ବାଣିଜ୍ୟ

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…

ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ ଆହୁରି ଏକ ମିଲିୟନ ବ୍ୟାରେଲ ହ୍ରାସ କରିବ ବୋଲି ସୌଦି ଆରବ ଘୋଷଣା…

ପ୍ରକୃତିଭିତ୍ତିକ ସମାଧାନକୁ ଗୁରୁତ୍ୱ

ଭୁବନେଶ୍ୱର ,୫।୬: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅନ୍ୟତମ ସାମାଜିକ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ୪ଟି ବିପର୍ଯ୍ୟୟ ପ୍ରବଣ ଜିଲାରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଶେଷକରି ବିପର୍ଯ୍ୟୟ ଜନିତ ବିପଦ ହ୍ରାସ…

ଆମେରିକାନ୍‌ ଟୁରିଷ୍ଟର ନୂଆ କ୍ୟାମ୍ପେନ୍‌ ‘ବର୍ଣ୍ଣ ଟୁ କ୍ରସ୍‌ ବାଉଣ୍ଡାରିଜ’

ଭୁବନେଶ୍ୱର ,୫।୬: ଅନ୍ତଃରାଷ୍ଟ୍ରୀୟ ଲଗେଜ୍‌ ବ୍ରାଣ୍ଡ୍‌ ଆମେରିକାନ୍‌ ଟୁରିଷ୍ଟର ନୂଆ କ୍ୟାମ୍ପେନ୍‌ ‘ବର୍ଣ୍ଣ ଟୁ କ୍ରସ୍‌ ବାଉଣ୍ଡାରିଜ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନ୍‌ ଲୋକଙ୍କୁ ନିଜର ଅଣଆବିଷ୍କୃତ ପାର୍ଶ୍ୱକୁ ଆବିଷ୍କାର କରିବା ପାଇଁ ଆହ୍ବାନ ଦେଉଛି। ବିଶେଷକରି ଆମେରିକାନ…

ବେଦାନ୍ତ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର ,୫।୬: ବେଦାନ୍ତ ଆଲୁମିନିୟମର ସହଯୋଗୀ କମ୍ପାନୀ ବେଦାନ୍ତ ଫେକର ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।…

ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର ,୫।୬: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ନିକଟରେ ଏକ ବହୁମୁଖୀ ଋଣ ଶିବିର ଓ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧକ ମୁକୁଲ ଏନ୍‌ ଦାଣ୍ଡିଗେ ସମ୍ମାନିତ ଅତିଥି ଭାବେ…

ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଏଲ୍‌ଆଇସିର ରିହାତି

ଭୁବନେଶ୍ୱର,୫।୬: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଗଭୀର ଦୁଃଖପ୍ରକାଶ କରାଯାଇଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ପକ୍ଷରୁ ବିଶେଷ ରିହାତି ସୁବିଧା ସମ୍ପର୍କରେ ମଧ୍ୟ ଘୋଷଣା…

ଗୌତମ ଆଦାନୀଙ୍କ ବଡ଼ ଘୋଷଣା: ଟ୍ରେନ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷାଦାନ…

ନୂଆଦିଲ୍ଲୀ,୪।୬ : ଓଡ଼ିଶାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ଆଦାନୀ ଗ୍ରୁପ ଚେୟାରମ୍ୟାନ ଗୌତମ ଆଦାନୀ ଏକ ବଡ଼ ଘୋଷଣା କରିଛନ୍ତି। ଏକ ଟୁଇଟରେ ଆଦାନୀ କହିଛନ୍ତି ଆଦାନୀ ଗ୍ରୁପ୍‌ ଦୁର୍ଘଟଣାରେ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଶିକ୍ଷାଦାନର ବ୍ୟବସ୍ଥା କରିବେ। ଓଡିଶା ଘଟିଥିବା…

ରିଲାଏନ୍ସ ଜୁଏଲ୍ସର ‘ବିବାହମ୍‌’ କଲେକ୍ସନ

ନୂଆଦିଲ୍ଲୀ,୪।୬:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ‘ବିବାହମ୍‌’କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଏକ ଆକର୍ଷଣୀୟ ୱେଡିଂ ଜୁଏଲୋରି, ଯେଉଁଥିରେ ପ୍ରତ୍ୟେକ ନବବଧୂ ଏହି ସ୍ବତନ୍ତ୍ର ଦିବସରେ ଜଣେ ରାଣୀଙ୍କ ଭଳି ଅନୁଭବ…

ସମାଧାନ ହେବ ଜମି କିଣାବିକା ସମସ୍ୟା

ଭୁବନେଶ୍ୱର,୪।୬: ବିଗତ କିଛି ମାସ ହେବ ରାଜ୍ୟରେ ଜମି କିଣାବିକା ଓ ଆପାର୍ଟମେଣ୍ଟ ମାଲିକାନାକୁ ନେଇ ସବୁସ୍ତରରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ କୋଟି କୋଟି ଟଙ୍କାର ପରୋକ୍ଷ ଓ ପ୍ରତ୍ୟକ୍ଷ ଟିକସ ସବୁ ବର୍ଗ ହରାଉଥିଲେ। ସମସ୍ୟାର ଗୁରୁତ୍ୱକୁ ନଜରରେ…

ଶିଳ୍ପ ନିରାପତ୍ତା ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୪।୬: ବେଦାନ୍ତ ଆଲୁମିନିୟମ୍‌ର ଓଡ଼ିଶା ୟୁନିଟ୍‌ ଝାରସୁଗୁଡ଼ା କାରଖାନା ଏବଂ ଓଡ଼ିଶା ସରକାରଙ୍କ ବଏଲର ନିର୍ଦ୍ଦେଶାଳୟ ସହଯୋଗରେ ଏକ ପ୍ରଭାବଶାଳୀ ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ କାରଖାନା ପରିସରରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ଇଏସ୍‌ଆଇ ଅଧୀନରେ…

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ନୂଆ ଇଞ୍ଜିନ ଅଏଲ

ନୂଆଦିଲ୍ଲୀ,୩।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ନୂଆ ଇଞ୍ଜିନ ଅଏଲ ‘ପ୍ରୋ ହୋଣ୍ଡା’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏହାର ବଜାର ପ୍ରବେଶ ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି, ଯାହାକୁ ଭାରତୀୟ ବଜାରରେ…

ମୂଳ ଭାରତୀୟ ଅଜୟ ବଙ୍ଗା ହେଲେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ: କାର୍ଯ୍ୟକାଳ ୫ ବର୍ଷ…

ଓ୍ବାଶିଂଟନ,୩।୬ : ମୂଳ ଭାରତୀୟ ଅଜୟ ବଙ୍ଗା ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ସହିତ ସେ ଗ୍ଲୋବାଲ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁଶନ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନେତୃତ୍ୱ ନେଇଛନ୍ତି। ୩ ମଇରେ, ବିଶ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri