ବାଣିଜ୍ୟ

ଡିସେମ୍ବରରେ ମୁଦ୍ରାସ୍ଫୀତି ୫.୭୨% କୁ ଖସିଲା

ନୂଆଦିଲ୍ଲୀ,୧୩।୧:ଗତ କିଛି ମାସ ହେବ ଦେଶରେ ମୁଦ୍ରାସ୍ଫୀତି ହ୍ରାସ ପାଉଛି। ଫଳରେ ସବୁ ବର୍ଗର ଗ୍ରାହକ କିଛି ପରିମାଣର ଆଶ୍ୱସ୍ତି ଲାଭ କରୁଛନ୍ତି। ଏପରିକି ୨୦୨୨ ଡିସେମ୍ବରରେ ମୁଦ୍ରାସ୍ଫୀତି ୫.୭୨%କୁ ଖସି ଆସିଛି। ବିଶେଷକରି ଗତ ୧୨ମାସର ସବୁଠୁ ନିମ୍ନ ସ୍ତରକୁ…

୧୦୧ ସହରରେ ଜିଓ ଟ୍ରୁ ୫ଜି ନେଟ୍‌ଓ୍ବର୍କ

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏକ ବିରଳ ସଫଳତା ହାସଲ କରିଛି। ବିଶେଷକରି ଜିଓ ଗତ ୧୦୦ ଦିନ ମଧ୍ୟରେ ୧୦୧ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଅପରପକ୍ଷରେ ତାମିଲନାଡୁର…

ଓଡ଼ିଶାର ୩ ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବା

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ୍‌ ପକ୍ଷରୁ ଓଡ଼ିଶାର ଭୁବନେଶ୍ୱର,କଟକ ଓ ରାଉରକେଲା ସହରରେ ଏୟାରଟେଲ୍‌ ୫ଜି ପ୍ଲସ୍‌ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ କରାଯାଇଥିବା ଭୁବନେଶ୍ୱର ଓ ରାଉରକେଲା ହକି ଷ୍ଟାଡିୟମରେ…

ଡିସେମ୍ବରରେ ସୋନାଲିକାର ୧୦,୫୭୧ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୩।୧:ଦେଶର ୧ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ଟ୍ରାକ୍ଟର୍ସ ନବବର୍ଷକୁ ଉଲ୍ଲେଖନୀୟ ସଫଳତା ସହ ଆରମ୍ଭ କରିଛି। କମ୍ପାନୀ ଗତ ଡିସେମ୍ବରରେ ୧୦,୫୭୧ଟି ଟ୍ରାକ୍ଟର ବିକ୍ରି ହୋଇଥିବା ଜଣାପଡ଼ିଛି। ଏଥିରେ ୪୧.୭%ର ଘରୋଇ ଅଭିବୃଦ୍ଧି ସାମିଲ ରହିଛି। ଏହିଭଳି ଭାବେ…

ଆଜିଠାରୁ ଓର୍‌ମାସ ଶିଶିର ସରସ ମେଳା

ଭୁବନେଶ୍ୱର,୧୩।୧:ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ ଦ୍ୱାରା ଜାତୀୟସ୍ତରୀୟ ହସ୍ତଶିଳ୍ପ ମେଳା ଶିଶିର ସରସ-୨୦୨୩ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ଜାନୁୟରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ମେଳା ଭୁବନେଶ୍ୱରରେ…

ଡିସେମ୍ବରରେ ସୁନା ଆମଦାନୀ ହ୍ରାସ

ନୂଆଦିଲ୍ଲୀ,୧୩।୧:ଦୀର୍ଘ ବର୍ଷ ହେବ ଭାରତର ସୁନା ଆମଦାନୀ ଅନ୍ୟ ଆମଦାନୀ ଦେଶ ତୁଳନାରେ ବେଶ୍‌ ଅଧିକ ଓ ରେକର୍ଡ ସ୍ତରରେ ରହୁଥିଲା। ହେଲେ ୨୦୨୨ ଡିସେମ୍ବରରେ ଦେଶର ସୁନା ଆମଦାନୀ ହଠାତ୍‌ କମିଯାଇଛି। ଏପରିକି ୨୦୨୧ର ସମାନ ଅବଧି ତୁଳନାରେ ଏହି…

