ଜିଓର ବ୍ରଡ୍ବ୍ୟାଣ୍ଡ୍ ବ୍ୟାକ୍ଅପ୍ ପ୍ଲାନ୍
ନୂଆଦିଲ୍ଲୀ,୨୯ା୩: ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ନୂଆ ‘ବ୍ରଡ୍ବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମାସିକ ମାତ୍ର ୧୯୮ ଟଙ୍କାରେ ସେକେଣ୍ଡ ପିଛା ୧୦ମେଗାବିଟ୍ର ଇଣ୍ଟରନେଟ୍ ସ୍ପିଡ୍ ମିଳିବ। ବିଶେଷକରି ଗ୍ରାହକମାନଙ୍କ…
ଡ୍ରିମ୍ସ ପକ୍ଷରୁ ବିପିୟୁଟି କୁଳପତିଙ୍କୁ ସମ୍ବର୍ଦ୍ଧନା
କଟକ,୨୯ା୩: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି)ର ନବନିଯୁକ୍ତ କୁଳପତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ.ଅମିୟ କୁମାର ରଥଙ୍କୁ ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଡ୍ରିମ୍ସ ଶିକ୍ଷାନୁଷ୍ଠାନର ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର ପ୍ରଫେସର ରଥଙ୍କୁ ନିକଟରେ…
ଅଭିବୃଦ୍ଧି ପଥରେ ରିଅଲ ଇଷ୍ଟେଟ୍ ଉଦ୍ୟୋଗ
ନୂଆଦିଲ୍ଲୀ,୨୯ା୩: ବିଗତ କିଛି ବର୍ଷ ହେବ ଭାରତୀୟ ରିଅଲ ଇଷ୍ଟେଟ୍ ଉଦ୍ୟୋଗ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏପରିକି ବିଗତ ୫ ବର୍ଷ ମଧ୍ୟରେ ରିଅଲ ଇଷ୍ଟେଟ୍ ଉଦ୍ୟୋଗକୁ ୩୨ ବିଲିୟନ ଡଲାରର ଅଧିକ ପରିମାଣର ଇକ୍ୱିଟି କ୍ୟାପିଟାଲ ମିଳିଥିବା ଜଣାପଡ଼ିଛି।…
୭.୩୪ ଲକ୍ଷ କୋଟି ଆଦାୟ ବ୍ୟାଙ୍କ ଋଣରୁ ୫ ବର୍ଷରେ ୧୪% ଅସୁଲ ହୋଇଛି
ନୂଆଦିଲ୍ଲୀ,୨୯ା୩: ୨୦୨୧-୨୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଡୁବିଥିବା ୭.୩୪ ଲକ୍ଷ କୋଟି ଟଙ୍କା ଋଣରୁ ମାତ୍ର ୧୪ ପ୍ରତିଶତ ଆଦାୟ କରିପାରିଛନ୍ତି। ରାଜ୍ୟ ସଭାରେ ଅର୍ଥ ମନ୍ତ୍ରଣାଳୟ ଉପସ୍ଥାପନ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି।…
ପାନ୍-ଆଧାର ଲିଙ୍କ୍ ଅବଧି ଜୁନ୍ ୩୦ ଯାଏ ବୃଦ୍ଧି
ନୂଆଦିଲ୍ଲୀ,୨୮।୩: ପାନ୍ କାର୍ଡ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର କାର୍ଡ ଲିଙ୍କ୍ କରିବାର ସମୟସୀମାକୁ ଆସନ୍ତା ଜୁନ୍ ୩୦ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରି…
ରେପୋ ରେଟ୍ ବଢ଼ାଇପାରେ ଆରବିଆଇ
ନୂଆଦିଲ୍ଲୀ,୨୮।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ମାନ୍ଦାବସ୍ଥା ଯୋଗୁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ବର୍ତ୍ତମାନ ସମୟରେ ଲକ୍ଷ୍ୟଧାର୍ଯ୍ୟ ଠାରୁ ଢେର ଉପରେ ରହିଛି। ଏପରିକି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟଠାରୁ ମଧ୍ୟ ଉପରେ ରହିଛି। ବିଶେଷ…
କୃଷି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ
ଭୁବନେଶ୍ୱର,୨୮।୩: ବହୁ ରାଷ୍ଟ୍ରୀୟ ସାମାଜିକ ପ୍ରତିଷ୍ଠାନ ୱାଲ୍ମାର୍ଟ ଫାଉଣ୍ଡେଶନ ପକ୍ଷରୁ ଏକ ୫ ବର୍ଷିଆ କୃଷି ରଣନୀତି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କୃଷକମାନଙ୍କ ଜୀବିକା ଉନ୍ନତ କରିବା ପ୍ରତି ଫାଉଣ୍ଡେଶନ ନିଜର ପ୍ରତିବଦ୍ଧତାକୁ ବିସ୍ତାର କରିବ, ଯାହା ସର୍ବନିମ୍ନ…
ଏଆଇୟୁବିପିଏଆର୍ଏଫ୍ର ୪ର୍ଥ ସାଧାରଣ ଅଧିବେଶନ
ଭୁବନେଶ୍ୱର,୨୮।୩: ନିଖିଳ ଭାରତ ୟୁନିୟନ୍ ବ୍ୟାଙ୍କ ପେନ୍ସନ୍ଭୋଗୀ ଅବସରପ୍ରାପ୍ତ ଫେଡେରେଶନ୍ର ୪ର୍ଥ ସାଧାରଣ ଅଧିବେଶନ ସ୍ଥାନୀୟ ଆର୍ଯ୍ୟ ପ୍ୟାଲେସ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି। ଅଲ୍ ଓଡ଼ିଶା ୟୁନିୟନ୍ ବ୍ୟାଙ୍କ ଅବସରପ୍ରାପ୍ତ ସଂଘର ଆତିଥ୍ୟରେ ଅନୁଷ୍ଠିତ ଉକ୍ତ ଅଧିବେଶନରେ ଦେଶର ସମସ୍ତ ରାଜ୍ୟର…
ବେଦାନ୍ତ ଲାଞ୍ଜିଗଡ଼ ତୀରନ୍ଦାଜ ଟିମ୍କୁ ୧୪ ପଦକ
ଭୁବନେଶ୍ୱର,୨୮।୩: ବେଦାନ୍ତ ଗ୍ରୁପର ଓଡ଼ିଶା ୟୁନିଟ ପକ୍ଷରୁ ଏକ ଅଭିନବ କ୍ରୀଡା ପ୍ରୋଗ୍ରାମ ‘ବେଦାନ୍ତ ତୀରନ୍ଦାଜ ଅଭିଯାନ’ର ଆରମ୍ଭ କରାଯାଇଛି। ବିଶେଷକରି ବେଦାନ୍ତ ଲିମିଟେଡର ଲାଞ୍ଜିଗଡ଼ କ୍ଷେତ୍ରର ସ୍ଥାନୀୟ ଯୁବକ ତଥା ପିଲାମାନଙ୍କର ସାମଗ୍ରିକ ବିକାଶ ଜରିଆରେ ଉକ୍ତ ଟିମ୍ ଏକ…
ବାଲ୍କୋ ମେଡିକାଲ ସେଣ୍ଟରର ୫ମ ପୂର୍ତ୍ତି ଉତ୍ସବ
ଭୁବନେଶ୍ୱର,୨୮।୩: ବାଲ୍କୋ ମେଡିକାଲ୍ ସେଣ୍ଟର (ବିଏମ୍ସି)ର ୫ମ ପୂର୍ତ୍ତି ଉତ୍ସବ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଏମ୍ସିରେ ଏକ ଅତ୍ୟାଧୁନିକ ହାଲିକେୟନ୍ ରେଡିଓଥେରାପି ମେଶିନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ବିଏମ୍ସିର ଅଧ୍ୟକ୍ଷା ଜ୍ୟୋତି ଅଗ୍ରୱାଲ୍ କହିଛନ୍ତି, ବିଗତ ୫ବର୍ଷ…
ଏସ୍ଭିବିର ୪୯% ଅଧିଗ୍ରହଣ କରିବ ଫାଷ୍ଟ ସିଟିଜେନ୍ସ
ନୂଆଦିଲ୍ଲୀ,୨୮।୩: ବିଗତ କିଛି ଦିନ ହେବ ସାରା ବିଶ୍ୱରେ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସ୍ଭିବି)ର ଆର୍ଥିକ ସଂକଟକୁ ନେଇ ଚର୍ଚ୍ଚା ଜାରି ରହିଛି। ଏପରିକି ଏସଭିବି ପାଇଁ ବିଶ୍ୱ ଅର୍ଥନୀତିରେ ମଧ୍ୟ ମାନ୍ଦାବସ୍ଥା ସୃଷ୍ଟି ହେବାକୁ ଯାଉଛି। ଏହାରି ମଧ୍ୟରେ ସୋମବାର…
‘ପାୱାରିଂ ଡିଜିଟାଲ ଇଣ୍ଡିଆ ପ୍ରତି ପ୍ରତିଶ୍ରୁତିବଦ୍ଧ’
ଭୁବନେଶ୍ୱର,୨୭।୩: ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର (ସିଟିଟିସି)ର ଭୁବନେଶ୍ୱର କେନ୍ଦ୍ରଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଦିଗଦର୍ଶନ ଓ ତାଲିମ ପ୍ରଦାନ କରାଯାଇଥିବା ଛାତ୍ରୀଛାତ୍ରଙ୍କୁ ନିକଟରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଶେଷ କରି ସାମ୍ସଙ୍ଗ ଇଣ୍ଡିଆର ଫ୍ଲାଗଶିପ ସିଏସଆର…
Archives


