ଆଧାର ସହ ପାନ୍ ଲିଙ୍କ ଆଉ ମାଗଣା ନୁହେଁ, ଦେବାକୁ ହେବ ୧,୦୦୦ ଟଙ୍କା ଜରିମାନା
ନୂଆଦିଲ୍ଲୀ,୪।୩: ପାନ୍କୁ ଆଧାର ସହ ଲିଙ୍କ କରିବା ଆଉ ମାଗଣା ନୁହେଁ। ଆୟକର ବିଭାଗ ଏହି ଲିଙ୍କ ପାଇଁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ୧,୦୦୦ ଟଙ୍କା ଜରିିମାନା ନେଉଛି। ସମୟସୀମା ଶେଷ ହେବା ପରେ ବିଭାଗ ପକ୍ଷରୁ ଜରିମାନା ରାଶି…
ଚେକ୍ ପେମେଣ୍ଟକୁ ନେଇ ନିୟମ ବଦଳାଇଲା ପିଏନ୍ବି
ନୂଆଦିଲ୍ଲୀ,୪।୩: ଗ୍ରାହକଙ୍କୁ ଚେକ୍ର ନକଲି ପେମେଣ୍ଟରୁ ରକ୍ଷା କରିବା ପାଇଁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି) ଏକ ନୂତନ ପଦକ୍ଷେପ ନେଇଛି। ବ୍ୟାଙ୍କ ବର୍ତ୍ତମାନ ୫ ଲକ୍ଷରୁ ଅଧିକ ଟଙ୍କା ଚେକ୍ ପେମେଣ୍ଟ ପାଇଁ ପଜିଟିଭ ପେ’ ସିଷ୍ଟମ (ପିପିଏସ୍) ବାଧ୍ୟତାମୂଳକ କରିବାକୁ…
ଆମାଜନ ପେ’କୁ ବଡ଼ ଝଟ୍କା, ୩.୦୬ କୋଟି ଟଙ୍କାର ଜରିମାନା ଲଗାଇଲା ଆର୍ବିଆଇ
ନୂଆଦିଲ୍ଲୀ,୪।୩: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ) ଆମାଜନ ପେ’ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୩.୦୬ କୋଟିରୁ ଅଧିକ ଟଙ୍କାର ଜରିମାନା ଲଗାଇଛି। ପ୍ରିପେଡ୍ ପେମେଣ୍ଟ ଇନ୍ଷ୍ଟ୍ରୁମେଣ୍ଟ(ପିପିଆଇ) ଏବଂ ନୋ ୟୁଓର କଷ୍ଟମର(କଓ୍ବୋଇସି) ସମ୍ବନ୍ଧୀୟ କିଛି ନିୟମାବଳୀକୁ ପାଳନ ନ କରିବା…
ଅଭିଜ୍ଞତାରୁ ଅଭିବୃଦ୍ଧି
ଉଚ୍ଚଶିକ୍ଷା ଶେଷକରି ନିଜର ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରିବାର ଅଭିଜ୍ଞତାକୁ ବ୍ୟବସାୟରେ ବିନିଯୋଗ କରିବା ଲକ୍ଷ୍ୟରେ କର୍ମଭୂମିରୁ ଜନ୍ମଭୂମିକୁ ଫେରିଥିଲେ। ଏପରିକି ଦୀର୍ଘ ୫ଦଶନ୍ଧିରୁ ଅଧିକ ସମୟ ହେବ ରାଉରକେଲାଠାରେ ଥିବା ପାରିବାରିକ ବ୍ୟବସାୟରେ ଯୋଗଦେବା…
ଫେବୃୟାରୀରେ ହୋଣ୍ଡାର ୬୦୮୬ କାର ବିକ୍ରି
ନୂଆଦିଲ୍ଲୀ, ୪ା୩: ଦେଶର ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀ ହୋଣ୍ଡା କାରସ ଇଣ୍ଡିଆ ଲିମିଟେଡ୍ (ଏଚ୍ସିଆଇଏଲ)ଚଳିତ ବର୍ଷ ଫେବୃୟାରୀରେ ମୋଟ ୬୦୮୬ କାର ଘରୋଇ ବଜାରରେ ବିକ୍ରି କରିଛି। ଅପରପକ୍ଷରେ କମ୍ପାନୀ ୨୦୨୩ ଫେବୃୟାରୀେୀ ମୋଟ ୯୭୩ ୟୁନିଟ୍ କାର ରପ୍ତାନୀ କରିଥିବା…
ଖୁବ୍ଶୀଘ୍ର ସରିବ ‘ଡିଏନ୍ ଫେରିଟେଲ୍’
ଭୁବନେଶ୍ୱର,୪।୩: ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ…
ଆନ୍ଧ୍ରପ୍ରଦେଶରେ ନିବେଶ କରିବ ରିଲାଏନ୍ସ
ନୂଆଦିଲ୍ଲୀ,୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆନ୍ଧ୍ରପ୍ରଦେଶରେ ୧୦ଗିଗାୱାଟ୍ ସୋଲାର ପାୱାର ପ୍ଲାଣ୍ଟରେ ପୁଞ୍ଜିନିବେଶ କରିବ। ଆନ୍ଧ୍ରପ୍ରଦେଶର ଉପତ୍ାଦଗୁଡ଼ିକୁ ସାରା ଦେଶରେ ପହଞ୍ଚାଇବା ଲାଗି ରିଲାଏନ୍ସ ରିଟେଲ ଏହାର କୃଷି ଆଧାରିତ ଉପତ୍ାଦ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ଅଧିକରୁ ଅଧିକ ମାତ୍ରାରେ କିଣିବ। ରିଲାଏନ୍ସର…
‘ଅଧିଗ୍ରହଣ ବ୍ୟବସାୟର ଅଭିବୃଦ୍ଧି ଘଟାଇବ’
ନୂଆଦିଲ୍ଲୀ,୩।୩:ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସିଟି ବ୍ୟାଙ୍କ ଇଣ୍ଡିଆର କଞ୍ଜ୍ୟୁମର ବ୍ୟବସାୟର ଅଧିଗ୍ରହଣ ପ୍ରକ୍ରିୟା ସମାପନ କରାଯାଇଛି। ବିଶେଷକରି ସିସିଆଇ ଅନୁମୋଦନ ମିଳିବାର ୭ ମାସ ମଧ୍ୟରେ ଉକ୍ତ ବୁଝାମଣାକୁ କାର୍ଯ୍ୟକାରୀ କରି ଆକ୍ସିସ୍ ବ୍ୟାଙ୍କ ତା’ର କାର୍ଯ୍ୟକାରିତା ଦୃଢ଼ତାକୁ ପ୍ରଦର୍ଶନ କରିଛି।…
ଗେଲ୍ (ଇଣ୍ଡିଆ) ସହ ଟିଏସ୍ଏମ୍ଏଲ୍ର ବୁଝାମଣା ସ୍ବାକ୍ଷରିତ
ନୂଆଦିଲ୍ଲୀ,୩।୩:ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍) ଏବଂ ଗେଲ୍ (ଇଣ୍ଡିଆ) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍ଓୟୁ) ନିକଟରେ ସ୍ବାକ୍ଷରିତ ହୋଇଯାଇଛି। ବିଶେଷକରି ଟିଏସ୍ଏମ୍ଏଲ୍ ପରିଚାଳନା କ୍ଷେତ୍ରରେ କାର୍ବନ ଫୁଟ୍ପ୍ରିଣ୍ଟ ହ୍ରାସ କରିବାର ପ୍ରତିବଦ୍ଧତାକୁ ଦୋହରାଇ କଟକର ଆଠଗଡ଼ ସ୍ଥିତ ଫେରୋ…
ନୁଭୋକୋର ନୂଆ ମାର୍କେଟିଂ କ୍ୟାମ୍ପେନ୍ ଉନ୍ମୋଚିତ
ନୂଆଦିଲ୍ଲୀ,୩।୩:ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିଃର ନୂଆ ମାର୍କେଟିଂ କ୍ୟାମ୍ପେନ୍ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀ ଉତ୍ତର ଭାରତ ବଜାର ଉପରେ ଏକ ସ୍ବତନ୍ତ୍ର ଧ୍ୟାନ କେନ୍ଦ୍ରିତ ସହ ଦେଶବ୍ୟାପୀ ଏହାର ନୂଆ ଇଣ୍ଟିଗ୍ରେଟେଡ୍ ମାର୍କେଟିଂ କ୍ୟାମ୍ପେନ୍ ଆରମ୍ଭ କରିଛି। ଉକ୍ତ…
ଖୁବ୍ଶୀଘ୍ର ସରିବ ‘ଡିଏନ୍ ଫେରିଟେଲ’
ଭୁବନେଶ୍ୱର,୩।୩:ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ ସଂସ୍ଥା ‘ଡିଏନ୍ ହୋମସ’ର ବହୁ ଚର୍ଚ୍ଚିତ ବାସଗୃହ ପ୍ରକଳ୍ପ ‘ଡିଏନ ଫେରିଟେଲ’ର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଡିଏନ୍ ହୋମସ ପକ୍ଷରୁ ଗୁରୁବାର ସ୍ଥାନୀୟ ପାତ୍ରପଡାଠାରେ ଏକ…
‘ଗୁଣାତ୍ମକ ସେବାକୁ ଗୁରୁତ୍ୱାରୋପ’
ମ୍ୟାନେଜ୍ମେଣ୍ଟ ପାଠପଢ଼ା ସାରି ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଦ୍ୱାରା ପ୍ରତିଷ୍ଠିତ ବ୍ୟବସାୟକୁ ସମ୍ଭାଳିବା ସହ ଉକ୍ତ ବ୍ୟବସାୟକୁ ଠିକ୍ଭାବେ ଚଳାଇ ଅନେକ ସଫଳତା ହାସଲ କରିଛନ୍ତି। ବିଶେଷକରି ରାଜ୍ୟର ପ୍ରମୁଖ ଆଉଟ୍ଡୋର ବିଜ୍ଞାପନ ସଂସ୍ଥା ‘ଅଜନ୍ତା ଆଡ୍ଭର୍ଟାଇଜର୍ସ’କୁ ଲୋକାଭିମୁଖୀ କରିବାରେ…
Archives


