ତନିସ୍କରେ ଫେଷ୍ଟିଭାଲ ଅଫ୍ ଡାଇମଣ୍ଡ୍ସର ଶୁଭାରମ୍ଭ
ଭୁବନେଶ୍ୱର,୬ା୧: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ତନିସ୍କ ପକ୍ଷରୁ ‘ଫେଷ୍ଟିଭାଲ ଅଫ୍ ଡାଇମଣ୍ଡ୍ସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ହୀରା ଗହଣାର ସର୍ବବୃହତ୍ ସମ୍ଭାର ‘ସମର ଏଡିଟ୍-୨୩’ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ମୁଦି, ପେଣ୍ଡେଣ୍ଟ,…
ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ ‘ଉଦ୍ୟୋଗିନୀ’
ଭୁବନେଶ୍ୱର,୬।୧: ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ ଦ୍ୱାରା ପରିଚାଳିତ ଶୁଭଲକ୍ଷ୍ମୀ ମହିଳା ସମବାୟ ସମିତି ପକ୍ଷରୁ ନିକଟରେ ଏକ ନୂତନ ପ୍ରକଳ୍ପ ‘ଉଦ୍ୟୋଗିନୀ’ ଶୁଭାରମ୍ଭ କରାଯାଇଛି। ଏପରିକି ୪,୧୦୦ ମହିଳା ସଦସ୍ୟାଙ୍କୁ ନେଇ ଉକ୍ତ ମହିଳା ସମବାୟ ସମିତି ପରିଚାଳିତ ହେଉଛି।…
ହ୍ରାସ ପାଇଛି ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୬।୧: ଗତ ବର୍ଷର ଶେଷ ମାସରେ ଭାରତୀୟ ଅଟୋ ବଜାରରେ ଗାଡ଼ି ବିକ୍ରି ମାନ୍ଦା ରହିଥିବା ସୂଚନା ମିଳିଛି। ଏପରିକି ୨୦୨୨ ଅକ୍ଟୋବର ଏବଂ ନଭେମ୍ବର ମାସରେ ଗାଡ଼ି ବିକ୍ରିରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ବେଳେ, ଡିସେମ୍ବରରେ ଏହାର ସଂଖ୍ୟା ହ୍ରାସ…
ଓଡ଼ିଶାରେ ୫-ଜି ସେବା ଆରମ୍ଭ
ଭୁବନେଶ୍ୱର,୫ା୧(ବ୍ୟୁରୋ): ଆଜିଠୁ ଓଡ଼ିଶାରେ ୫-ଜି ସେବା ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍କୁ ଅନୁମତି ମିଳିଛି । ପ୍ରଥମେ ରାଜ୍ୟର ମୁଖ୍ୟ ସହରରେ ୫-ଜି ନେଟ୍ଓ୍ବାର୍କ ସୁବିଧା ଉପଲବ୍ଧ…
୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ
ଓ୍ବାଶିଂଟନ୍,୫।୧: ପ୍ରସିଦ୍ଧ ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି। କମ୍ପାନୀର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ କହିଛନ୍ତି,…
୨୨ ଲକ୍ଷ ଡଲାର ଜରିମାନା ଦେବେ ଏଲନ ମସ୍କ…
ଓ୍ବାଶିଂଟନ,୫।୧ : ଦକ୍ଷିଣ କୋରିଆ ଦ୍ୱାରା ଏଲୋନ ମସ୍କଙ୍କ ଇଲେକ୍ଟ୍ରିକ କାର୍ କମ୍ପାନୀ ଟେସଲାକୁ ୨୨ ଲକ୍ଷ ଡଲାର ଜରିମାନା କରାଯାଇଛି। ଦକ୍ଷିଣ କୋରିଆର ଆଣ୍ଟିଟ୍ରଷ୍ଟ ନିୟାମକ କୋରିଆ ମେଳା ବାଣିଜ୍ୟ ଆୟୋଗ (କେଏଫଟିସିସି) କହିଛି ଯେ ଟେସଲା ଏହାର ଗାଡିର…
ଭାରତରେ ୮୩ ଶହ କୋଟି ଟିକସ ଦେବ ଓ୍ବାଲମାର୍ଟ…
ସିଙ୍ଗାପୁର,୫।୧ : ଫୋନ ପେ ମୁଖ୍ୟାଳୟ ସିଙ୍ଗାପୁରରୁ ଭାରତକୁ ସ୍ଥାନାନ୍ତରିତ କରିବା ଯୋଗୁ ୱାଲମାର୍ଟ ଏବଂ ଡିଜିଟାଲ ପେମେଣ୍ଟ କମ୍ପାନୀର ସମସ୍ତ ଅଂଶୀଦାରଙ୍କୁ ପ୍ରାୟ ଏକ ବିଲିୟନ ଡଲାର (୮୩ ଶହ କୋଟି ଟଙ୍କା) ଟିକସ ଦେବାକୁ ପଡିବ। ସୂଚନାନୁସାରେ, ଫୋନପେ…
ଭାରତୀୟ ଶିକ୍ଷାର୍ଥୀଙ୍କ ପାଇଁ ରେକର୍ଡ ସଂଖ୍ୟକ ୧.୨୫ ଲକ୍ଷ ଭିଜା ଜାରି କଲା ଆମେରିକା…
ଓ୍ବାଶିଂଟନ,୫।୧ : ଆମେରିକା ଭାରତର ନିକଟତର ହେବାକୁ ଚାହୁଁଛି। କାରଣ ଆମେରିକାର ଦୂତାବାସ ଏଥର ୧.୨୫ ଲକ୍ଷ ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିଜା ପ୍ରଦାନ କରି ଏହାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ଆମେରିକା ବିଭାଗ ମୁଖପାତ୍ର ନେଡ ପ୍ରାଇସ ଏହି ସୂଚନା…
ମାଇକ୍ରୋଭେଷ୍ଟଠାରୁ ଭର୍ଥାନାର ନିବେଶ ପ୍ରାପ୍ତି
ନୂଆଦିଲ୍ଲୀ,୫।୧: ସୁଲଭ ଶିକ୍ଷା ଋଣ ନିମନ୍ତେ ବାଙ୍ଗାଲୋରର ଏକ ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନ୍ସିଆଲ୍ କମ୍ପାନୀ (ଏନ୍ବିଏଫ୍ସି) ଆମେରିକାରା ଏକ ବିଶ୍ୱସ୍ତରୀୟ ବିନିଯୋଗ ସଂସ୍ଥା ମାଇକ୍ରୋଭେଷ୍ଟଠାରୁ ୭ ମିଲିୟନ ଡଲାର (ପ୍ରାୟ ୫୬ କୋଟି ଟଙ୍କା) ନିବେଶ ପ୍ରାପ୍ତି କରିଛି। ଏହି ପୁଞ୍ଜି…
‘ଜିଓକୁ ସପୋର୍ଟ କରିବ ମୋଟୋରୋଲା ୫ଜି ଫୋନ୍
ନୂଆଦିଲ୍ଲୀ, ୫।୧: ଦେଶର ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା ମୋଟୋରୋଲା ତାର ନୂତନ ୫ଜି ସ୍ବାର୍ଟଫୋନ୍ ବଜାରରେ ପ୍ରବେଶ କରିଛି। ଏଥିରେ ଜିଓର ଟ୍ରୁ ୫ଜି ଷ୍ଟାଣ୍ଡ୍ ଏଲୋନ୍ ନେଟ୍ଓ୍ବାର୍କକୁ ସପୋର୍ଟ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ମୋଟୋରୋଲା ଏଜ୍…
୨.୫୦ ଲକ୍ଷ ୟୁନିଟ୍ ଯାନ ବିକିଲା ଏଚ୍ଏମ୍ଏସ୍ଆଇଏଲ୍
ନୂଆଦିଲ୍ଲୀ,୫।୧: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇଏଲ) ପକ୍ଷରୁ ଡିସେମ୍ବର ମାସର ଗାଡ଼ି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅବଧିରେ କମ୍ପାନୀ ୨୫୦,୧୭୧ ୟୁନିଟ୍ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ଉଲ୍ଲେଖଯୋଗ୍ୟ, ଦେଶର…
ଜାନୁୟାରୀ ୭ରୁ ‘ଡିଓଡି ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’
ଭୁବନେଶ୍ୱର,୫।୧: ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ଜାନୁୟାରୀ ୭ରୁ ଆରମ୍ଭ ହେବାକୁ ଯାଉଛି ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ (ଡିଓଡି), ଜୀ-ସାର୍ଥକ ସଂସାର ଡ୍ୟାନ୍ସ ଲିଗ୍’। ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବରେ ଭାଗ ନେବେ। ଏପରିକି…
Archives


