ବାଣିଜ୍ୟ

‘ଡ୍ରିମ୍‌ ଡାଇମଣ୍ଡ୍‌ ଟୁର ଅଫ୍‌ ଓଡ଼ିଶା’ଉଦ୍‌ଯାପିତ

ଭୁବନେଶ୍ୱର,୧୩।୨: ରିଲାଏନ୍ସ ଜୁଏଲସ୍‌ ପକ୍ଷରୁ ନିକଟରେ ଆୟୋଜିତ ହୋଇଥିବା ‘ଏଲିନାଙ୍କ ଡ୍ରିମ୍‌ ଡାଇମଣ୍ଡ୍‌ ଟୁର୍‌ ଅଫ୍‌ ଓଡ଼ିଶା’ ରବିବାର ରାଉରକେଲାର ଚନ୍ଦ୍ରପୁର କଚେରି ରୋଡ୍‌ସ୍ଥିତ ଶୋ’ରୁମ ପରିସରରେ ଉଦ୍‌ଯାପିତ ହୋଇଯାଇଛି। ବିଶେଷ କରି ଏହାର ପୃଷ୍ଠପୋଷାକମାନଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ଉତ୍ସାହକୁ…

ଫେବୃୟାରୀରେ ୯୭୦୦ କୋଟି ଶେୟାର ବିକ୍ରି

ନୂଆଦିଲ୍ଲୀ,୧୩।୨: ବିଗତ କିଛିଦିନ ହେବ ଭୌଗୋଳିକ କାରଣରୁ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଲାଗି ରହିଛି, ଏପରି କି ଶେୟାର ବଜାରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ଫଳରେ ଭାରତୀୟ ଶେୟାର ବଜାରରୁ କ୍ରମାଗତ ଭାବେ ବିଦେଶୀ ନିବେଶକମାନେ ପୁଞ୍ଜି ପ୍ରତ୍ୟାହାର…

ପାହାଳରେ ଉତ୍କଳ ବିଲ୍ଡର୍ସର ‘ଉତ୍କଳ ଲେଭେଲ୍ସ’ଉନ୍ମୋଚିତ

ଭୁବନେଶ୍ୱର,୧୩।୨: ରାଜ୍ୟର ପ୍ରମୁଖ ରିୟଲ ଇଷ୍ଟେଟ୍‌ କମ୍ପାନୀ ଉତ୍କଳ ବିଲ୍ଡର୍ସର ନୂତନ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସୁବାସ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ପ୍ରମୁଖ ଉପସ୍ଥିତ…

ଅଏଲ୍‌ ଇଣ୍ଡିଆ ଲିମିଟେଡ଼୍‌ର ୩ୟ ତ୍ରେିମାସିକ ଫଳାଫଳ

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ କମ୍ପାନୀ ଅଏଲ୍‌ ଇଣ୍ଡିଆ ଲିମିଟେଡ଼୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରେିମାସିକ ଫଳାଫଳ ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି, କମ୍ପାନୀ ଅକ୍ଟୋବର ରୁ ଡିସେମ୍ବର ଅବଧି ମଧ୍ୟରେ ୧,୭୪୬.୧୦ କୋଟି ଟଙ୍କା ନେଟ୍‌ ଲାଭ କରିଛି।…

ଟାଟା ଷ୍ଟିଲ ସହ ମିଶ୍ରଣ ହେବ ଗ୍ରୁପର ୭ସହାୟକ କମ୍ପାନୀ

ନୂଆଦିଲ୍ଲୀ,୧୩।୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ଷ୍ଟିଲ ସହ ଗ୍ରୁପର ଆଉ ୭ ସହାୟକ କମ୍ପାନୀର ମିଶ୍ରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରି କି ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ଟାଟା ଷ୍ଟିଲ…

ଲେଜି ପେ-କ୍ରିଡିଟ୍‌ ବି-ବୁଡି ଲୋନ ଉପରୁ ହଟିଲା ପ୍ରତିବନ୍ଧକ…

ନୂଆଦିଲ୍ଲୀ,୧୨।୨ : ଭାରତ ସରକାର କେତେକ ଋଣ ଆପ କମ୍ପାନୀ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଚାଇନ ସହିତ ଲିଙ୍କ୍‌ ଥିବା ଅଭିଯୋଗ ପରେ ସରକାର ଏହି କମ୍ପାନୀଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଫଳରେ ୨୨୦ ଟି ଆପ…

ୟୁନିୟନ ବ୍ୟାଙ୍କ୍‌ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୧୨।୨: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଭଏସ୍‌ ବ୍ୟାଙ୍କିଙ୍ଗ୍‌ ସେବାର ଶୁଭାରମ୍ଭ କରାଯାଇଛି। ଅତ୍ୟାଧୁନିକ ଉପାୟରେ ବ୍ୟାଙ୍କର ସେବା ଓ ସୁବିଧାକୁ ସହଳ ଭାବେ ପହଞ୍ଚାଇବା ଆଶାରେ ‘ୟୁନିୟନ ବ୍ୟାଙ୍କ ଭଏସ୍‌ ଆସିଷ୍ଟାଣ୍ଟ’ (ୟୁବା)ର ବ୍ୟବହାରକୁ ଗୁରୁତ୍ୱାରୋପ କରାଯାଇଛି। ସେହିଭଳି…

ନବୀନ ଜିନ୍ଦଲଙ୍କୁ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ

ଭୁବନେଶ୍ୱର,୧୨।୨: ଦେଶର ଜଣାଶୁଣା ଭିତ୍ତିଭୂମି ଥିଙ୍କ୍‌ ଟ୍ୟାଙ୍କ୍‌ ଏବଂ ଭିତ୍ତିଭୂମି ଗବେଷଣା ଅଧ୍ୟୟନ ତାଲିମ ଫାଉଣ୍ଡେଶନ ‘ଫାଷ୍ଟ କନ୍‌ଷ୍ଟ୍ରକସନ୍‌ କାଉନସିଲ୍‌’ ପକ୍ଷରୁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କୁ ‘ଚଳିତ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ’ ସମ୍ମାନରେ ସମ୍ମାନିତ…

ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୧୬ ଲକ୍ଷ କୋଟି

ନୂଆଦିଲ୍ଲୀ, ୧୨।୨: ଚଳିତ ଆର୍ଥିକ ବର୍ଷର ଫେବୃୟାରୀ ୧୦ ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ପ୍ରାୟ ୧୬ (୧୫.୬୭) ଲକ୍ଷ କୋଟି ଟଙ୍କା ହୋଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ଏ ପର୍ଯ୍ୟନ୍ତ ସୁଦ୍ଧା…

ଗ୍ଲୋବାଲ ଜୈବ ଇନ୍ଧନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ…

ନୂଆଦିଲ୍ଲୀ,୧୨।୨ :ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ ଗଠନ ପାଇଁ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ କାର୍ଯ୍ୟ କରିବେ। ଆସନ୍ତା କିଛି ମାସ ମଧ୍ୟରେ ଭାରତ, ବ୍ରାଜିଲ ଏବଂ ଆମେରିକା ମିଳିତ ଭାବେ ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସ (ଜିବିଏ)…

ପେଟିଏମ୍‌ରୁ ନିଜ ଅଂଶଧନ ବିକ୍ରି କଲା ଆଲିବାବା

ନୂଆଦିଲ୍ଲୀ,୧୧।୨: ଚାଇନା କମ୍ପାନୀ ଆଲିବାବା ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ ‘ଓ୍ବାନ୍‌୯୭ କମ୍ୟୁନିକେଶନ’ରୁ ବାହାରି ଯାଇଛି। କମ୍ପାନୀ ଏହାର ୩.୧୬ ପ୍ରତିଶତ ଅଂଶଧନକୁ ୧୩,୬୦୦ କୋଟିରେ ବିକ୍ରି କରିଛି। ଡିସେମ୍ବର ୨୦୨୨ ସୁଦ୍ଧା ପେଟିଏମ୍‌ରେ ଆଲିବାବାର ୬.୨୬% ଅଂଶଧନ ରହିଥିଲା। ଜାନୁୟାରୀରେ କମ୍ପାନୀ…

ଇନ୍‌ଷ୍ଟା ଲୋନ୍‌ ପ୍ରଦାନରେ ଏଲ୍‌ଟିଏଫ୍‌ଏସ୍‌ର ଅଭିବୃଦ୍ଧି

ଭୁବନେଶ୍ୱର,୧୧।୨: ଗତ କିଛି ମାସ ହେବ ଇନ୍‌ଷ୍ଟା ଲୋନ୍‌ ପ୍ରଦାନ କ୍ଷେତ୍ରରେ ଏଲ୍‌ ଆଣ୍ଡ ଟି ଫାଇନାନସିଆଲ ସର୍ଭିସେସ୍‌ (ଏଲ୍‌ଟିଏଫ୍‌ଏସ୍‌)ର ଦମ୍‌ଦାର ଅଭିବୃଦ୍ଧି ଦେଖିବାକୁ ମିଳିଛି। ଏହା ଏକ ଗ୍ରାହକ କୈନ୍ଦ୍ରିକ ରିଟେଲ ଫାଇନାନ୍ସ କମ୍ପାନୀ ଭାବେ ଆକର୍ଷଣୀୟ ବୃଦ୍ଧି ଘଟାଇପାରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri