ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…
ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ ରେକର୍ଡ…
୯ ବର୍ଷରେ ସରକାର ଡିବିଟିରୁ ସଞ୍ଚୟ କରିଛନ୍ତି ୨.୭୩ ଲକ୍ଷ କୋଟି: ଅର୍ଥମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଧାର୍ଯ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ସିଧାସଳଖ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ଗ୍ରହଣ କରି ସରକାର ଗତ ୯ ବର୍ଷ ମଧ୍ୟରେ ୨.୭୩ ଲକ୍ଷ କୋଟି ଟଙ୍କା ସଞ୍ଚୟ…
ଶାହରୁଖ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୧୫।୮: ଦେଶର ପ୍ରମୁଖ ଏଫ୍ଏମ୍ସିଜି କମ୍ପାନୀ ତଥା ଆଇଟିସି ବ୍ରାଣ୍ଡ୍ ସନ୍ ଫିଷ୍ଟ ବଲିଉଡ ଅଭିନେତା ଶାହରୁଖ ଖାନ୍ଙ୍କୁ ‘ଡାର୍କ ଫାଣ୍ଟାସି’ର ନ୍ୟୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ଦେଇଥିବା ଘୋଷଣା କରିଛି। ବିଶେଷ କରି କିଙ୍ଗ ଅଫ ଫାଣ୍ଟାସି ଶାହରୁଖ…
ଜିଓ ୫ଜି ଏମ୍ଏମ୍-ୱେଭ ସ୍ପେକ୍ଟ୍ରମ୍ର ଶୁଭାରମ୍ଭ
ଭୁବନେଶ୍ୱର,୧୫।୮: ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ (ଆରଜେଆଇଏଲ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ‘୫ଜି ଏମ୍ଏମ୍-ୱେଭ ସ୍ପେକ୍ଟ୍ରମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଜିଓର ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ର ସବୁ ଲାଇସେନ୍ସ ଅଞ୍ଚଳରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା…
କ୍ୟାରେଟ୍ଲେନର ରକ୍ଷାବନ୍ଧନ କଲେକ୍ସନ
ଭୁବନେଶ୍ୱର,୧୫।୮: କ୍ୟାରେଟ୍ଲେନ୍ର ବହୁ ପ୍ରତୀକ୍ଷିତ ତଥା ଆକର୍ଷଣୀୟ ଡିଜାଇନର ବ୍ୟାପକ ସମ୍ଭାର ‘ରକ୍ଷା ବନ୍ଧନ କଲେକ୍ସନ’କୁ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଶେଷକରି କ୍ୟାରେଟ୍ଲେନ୍ର ଭୁବନେଶ୍ୱର ଷ୍ଟୋରଗୁଡ଼ିକରେ ନୂତନ କଲେକନ୍ସ ସହ ଆକର୍ଷଣୀୟ ଗୋଲ୍ଡ ଏକ୍ସଚେଞ୍ଜ ଅଫର ପ୍ରଦାନ କରାଯାଉଛି।…
ବେଦାନ୍ତର ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’
ଭୁବନେଶ୍ୱର,୧୫ା୮(ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୭୭ତମ ସ୍ବାଧୀନତା ଦିବସ ଅବସରରେ ‘ଆଜାଦୀ କା ଅସଲି ମତଲବ’…
ପାହାଳରେ ୟାମାହାର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୧୪।୮(ଅଭୟ ଦାଶ): ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ‘ୟାମାହା ମୋଟର ଇଣ୍ଡିଆ’ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱର ନିକଟସ୍ଥ ପାହାଳଠାରେ ଉଦ୍ଘାଟିତ ହୋଇଯାଇଛି। ଏପରିକି ଇଷ୍ଟର୍ନ ଇଣ୍ଡିଆରେ ଏହା ସର୍ବବୃହତ ୟାମାହା ଦୁଇ ଚକିଆ ଗାଡି ଶୋ’ରୁମ୍…
ଫିଲିଙ୍ଗ ଷ୍ଟେଶନ ଉଦ୍ଘାଟିତ
ଭୁବନେଶ୍ୱର,୧୪।୮: ସ୍ମାର୍ଟସିଟି ଭୁବନେଶ୍ୱରର ଖାଦ୍ୟପ୍ରିୟ ଲୋକଙ୍କ ପାଇଁ ଖାରବେଳ ନଗରଠାରେ ଏକ ନୂଆ ମଲଟି କ୍ୟୁଜେନ ରେଷ୍ଟୁରାଣ୍ଟ (ରେସ୍ତୋରାଁ) ଫିଲିଙ୍ଗ ଷ୍ଟେଶନ୍ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି…
ସେନ୍କୋର ସ୍ବତନ୍ତ୍ର ଫ୍ରିଡମ୍ ଅଫର
ଭୁବନେଶ୍ୱର,୧୪।୮: ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ଏକ ଆକର୍ଷଣୀୟ ଏବଂ ସ୍ବତନ୍ତ୍ର ଫ୍ରିଡମ୍ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ସ୍ବାଧୀନତା ଦିବସ ଉପଲକ୍ଷେ ସେନ୍କୋର ସ୍ବତନ୍ତ୍ର ଫ୍ରିଡମ୍ ଅଫର ସମସ୍ତ ସେନ୍କୋ ଷ୍ଟୋରରେ ଶୁଭାରମ୍ଭ କରାଯାଇଛି।…
ବେଦାନ୍ତର ଦକ୍ଷତା ପ୍ରଶିକ୍ଷଣ ସମ୍ପ୍ରସାରିତ
ଭୁବନେଶ୍ୱର,୧୪।୮ (ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଯୁବ ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଓଡିଶା ଏବଂ ଛତିଶଗଡ ୟୁନିଟ କାର୍ଯ୍ୟ ପରିସର ମଧ୍ୟରେ ଯୁବକମାନଙ୍କ ପାଇଁ ବିଶେଷ…
ଏନ୍ଆର୍ଟିର ସଫଳ ପରୀକ୍ଷଣ
ଭୁବନେଶ୍ୱର,୧୪।୮: କଟକ ଏସ୍ସିବି ଡେଣ୍ଟାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଏକ ଅନନ୍ୟ କ୍ଲିନିକାଲ ପରୀକ୍ଷା ଅଭ୍ୟାସଗତ ତମାଖୁ ସେବନକାରୀଙ୍କ ଅଭ୍ୟାସକୁ ସଫଳତାର ସହ ଛଡାଇବାରେ ଫଳପ୍ରଦ ନିକୋଟିନ ରିପ୍ଲେସମେଣ୍ଟ ଥେରାପି (ଏନଆରଟି) ଉପରେ ତଥ୍ୟ ପ୍ରକାଶ ପାଇଛି। ଉକ୍ତ ଅଧ୍ୟୟନ ନିଶ୍ଚିତ…
ଗିଫ୍ଟ ମହାବିଦ୍ୟାଳୟରେ ଦିନିକିଆ କର୍ମଶାଳା
ଭୁବନେଶ୍ୱର,୧୪।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ ଫର୍ ଟେକ୍ନୋଲୋଜି’ ବା ଗିଫ୍ଟ ସ୍ବୟଂଶାସିତ ମହାବିଦ୍ୟାଳୟର ଆର୍ ଆଣ୍ଡ ଡି ବିଭାଗ ଅନୁକୂଲ୍ୟରେ ଏକ ଦିନିକିଆ କର୍ମଶାଳା (ସେମିନାର) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଦେଶର ସାଇବର ଡିଫେନ୍ସ…

