ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୪।୧୨: ଦିନକର ମାନ୍ଦାବସ୍ଥା ପରେ ମଙ୍ଗଳବାର ଷ୍ଟକ୍ ବଜାରର ଫଳାଫଳ ଆଶା ଓ ଆଶଙ୍କା ମଧ୍ୟରେ ଶେଷ ହୋଇଛି। ଏପରିକି କେନ୍ଦ୍ରୀୟ ବ୍ୟାଙ୍କର ନିଷ୍ପତ୍ତି ସାଙ୍ଗକୁ ଖୁଚୁରା ମୁଦ୍ରାସ୍ଫୀତିର ଫଳାଫଳ ଓ ଶେୟାର ବଜାରର କାରବାର ଦଲାଲ ଷ୍ଟ୍ରିଟ୍ର ନିବେଶକଙ୍କ...
ବୃଦ୍ଧି ପାଉଛି ଗଚ୍ଛିତ ଅଶୋଧିତ ତୈଳ
ନୂଆଦିଲ୍ଲୀ,୧୪।୧୨: ଗତ କିଛି ମାସ ହେବ ଅଶୋଧିତ ତୈଳ ଦର ପୂର୍ବ ଅପେକ୍ଷା କମ୍ ରହିଛି। ଫଳରେ ଓପେକ୍ ରାଷ୍ଟ୍ରଠାରୁ ତୈଳ ଆମଦାନୀ କରୁଥିବା ଭାରତ ପ୍ରାୟ ୨୨% ତୈଳ ଆମଦାନୀ କରି ତୈଳ ଭଣ୍ଡାରରେ ଗଚ୍ଛିତ ରଖିଛି। ଏପରିକି...
ୟାଟ୍ସ ବିଜେତା ସମ୍ବର୍ଦ୍ଧିତ
ଭୁବନେଶ୍ୱର,୧୪।୧୨: ଟାଟା ଷ୍ଟିଲ୍ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ (ୟାଟ୍ସ) ର ୧୬ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେ ମଙ୍ଗଳବାର ଭୁବନେଶ୍ୱରସ୍ଥ ପଠାଣି ସାମନ୍ତ ପ୍ଲାନେଟାରିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ...
୨୪% ବୃଦ୍ଧି ପାଇଛି ପ୍ରତ୍ୟକ୍ଷ କର ସଂଗ୍ରହ
ନୂଆଦିଲ୍ଲୀ,୧୩।୧୨: ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ନଭେମ୍ବର ଶେଷ ସୁଦ୍ଧା ପ୍ରତ୍ୟକ୍ଷ କର ସଂଗ୍ରହ ୨୪% ବୃଦ୍ଧି ଘଟି ୮.୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି ବୋଲି ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ବାର୍ଷିକ ବଜେଟ ଅନୁମାନଠାରୁ...
ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୩।୧୨: ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ୟୁନିଟ୍ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ‘ସମାନତା’ ବିଷୟବସ୍ତୁ ଆଧାରରେ ଏକ ସପ୍ତାହବ୍ୟାପୀ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏପରିକି ଝାରସୁଗୁଡ଼ା ଜିଲା ସ୍ବାସ୍ଥ୍ୟ...
ଓସିପିଏଲ୍ର ମନୋହରପୁର ଟାଉନ୍ଶିପ୍ ଉଦ୍ଘାଟିତ
ଭୁବନେଶ୍ୱର,୧୩।୧୨: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବରା ଲିମିଟେଡ଼ (ଓସିପିଏଲ୍) ର ମନୋହରପୁର ଟାଉନ୍ଶିପ୍ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଶକ୍ତି ସଚିବ ନିକୁଞ୍ଜ ଧଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସେ...
ଓ୍ବାନ୍ପ୍ଲସ୍ ସହ ଜିଓର ସହଭାଗିତା
ନୂଆଦିଲ୍ଲୀ,୧୩।୧୨: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ସ୍ମାର୍ଟ ଫୋନ୍ ବ୍ରାଣ୍ଡ୍ ଓ୍ବାନ୍ପ୍ଲସ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୫ଜି ଷ୍ଟାଣ୍ଡ୍-ଏଲୋନ୍ ପ୍ରଯୁକ୍ତି ପାଇଁ ରିଲାଏନ୍ସ ଜିଓ ଓ ୱାନ୍ପ୍ଲସ୍...
ଖସିଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ,୧୩୨।୧୨: ଦୀର୍ଘ ୧୧ ମାସ ପରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୬% ନିକଟବର୍ତ୍ତୀରେ ରହିଛି। ଏପରିକି ଚଳିତ ବର୍ଷ ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତିର ହାର ପ୍ରାୟ ୧%(୦.୮୯) ଖସି ୫.୮୮% ରେ ରହିଛି। ୨୦୨୨ ଅକ୍ଟୋବର ମାସରେ...
ପେଟ୍ରୋଲ-ଡିଜେଲ ୩୩ ଟଙ୍କାରୁ ଅଧିକ ଶସ୍ତା ହେବା ଜରୁରୀ, ଅଶୋଧିତ ତୈଳ ଦର ନିମ୍ନସ୍ତରରେ…
ନୂଆଦିଲ୍ଲୀ,୧୨।୧୨ : ଜୁଲାଇ ୨୦୦୮ ପରେ ଚଳିତ ବର୍ଷ ମାର୍ଚ୍ଚରେ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାରରେ ପହଞ୍ଚିଥିଲା। ଏବେ ଏହା ବ୍ୟାରେଲ ପିଛା ପାଖାପାଖି ୭୬ ଡଲାରର ନିମ୍ନସ୍ତରରେ କାରବାର କରୁଛି। ଫଳରେ...
ଅଲ ନ୍ୟୁ ବିଏମଡବ୍ଲ୍ୟୁ ଏସ୍ ୧୦୦୦ ଆର୍ଆର୍ ଉନ୍ମୋଚିତ
ନୂଆଦିଲ୍ଲୀ,୧୨।୧୨: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ବିଏମଡବ୍ଲ୍ୟୁର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ ନ୍ୟୁ ବିଏମଡବ୍ଲ୍ୟୁ ଏସ ୧୦୦୦ ଆର୍ଆର୍ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି ନିକଟରେ ଦିଲ୍ଲୀ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ...
୧୭ରୁ କ୍ଷିତିଜ୍-ଇଷ୍ଟର୍ନ ରିଜିଓନାଲ କନ୍ଫରେନ୍ସ-୨୦୨୨
ଭୁବନେଶ୍ୱର,୧୨।୧୨: ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ୍ ଓଡ଼ିଶା ଚାପ୍ଟର ପକ୍ଷରୁ ଏକ ୩ ଦିନିଆ ଜାତୀୟ ସମ୍ମିଳନୀ ‘କ୍ଷିତିଜ୍-ଇଷ୍ଟର୍ନ ରିଜିଓନାଲ କନ୍ଫରେନ୍ସ-୨୦୨୨’ର ଆୟୋଜନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ସମ୍ମିଳନୀ ଚଳିତ ମାସ ୧୭ ରୁ ୧୯ ତାରିଖ...
ପଟିଆରେ ‘ବିୟୋର୍ଡ ଷ୍ଟୁଡିଓ ସାଲୁନ୍’
ଭୁବନେଶ୍ୱର,୧୨।୧୨: ଦେଶର ଜଣାଶୁଣା ବାଣିଜି୍ୟକ ସଂସ୍ଥା ନିଞ୍ଜା ଗୃମିଂ ଲାଉଞ୍ଜ ପକ୍ଷରୁ ରବିବାର ପଟିଆ ଛକରେ ବିୟୋର୍ଡ଼ ଷ୍ଟୁଡିଓ ସାଲୁନ୍ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ...
Archives


