ବାଣିଜ୍ୟ

ଫୋର୍ଡ ପ୍ଲାଣ୍ଟ ଅଧିଗ୍ରହଣ କରିବ ଟାଟା

ନୂଆଦିଲ୍ଲୀ,୩୧ା୧୨: ମୋଟରଯାନ ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ଆସନ୍ତା ୧୦ ଜାନୁୟାରୀ ସୁଦ୍ଧା ଗୁଜରାଟସ୍ଥିତ ଫୋର୍ଡ ଇଣ୍ଡିଆର ସାନନ୍ଦ ପ୍ଲାଣ୍ଟକୁ ଅଧିଗ୍ରହଣ କରିବ। ଏ ନେଇ ଶୁକ୍ରବାର ଟାଟା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟରେ…

‘ବିର୍ଲା ଆଗ୍ରୋ ମେଶିନର ନୂତନ ଉତ୍ପାଦ ଉନ୍ମୋଚିତ’

ଭୁବନେଶ୍ୱର,୩୧ା୧୨: ମାସ୍ବାଦକର ଅଟୋଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବିର୍ଲା ଆଗ୍ରୋ ମେଶିନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଶୁକ୍ରବାର ସ୍ଥାନୀୟ କଟକରୋଡ୍‌ସ୍ଥିତ ଏକ ହୋଟେଲ ପରିସରରେ ଦିନିକିଆ ରାଜ୍ୟସ୍ତରୀୟ ଡିଲର ମିଟ୍‌ ସାଙ୍ଗକୁ ନୂତନ ଉତ୍ପାଦ…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୩୧ା୧୨: ଦିନକ ପରେ ପୁଣି ଥରେ ଷ୍ଟକ୍‌ ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ…

ବୃଦ୍ଧି ପାଉଛି ଦେଶର ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୩୧ା୧୨: ଚଳିତ ବର୍ଷର ନଭେମ୍ବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପୂର୍ଣ୍ଣ ବର୍ଷର ବଜେଟ୍‌ ଆକଳନର ୫୯ % ନିକଟତର ହୋଇଛି। ଏପରିକି ଶୁକ୍ରବାର କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ (ସିଜିଏ)ଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏପରିକି ପ୍ରକୃତ…

ପାଓ୍ବାର ଲିଷ୍ଟ୍‌-୨୦୨୨

କରୋନା ମହାମାରୀରୁ ଆଶ୍ୱସ୍ତି ପାଇବା ପରେ ୨୦୨୨ ପ୍ରଥମାର୍ଦ୍ଧରେ ବିଶ୍ୱ ଦେଖିଥିଲା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ। ପରବର୍ତ୍ତୀ ସମୟରେ ବିଭିନ୍ନ ଦେଶରେ ରାଜନୈତିକ ପରିବର୍ତ୍ତନ ଓ ଅର୍ଥନୈତିକ ଦୁଃସ୍ଥିତି ଦୃଷ୍ଟିଗୋଚର ହୋଇଥିଲା। ଅନୁରୂପ ଭାବେ ଔଦ୍ୟୋଗିକ, ପ୍ରଶାସନିକ ଓ ସାମାଜିକ ନେତୃତ୍ୱ ଅନ୍ତର୍ଜାତୀୟଠାରୁ…

ବିଓବିର ସୁଧହାରରେ ବୃଦ୍ଧି

ନୂଆଦିଲ୍ଲୀ,୩୦।୧୨:ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଘରୋଇ ଖୁଚୁରା ମିଆଦୀ ଜମା ଉପରେ ସୁଧହାର ବୃଦ୍ଧି କରାଯାଇଛି। ବିଶେଷକରି ଏହା ଏନ୍‌ଆର୍‌ଓ ଏବଂ ଏନ୍‌ଆର୍‌ଇ ମିଆଦୀ ଜମା ଉପରେ ମଧ୍ୟ ଲାଗୁ ହେବ। ଏପରିକି ୨କୋଟି ଟଙ୍କାରୁ କମ୍‌ ଜମା ରାଶି ଉପରେ…

ରିଲାଏନ୍ସ ଫାଉଣ୍ଡେଶନର ବୃହତ୍‌ ଛାତ୍ରବୃତ୍ତି ପ୍ରତିବଦ୍ଧତା

ମୁମ୍ବାଇ,୩୦।୧୨:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରତିଷ୍ଠାତା ଚେୟାରମ୍ୟାନ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନ ଆଗାମୀ ୧୦ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ। ଭାରତରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି ଛାତ୍ରବୃତ୍ତି…

ଗୋଦ୍‌ରେଜ୍‌ ଇଣ୍ଟେରିଓର ଆଉଟ୍‌ଲେଟ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୩୦।୧୨:ଓଡ଼ିଶା ବଜାରରେ ଗୋଦ୍‌ରେଜ୍‌ ଇଣ୍ଟେରିଓର ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏପରିକି ଗୁରୁବାର ସ୍ଥାନୀୟ ପଟିଆ ଛକଠାରେ ଗୋଦ୍‌ରେଜ୍‌ ଇଣ୍ଟେରିଓର ନୂତନ ଆଉଟ୍‌ଲେଟ୍‌ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ଅନୁ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ…

‘ଆତ୍ମନିର୍ଭର ଭାରତ’ର ଉଜ୍ଜ୍ୱଳ ଉଦାହରଣ ନାଲ୍‌କୋ

ଭୁବନେଶ୍ୱର,୩୦।୧୨:ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ନାଲ୍‌କୋ ମୁଖ୍ୟାଳୟଠାରେ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଏବଂ ଖଣିମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଯୋଗଦେବା ସହ କର୍ମଚାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ, ବିଶ୍ୱବ୍ୟାପୀ ଆହ୍ବାନପୂର୍ଣ୍ଣ…

‘କାର୍ଯ୍ୟକ୍ଷେତ୍ରରେ ନିରାପତ୍ତାକୁ ଗୁରୁତ୍ୱ’

ଭୁବନେଶ୍ୱର,୩୦।୧୨:ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍‌ ପକ୍ଷରୁ ନିରାପତ୍ତାଜନିତ ଏକ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଖ୍ରୀଷ୍ଟମାସ ଅବସରରେ ସେଫ୍ଟି ସାନ୍ତା ଜରିଆରେ କମ୍ପାନୀର ପ୍ଳାଣ୍ଟ ଓ ଟାଉନଶିପ ଅଞ୍ଚଳରେ ଉକ୍ତ ନିରାପତ୍ତା ଅଭିଯାନର ପ୍ରଚାରପ୍ରସାର କରାଯାଇଥିଲା। ଏପରିକି କମ୍ପାନୀର…

୪% ବୃଦ୍ଧି ପାଇଛି କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌

ନୂଆଦିଲ୍ଲୀ,୩୦।୧୨:ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ଭାରତର କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି) ବଢ଼ିଥିବା ଜଣାପଡିଛି। ବିଶେଷ କରି ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ସଦ୍ୟତମ ରିପୋର୍ଟ ଅନୁସାରେ ସିଏଡି ପୂର୍ବ ତ୍ରୈମାସଠାରୁ ୨%ରୁ ଅଧିକ ବୃଦ୍ଧି ଘଟିଛି। ଚଳିତ ଆର୍ଥିକ…

ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ

ମୁମ୍ବାଇ,୨୯।୧୨: ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ଦୀର୍ଘ ଦିନର ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଅନନ୍ତ ଏବଂ ରାଧିକାଙ୍କ ନିର୍ବନ୍ଧ ସମାରୋହ ରାଜସ୍ଥାନର ରାଜସମନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri