ଜା’ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ବର୍ଷ ଅକ୍ଟୋବର ୧୮ ରୁ ୨୮ ମଧ୍ୟରେ ନୂଆ ଜିଓ ଫାଇବର ପ୍ଲାନ୍ ଏବଂ ନୂଆ ସଂଯୋଗ ବୁକିଂ କରୁଥିବା ଗ୍ରାହକମାନଙ୍କୁ…
Archives