ମାଇଁ ଷ୍ଟାର୍ଟଅପ୍‌ ସିଜନ ୪.୦ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୧: ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବ୍ରିଟାନିଆ ମ୍ୟାରି ଗୋଲ୍ଡ ପକ୍ଷରୁ ବ୍ରିଟାନିଆ ମ୍ୟାରି ଗୋଲ୍ଡର ମାଇଁ ଷ୍ଟାର୍ଟଅପ୍‌ କ୍ୟାମ୍ପେନ୍‌ର ଶୁଭାରମ୍ଭ କରାଯାଇଛି। ବିଶେଷକରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋସତ୍ାହିତ କରିବା ପାଇଁ ‘ମାଇଁ ଷ୍ଟାର୍ଟଅପ୍‌ ସିଜନ-୪’ର ଶୁଭାରମ୍ଭ ସମ୍ପର୍କରେ ମଧ୍ୟ…

ଏଏସ୍‌ଜି ହସ୍ପିଟାଲ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲ ଏଏସ୍‌ଜି ନେତ୍ର ଚିକିତ୍ସାଳୟ, ଭୁବନେଶ୍ୱର ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବିଶେଷକରି ଏଏସ୍‌ଜି ନେତ୍ର ଚିକିତ୍ସାଳୟଠାରେ ସଡ଼କ ସୁରକ୍ଷା ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଟ୍ରାଫିକ୍‌ ଏସିପି…

ଗୁଣାତ୍ମକ ସେବାକୁ ଉଷାର ଗୁରୁତ୍ୱାରୋପ

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଟ୍ରାଭେଲ୍ସ ସଂସ୍ଥା ଉଷା ଟ୍ରାଭେଲ୍ସ ପକ୍ଷରୁ ଏକ ୨୪ଘଣ୍ଟିଆ ଯାତ୍ରୀ ସେବା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ବିଶେଷକରି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଉଷା ଟ୍ରାଭେଲ୍ସର ଏକ ଜାତୀୟ ଓ ଅନ୍ତର୍ଜାତୀୟ…

ଏସ୍‌ବିଆଇ ଭୁବନେଶ୍ୱର ମଣ୍ଡଳର ବ୍ୟବସାୟିକ ସଫଳତା

ଭୁବନେଶ୍ୱର,୧୨।୧ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳର ବ୍ୟବସାୟିକ ସଫଳତା ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି। ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ କାରବାର ଶେଷ ସୁଦ୍ଧା ମୋଟ ବ୍ୟବସାୟିକ ସ୍ତର ୨ଲକ୍ଷ କୋଟି ଟଙ୍କା ଅତିକ୍ରମ…

ବିଓବି କଟକ କ୍ଷେତ୍ର ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ

କଟକ,୧୨।୧: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଓବି ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ରାଜଭାଷା ଅଧିକାରୀ…

ଫେବୃୟାରୀ ୨୩ରେ ୫ମ ଓଟିସି

ଭୁବନେଶ୍ୱର,୧୨।୧: ରାଜ୍ୟର ପ୍ରମୁଖ ଘରୋଇ ଶିଳ୍ପ ସଂଘ ‘ହୋଟେଲ ଏବଂ ରେଷ୍ଟରାଣ୍ଟ ଆସୋସିଏଶନ ଓଡ଼ିଶା (ହାରୋ) ପକ୍ଷରୁ ଚଳିତ ବର୍ଷ ଫେବୃୟାରୀ ୨୩ରେ ଓଡ଼ିଶା ଟୁରିଜମ୍‌ କନ୍‌କ୍ଲେଭ (ଓଟିସି)ର ୫ମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଏପରିକି ଚଳିତ ବର୍ଷ ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?